1.ବଢିଲା ନାଇଟ୍ କର୍ଫ୍ୟୁ କଟକଣା: ରାଜ୍ୟରେ ବାଣ କିଣା-ବିକା ମନା
ଅକ୍ଟୋବର ମାସ ପାଇଁ ଆସିଲା ନୂତନ କୋଭିଡ ଗାଇଡଲାଇନ । ଏନେଇ ସୂଚନା ଦେଇଛନ୍ତି SRC ।
2.ଭୁବନେଶ୍ବର ବିମାନବନ୍ଦରରେ INDIGOର ଜରୁରୀକାଳୀନ ଅବତରଣ, ଯାତ୍ରୀଙ୍କ ପରଲୋକ
3.ସରିଲା ପିପିଲି ମତଦାନ: EVMରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, 3ରେ ଜନାଦେଶ
ସରିଲା ପିପିଲି ମତଦାନ: EVMରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, 3ରେ ଜନାଦେଶ
4.IPL 2021: ଟସ୍ ଜିତିଲେ ଧୋନି, ସନରାଇଜର୍ସକୁ ବ୍ୟାଟିଂ ଆମନ୍ତ୍ରଣ
ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।
5.ଅକ୍ଟୋବର ପହିଲାରୁ 11ଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ
ଆସନ୍ତା ଅକ୍ଟୋବର ପହିଲାରୁ ପୂର୍ବତଟ ରେଳପଥର ୧୧ଟି ସ୍ବତନ୍ତ୍ର ଟ୍ରେନର ସମୟ ପରିବର୍ତ୍ତନ ହୋଇଛି ।
6.ମୁଣ୍ଡୁଳି ଡ଼ଙ୍ଗାବୁଡି ଘଟଣା, ପୋଲିସର ଅନୁପସ୍ଥିତିକୁ ଖଣ୍ଡନ କଲେ କମିଶନର
7.ଗଡକରୀଙ୍କ ଦାବି, ଆଗାମୀ ୩ ବର୍ଷରେ ଜଳ-ବାୟୁ-ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ଦିଲ୍ଲୀ
8.ଲୋକନୃତ୍ୟ କରି ସଭିଁଙ୍କ ମନ ଜିଣିଲେ କିରଣ, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
କ୍ୟାବିନେଟ ମନ୍ତ୍ରୀ କିରଣ ରିଜିଜୁଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
9.IAFରେ ଦୁଷ୍କର୍ମ ଝଡ, ମହିଳା ଅଫିସର ଆଣିଲେ ଟୁ ଫିଙ୍ଗର ଟେଷ୍ଟ ଅଭିଯୋଗ
ସହକର୍ମୀଙ୍କ ଉପରେ ଦୁଷ୍କର୍ମ ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାୟୁସେନା (IAF)ର ୨୮ ବର୍ଷୀୟା ମହିଳା ଅଫିସର ।
10.2006 ବିସ୍ଫୋରଣ: ୨ ଅଭିଯୁକ୍ତଙ୍କୁ ଗିରଫ କଲା Gujarat ATS
ଗୁଜୁରାଟରେ ୨୦୦୬ ବିସ୍ଫୋରଣ ମାମଲା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ଗୁଜୁରାଟ ଆଣ୍ଟି-ଟେରୋରିଜିମ ସ୍କ୍ବାର୍ଡ(ATS) ।