1.ଦେଶରେ ଟୀକାକରଣ ୭୫ କୋଟି ପାର୍, WHO କଲା ପ୍ରଶଂସା
ଦେଶରେ ୭୫ ହଜାର ଟପିଛି ଟୀକାକରଣ । ଭାରତକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ।
2.ବୁଧବାର ଲଞ୍ଚ୍ ହେବ Sansad TV
3.ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ
4.ପୂର୍ବତନ ଆନ୍ଧ୍ର ବିଧାୟକ ଗିରଫ ଘଟଣା, କେସ ଡାଏରୀ ଦାଖଲ ପାଇଁ EOWକୁ ନିର୍ଦ୍ଦେଶ
5.ଫୋକସରେ ଫୁଟବଲ ପଡ଼ିଆ ବିକାଶ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ FM Universityର କୁଳପତି
6.ବର୍ଷା ବିତ୍ପାତରେ ଜଳବନ୍ଦୀ ଭୁବନେଶ୍ବର, ସାଂସଦ-ବିଧାୟକ ମଧ୍ୟରେ ଓ୍ବାଟର ଓ୍ଵାର
7.ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 17ରୁ ପୁଣି ପ୍ରବଳ ବର୍ଷା !
8.ତାମିଲନାଡୁରେ NEET ରଦ୍ଦ ବିଲ୍ ପାରିତ, ଦ୍ବାଦଶ ରେଜଲ୍ଟ ଆଧାରରେ ଡାକ୍ତର ହେବେ ଛାତ୍ରଛାତ୍ରୀ
9.ଆଜି ରାଜ୍ୟରୁ ସୁସ୍ଥ ହେଲେ 682 କୋରୋନା ଆକ୍ରାନ୍ତ
ରାଜ୍ୟରୁ ଆଜି ଦିନକରେ 682 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 2 ହଜାର ୮୧୦ରେ ପହଞ୍ଚିଲା ।
10 ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅସ୍କାର ଫର୍ଣ୍ଣାଣ୍ଡିସଙ୍କ ପରଲୋକ