ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 7, 2021, 9:04 PM IST

1.ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ପରାମର୍ଶ ଦେଲେ, ତାଗିଦ କଲେ

କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ । ଏନେଇ

2.Odisha Assembly: ପାରିତ ହେଲା ନିରସନ ବିଲ୍

ରାଜ୍ୟ ବିଧାନସଭରେ ବିଭିନ୍ନ ଆଇନ ପ୍ରଣୟନ କରାଯାଇ ଆବଶ୍ୟକତା ଅନୁସାରେ ସେଗୁଡିକର ଭିନ୍ନ ଭିନ୍ନ ସଂଶୋଧନ କରାଯାଇଛି ।

3. Odisha Assembly: କାହିଁକି ଶିମିଳିପାଳକୁ ମିଳୁନି ଜାତୀୟ ମାନ୍ୟତା ? ଉତ୍ତର ରଖିଲେ ମନ୍ତ୍ରୀ

ଘୋଷଣା ସତ୍ତ୍ବେ ଶିମିଳିପାଳକୁ ପୂର୍ଣ୍ଣ ଜାତୀୟ ଉଦ୍ୟାନର ମାନ୍ୟତା ମିଳିନାହିଁ । ଗୃହରେ ଲିଖିତ ଉତ୍ତର ରଖିଥିଲେ ବିଜେପି ବିଧାୟକ ଗଣେଶ ରାମ୍ ସିଂ ଖୁଣ୍ଟିଆ ।

4.Odisha Assembly: ପଞ୍ଚାୟତିରାଜ ବିଲ୍ ଆଗତ

ଏହି ବିଲ୍ ପାରିତ ହେଲେ ଓଡ଼ିଶା ଗ୍ରାମ ପଞ୍ଚାୟତ ବିଧେୟକ ଅନୁଯାୟୀ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ 50 ପ୍ରତିଶତ ଭିତରେ ରହିବ ।

5.ନୂଆଦିଲ୍ଲୀରେ ଓଡିଶାର ଗୋଲ୍ଡେନ ବୟ ପ୍ରମୋଦଙ୍କୁ ଭେଟିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀରେ ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

6.ଭାରିପଡିଲା ବ୍ରାହ୍ମଣ ବିରୋଧୀ ବୟାନ, ଗିରଫ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାପା

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ଗିରଫ କରିଛି ପୋଲିସ ।

7.ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିବ କେନ୍ଦ୍ର କ୍ୟାବିନେଟ ବୈଠକ । ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ହୋଇପାରେ ଆଲୋଚନା ।

8.ଆଜି ରାଜ୍ୟରୁ ସୁସ୍ଥ ହେଲେ 801 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ ୮୦୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା ୯ ଲକ୍ଷ ୯୮ ହଜାର ୫୯୧ରେ ପହଞ୍ଚିଲା ।

9.SSC ଦୁର୍ନୀତି ନେଇ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି

ଷ୍ଟାଫ ସିଲେକ୍ସନ କମିଶନ (SSC) ଦୁର୍ନୀତି ବିରୋଧରେ ବିଧାନସଭା ଘେରିଲା ଛାତ୍ର କଂଗ୍ରେସ ।

10.OPID କୋର୍ଟରେ ହାଜର ପରେ ଜେଲ୍ ଗଲେ ଏମଭି ପ୍ରସାଦ

ଚିଟଫଣ୍ଡ ଦୁର୍ନୀତି ଅଭିଯୋଗରେ OPID କୋର୍ଟରେ ହାଜର ପରେ ଏବେ ଚୌଦ୍ବାର ଜେଲ ଗଲେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମଭି ପ୍ରସାଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.