ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jul 19, 2021, 9:01 PM IST

1.Pegasus କଣ୍ଟ୍ରୋଭର୍ସି: ଫୋନ ହ୍ୟାକିଂ କରୁଛି କେନ୍ଦ୍ର, ଶାହଙ୍କ ଇସ୍ତଫା ମାଗିଲା କଂଗ୍ରେସ

କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି ଜାତୀୟ କଂଗ୍ରେସ । ଇସ୍ରାଏଲ ସ୍ପାଏୱେର ପେଗାସସ୍ (Israeli Spyware Pegasus) ବ୍ୟବହାର କରାଯାଇ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସହ ଦେଶର ବଡ଼ ବଡ଼ ସାମ୍ବାଦିକ ଓ ଅନ୍ୟ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପ ହେଉଥିବା ଅଭିଯୋଗ ହୋଇଛି ।

2.ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ଜଳ: ମୟୂରଭଞ୍ଜର ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି

ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ବପ୍ନ ହେଲା ପୂରଣ । ଲୋକାର୍ପିତ ହେଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭିସି ଯୋଗେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ।

3.'Pegasus Project': ରାହୁଲ-ବୈଷ୍ଣବ-ପିକେ ! ପେଗାସସର ହିଟ୍‌ଲିଷ୍ଟରେ ଆଉ କିଏ ?

ତଥାକଥିତ ରିପୋର୍ଟ ଅନୁଯାୟୀ, 'Pegasus Project' NSO ଲିଷ୍ଟରେ କଂଗ୍ରେସରର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ରହିଛି ୩୦୦ ଭାରତୀୟ ଭିଭିଆଇପିଙ୍କ ନମ୍ବର ।

4.ମଙ୍ଗଳବାର ଦିନ ୧୧ଟା ଯାଏଁ ସଂସଦ ମୁଲତବୀ

ସଂସଦର ଗୃହକାର୍ଯ୍ୟ ମୁଲତବୀ । ଉଭୟ ରାଜ୍ୟସଭା ଓ ଲୋକସଭା ଆସନ୍ତାକାଲି ଦିନ ୧୧ଟା ଯାଏଁ ମୁଲବୀ ଘୋଷଣା ।

5.'ବୃହତ ଶିଳ୍ପରେ ପରିଣତ ହେଉଛି ଘରୋଇ ହସ୍ପିଟାଲ, ବନ୍ଦ କରିଦେବା ଭଲ'

ଅଧିକାଂଶ ରୋଗୀ ସରକାରୀ ପରିବର୍ତ୍ତେ ଘରୋଇ ହସ୍ପିଟାଲରେ ଚିକିତ୍ସା ହେବାକୁ ପସନ୍ଦ କରୁଛନ୍ତି । ଆଉ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡିକ ମାଲାମାଲ ହେବା ଆଳରେ ଲୋକଙ୍କ କଷ୍ଟରୁ ଉଠାଉଛନ୍ତି ଲାଭ ।

6.ନେପାଳ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ଶୁଭେଚ୍ଛା

ଆସ୍ଥା ଭୋଟ ଜିତିବା ପରେ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ ଯୋଗେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦି ।

7.CORONA: ଅଭିଯୋଗ ପରେ କାନ୍ଥରୁ ହଟିଲା ଅଶ୍ଲୀଳ ଚିତ୍ର

କୋରୋନା ସଚେତନତା ପାଇଁ କାନ୍ଥରେ ଅଙ୍କା ଯାଉଥିବା ଚିତ୍ରରେ ଅଶ୍ଳୀଳତା ଅଭିଯୋଗ ହେବା ପରେ କାନ୍ଥରୁ ହଟିଛି ଚିତ୍ର ।

8.ସୋମବାର ରାଜ୍ୟରୁ ସୁସ୍ଥ ହେଲେ 2248 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଦିନକରେ 2248 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 9 ଲକ୍ଷ 32 ହଜାର 666 ରେ ପହଞ୍ଚିଲା ।

9.ମତୁଆଲା କରୁଛି କୁନି କଣ୍ଠର ସୁମଧୁର ସୂର

ସେ ଆଦିବାସୀ ଇଲାକାର ଜଣେ ପ୍ରସ୍ଫୁଟିତ ପ୍ରତିଭା। ଏମିତି ହିଁ ଜଣେ କୁନି କଣ୍ଠଶିଳ୍ପୀ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ସର୍ଦ୍ଦାରବନ୍ଧ ଗ୍ରାମର ସ୍ୱାଗତିକା ମୁର୍ମୁ ।

10.ଅଗଷ୍ଟ ୨୭ରେ OPSC ପରୀକ୍ଷା

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି OPSC ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.