ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top 9 pm

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jul 10, 2021, 9:09 PM IST

1.ଆତଙ୍କୀ ଲିଙ୍କ ଅଭିଯୋଗ, 11 ସରକାରୀ କର୍ମଚାରୀ ବରଖାସ୍ତ

ଆତଙ୍କବାଦୀଙ୍କ ସମ୍ପର୍କ ଥିବା ପ୍ରମାଣ ମିଳିବା ପରେ ଜମ୍ମୁ କାଶ୍ମୀରର 11 ସରକାରୀ କର୍ମଚାରୀ ଦାୟିତ୍ବରୁ ବରଖାସ୍ତ ।

2.ଏୟାରଲିଫ୍ଟ ଯୋଗେ ଭୁବନେଶ୍ବରରେ ପହଞ୍ଚିଲେ 2 ଆହତ ଯବାନ, ଜଣେ ଗୁରୁତର

ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟ ହୋଇଥିବା ସୂଚନା ମିଳିବା ସହ ଏଥିରେ ଦୁଇ ଆହତ ହୋଇଛନ୍ତି । ଦୁଇ ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବର ଏମ୍ସ ଅଣାଯାଇଛି ।

3.ମହାପ୍ରଭୁଙ୍କ ଶେଷ ଦେବଦାସୀଙ୍କ ଦେହାନ୍ତ

ମହାପ୍ରଭୁଙ୍କ ଶେଷ ଦେବଦାସୀ ପରଶମଣିଙ୍କ ମୃତ୍ୟୁ ଘଟିଛି । ବୟସାଧିକ ଓ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

4.ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ଦାବି

ଭୁବନେଶ୍ବର ଷ୍ଟେସନକୁ ବିଶ୍ବସ୍ତରୀୟ ଷ୍ଟେସନ ମାନ୍ୟତା ଦେବା ପାଇଁ କଂଗ୍ରେସ ବିଧାୟକ ସୁର ରାଉତରାୟ ଦାବି କରିଛନ୍ତି ।

5.ରଥଯାତ୍ରା: ମହାପ୍ରଭୁଙ୍କ ପାଇଁ ଆସିଲା 10 ଫୁଟର ଧୂପକାଠି

ରଥଯାତ୍ରାରେ ମହାପ୍ରଭୁଙ୍କ ଚରଣରେ ସମର୍ପିତ କରିବା ପାଇଁ ଜଣେ ସାଧୁ ବିଶାଳ ଧୂପକାଠି ଆଣିଛନ୍ତି । ଯାହାକି ପୁରୀ ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

6.ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ADG

ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ ADG ରାଧାକୃଷ୍ଣ ଶର୍ମା ।

7.ବାମଦଳର ‘ଓଡ଼ିଶା ବନ୍ଦ’ ଡାକରାକୁ ସିଆଇଟିୟୁର ସମର୍ଥନ

ବାମଦଳର ଆସନ୍ତା ୧୫ ତାରିଖ ‘ଓଡ଼ିଶା ବନ୍ଦ’ ଡାକରାକୁ ସମର୍ଥନ କରିବ ଭାରତର ଟ୍ରେଡ଼ ୟୁନିଅନ କେନ୍ଦ୍ର (ସିଆଇଟିୟୁ) ।

8.ଶଗଡ ଗାଡି଼ ଉପରେ ଚାଲିଥିଲା ବିକ୍ଷୋଭ, ହଠାତ..

ମହାରାଷ୍ଟ୍ର: ମୁମ୍ବାଇରେ ଅତ୍ୟାବଶକୀୟ ସାମଗ୍ରୀ ଦର ବୃଦ୍ଧି ନେଇ ପ୍ରତିବାଦ କରୁଥିବା ବେଳେ ହଟହଟ୍ଟା ହେଲେ କଂଗ୍ରେସ କାର୍ଯ୍ୟକର୍ତ୍ତା । ଶଗଡ ଗାଡିରେ ଚଢି ପ୍ରତିବାଦ ବେଳେ ଭାଙ୍ଗିଲା ଗାଡି । ଏପରି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।

9.ପୁତ୍ର ସନ୍ତାନର ପିତାହେଲେ କ୍ରିକେଟର ହରଭଜନ

ଭାରତୀୟ କ୍ରିକେଟର ହରଭଜନ ସିଂହଙ୍କ ଘରକୁ ଆସିଲେ ନୂଆ ଅତିଥି ।

10.ଜୁଲାଇ 18ରୁ ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ: BCCI ସମ୍ପାଦକ

ଭାରତୀୟ ଟିମର ଶ୍ରୀଲଙ୍କା ବିପକ୍ଷ 6ଟିକିଆ ସୀମିତ ଓଭର ସିରିଜ ଜୁଲାଇ 18ରୁ ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.