ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 22, 2021, 9:03 PM IST

1.ମୈଦାନକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ, ଖେଳିଲେ ଦମଦାର ଫୁଟବ

ପୂର୍ବତନ ଫୁଟବଲର ଏନ ବିରେନ ସିଂ ବିଜେପି ଶାସିତ ରାଜ୍ୟ ମଣିପୁରର ଅଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ଫୁଟବଲ ଖେଳାଳି ରହିସାରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ।

2.ପଞ୍ଜାବ କଂଗ୍ରେସ ଦୁଇ ଫାଳ; ରାହୁଲ-ପ୍ରିୟଙ୍କାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଅମରିନ୍ଦର

ଇସ୍ତଫା ଦେବାର କିଛି ଦିନ ପରେ ଦଳ ଓ ଦଳୀୟ ନେତାଙ୍କ ବିରୋଧରେ ମନଖୋଲି ବର୍ଷିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ।

3.ସାଇକେଲ ଚଢି ସଚିବାଳୟରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ

ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସାଇକେଲରେ ପହଁଞ୍ଚିଲେ ସଚିବାଳୟରେ ପହଁଞ୍ଚିଥିବା ଭିଡିଓ ସାମ୍ନାକୁ ଆସିଛି ।

4.କୋରୋନାରେ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର

କୋରୋନାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ହୋଇଛି ଘୋଷଣା ।

5.ଝାରସୁଗୁଡାରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ୩ ମୃତଦେହ, ହତ୍ୟା ସନ୍ଦେହ

ଗୋଟିଏ ଘରୁ ମିଳିଲା ତିନି ମୃତଦେହ । ମୃତକଙ୍କ ମଧ୍ୟରେ ଅଛନ୍ତି ମା’ ଓ ଦୁଇ ଝିଅ । ମୃତ୍ୟୁର କାରଣ ଜଣାପଡିନଥିବାବେଳେ ବାପା ଫେରାର ଅଛନ୍ତି ।

6.ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୪୫ କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ୪୪୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୮ ହଜାର ୬୭୧ ରେ ପହଞ୍ଚିଲା ।

7.IPL2021: ଟସ୍‌ ଜିତିଲେ ଓ୍ବିଲିୟମସନ, ପ୍ରଥମେ ବ୍ୟାଟିଂ କରିବ SRH

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ସନରାଇଜର୍ସ ହାଇଦ୍ରାବାଦ ।

8.ମନ୍ତ୍ର ଉଚ୍ଚାରଣ ପୁଷ୍ପବର୍ଷା ମଧ୍ୟରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧୀ

ଶହ ଶହ ସାଧୁ ସନ୍ଥ । ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ମହାରାଜଙ୍କୁ ଦିଆଗଲା ଭୂ-ସମାଧି ।

9.ବୀମା ନାଁରେ ଘରକୁ ଆସୁଛନ୍ତି, ରାତ୍ରିଯାପନ ପରେ ନିଶା ଦେଇ ଲୁଟୁଛନ୍ତି

ଇନସୁରାନ୍ସ କରାଇବା ବାହାନାରେ ଘରକୁ ଆସିବାକୁ ଅଫର। ଏହାପରେ ବାର୍ତ୍ତାଳାପ କରି ବଢାଉଛନ୍ତି ସମ୍ପର୍କ ।

10.ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ମୋଟୁ ଥାନା IIC

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଥାନାଧିକାରୀ । ୨ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଗିରଫ କରିଛି ଭିଜିଲାନ୍ସ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.