ETV Bharat / bharat

TOP NEWS@9pm: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9pmର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : May 28, 2021, 9:00 PM IST

1.15 ମିନିଟ ଭେଟିଲେ, 20 ହଜାର କୋଟି ମାଗିଲେ

ପିଏମ ମୋଦି ଓ ସିଏମ ମମତାଙ୍କ ମଧ୍ୟରେ ପାଖାପାଖି 15 ମିନିଟର ବୈଠକ ହୋଇଛି । ମମତା ବାନାର୍ଜୀ ୟସ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି 20 ହଜାର କୋଟି ଟଙ୍କାର ରିଲିଫ ପ୍ୟାକେଜ ଦାବି କରିଛନ୍ତି ।

2.କୋରୋନାରେ ମୃତ ୭ ଜଣ ସାମ୍ବାଦିକଙ୍କ ପରିବାରକୁ ମିଳିଲା ଆର୍ଥିକ ସହାୟତା

କୋଭିଡରେ ପ୍ରାଣ ହରାଇଥିବା 7 ଜଣ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିବ ଆର୍ଥିକ ସହାୟତା ରାଶି। ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପରେ ଘୋଷଣା କଲା ସୂଚନା ଲୋକ ସମ୍ପର୍କ ବିଭାଗର ସୂଚନା ।

3.ଗୋଟିଏ ଡୋଜରେ ମାତ ଖାଇବ କୋରୋନା, ଜନସନର ସିଙ୍ଗଲ ସ୍ଲଟକୁ ମିଳିଲା ମଞ୍ଜୁରୀ

ଜନସନ ଆଣ୍ଡ୍‌ ଜନସନର ସିଙ୍ଗଲ ସ୍ଲଟ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ବ୍ରିଟେନ ସରକାର ।

4.ସରକାରଙ୍କ ଘୋଷଣା, ଚଳିତବର୍ଷ ଶେଷସୁଦ୍ଧା ସରିବ ଟୀକାକରଣ ଅଭିଯାନ

ଚଳିତ ବର୍ଷ ଶେଷସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

5.ରାଜ୍ୟରେ କାର୍ଯ୍ୟରତ 148 ଏଏସଆଇଙ୍କୁ ମିଳିଲା ପଦୋନ୍ନତି

ଦୀର୍ଘଦିନ ଧରି କାର୍ଯ୍ୟରତ ଏଏସଆଇଙ୍କୁ ମିଳିଲା ପଦୋନ୍ନତି ।

7.ୟସ୍‌ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତା ମରାମତି ଶେଷ

ପୂର୍ତ୍ତ ବିଭାଗ ପକ୍ଷରୁ ବାତ୍ୟା ‘ୟସ୍’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି ।

8.ବିପଦ ସମୟରେ ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ସବୁବେଳେ ସମ୍ବେଦନଶୀଳ: ସମୀର ମହାନ୍ତି

ପ୍ରଧାନମନ୍ତ୍ରୀ ମୋଦି ବାତ୍ୟା ସମୀକ୍ଷା କରିବା ପରେ ଆଜି ଓଡିଶାକୁ 5 ଶହ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏହାକୁ ବିପଦ ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ପ୍ରତି ବେଶ ସମ୍ବେଦନଶୀଳ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

9.ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ, ଜୀବନ ଫେରିପାଇଲା ୨ ବର୍ଷର ଶିଶୁ

ପୁଣି ମାନବିକତା ଦେଖାଇଲେ ସବ୍ୟସାଚୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ଏବଂ ଓଲିଉଡ଼ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ପ୍ରୟାସରେ ଏକ ଶିଶୁର ଜୀବନ ବଞ୍ଚିଯାଇଛି ।

10.WTC ଫାଇନାଲ: ଯୁଗ୍ମ ବିଜେତା ହେବେ ଭାରତ-ନ୍ୟୁଜିଲାଣ୍ଡ !

ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଯଦି ବିନା ଫଳାଫଳ କିମ୍ବା ଅମୀଂମାସିତ ଭାବେ ଶେଷ ହୁଏ, ତେବେ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଟିମ ହେବେ ଯୁଗ୍ମ ବିଜେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.