ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ.....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 7, 2021, 9:02 PM IST

1. ଭାରତରେ ଉତ୍ପାଦନ ହେବ ସ୍ପୁଟନିକ ଲାଇଟ, ସିଙ୍ଗଲ ଡୋଜରେ କୋରୋନାଠୁ ମିଳିବ ମାତ୍‌

ଋଷ ମଧ୍ୟ କୋରୋନା ଲଢେଇରେ ଭ୍ୟାକ୍ସିନକୁ ନେଇ ଚଳାଇଛି ନୂଆ ନୂଆ ଗବେଷଣା । ଏବେ ସିଙ୍ଗଲ ଡୋଜରେ କୋରୋନାକୁ ରହାଇବା ପାଇଁ ଋଷ ତିଆରି କରିଛି ସ୍ପୁଟନିକ ଲାଇଟ ଭ୍ୟାକ୍ସିନ ।

2. ଅକ୍ସିଜେନ ସଙ୍କଟ, ଭଡାରେ ଆସିବ ଅକ୍ସିଜେନ ସିଲିଣ୍ଡର

ଆଗକୁ ରାଜ୍ୟରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

3. ଜୁନ 30 ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ

ଜୁନ 30 ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନିଷ୍ପତ୍ତି ନେଲା ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ । ଏନେଇ ବିସ୍ତୃତ ଗାଇଡଲାଇନ ଜାରି କଲା ବୋର୍ଡ । ଏଥର କୋରନା ମହାମାରୀ ପାଇଁ ବାତିଲ ହୋଇଥିଲା ମାଟ୍ରିକ ପରୀକ୍ଷା ।

4. ଟ୍ରେନରେ ଯାତାୟାତ ପାଇଁ ଏସଓପି ଜାରି କଲା ରେଳବାଇ

ରେଳ ମନ୍ତ୍ରଣାଳୟ ଦ୍ୱାରା ସାରା ଦେଶରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦ୍ଦେଶ୍ୟରେ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (SOP) ଜାରି କରାଯାଇଛି।

5. ଭାରତରେ କୋଭିଡ ସୁନାମୀ, ଫସିଲେ କମଲା ହାରିସଙ୍କ ପରିବାର

କୋରୋନା ସଙ୍କଟରେ ଜୁଝୁଥିବା ଭାରତରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ପରିବାର । ହାରିସଙ୍କ ମାମୁଁଙ୍କ ଜନ୍ମଦିନ ଅବସରରେ ସେ ମେସେଜ ପଠାଇ ଦେଇଛନ୍ତି ଶୁଭେଚ୍ଛା ।

6. କାଲିଠୁ ଏସପ୍ଲାନେଡ ମଲରେ 45 ବର୍ଷରୁ ଉର୍ଦ୍ଧ୍ବଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା

ଶନିବାର ଭୁବନେଶ୍ବରରେ ମିଳିବ ଦ୍ବିତୀୟ ଡୋଜ କୋଭିଡ ଟୀକା। ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା। ଟୀକାକରଣ କେନ୍ଦ୍ରରେ ଆସିବା ସମୟରେ ଆଧାରକାର୍ଡ ସହ ପୂର୍ବରୁ ଭ୍ୟାକ୍ସିନ ନେଇଥିବା ପରିଚୟ ନେବାକୁ ପଡିବ ।

7. କୋଭିଡ କଟକଣାର ଉଡିଲା ଧଜିଆ, ଇଦ୍‌ ପୂର୍ବରୁ ଚାରମୀନାର ଜନ ସମୁଦ୍ର

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି । ହାଇଦ୍ରାବାଦ ଚାରମିନାର ବଜାରରେ ଜମୁଛି ଲୋକଙ୍କ ପ୍ରବଳ ଭିଡ ।

8. ମୃତ୍ୟୁର 10 ଦିନ ପରେବି ଜୀବିତ, କୋଭିଡ ସେଣ୍ଟରରୁ ଆସିଲା ଫୋନ କଲ

ରାଜଧାନୀ ସ୍ଥିତ କିମ୍ସ କୋଭିଡ ସେଣ୍ଟରର କାର୍ଯ୍ୟକାରିତା ଉପରେ ଉଠିଛି ବଡ ପ୍ରଶ୍ନ । ମୃତ୍ୟୁର 10 ଦିନ ପରେ ଜୀବିତ ଥିବା ନେଇ ସମ୍ପର୍କୀୟଙ୍କ ନିକଟକୁ ଯାଉଛି ଫୋନ କଲ୍ ।

9.ସବୁ ଜିଲ୍ଲାରେ ଟିକାକରଣ ଆରମ୍ଭ କରନ୍ତୁ ସରକାର: ଟଙ୍କଧର ତ୍ରିପାଠୀ

୬ ଦିନ ବିତି ଯାଇଥିଲେ ମଧ୍ୟ ଭୁବନେଶ୍ଵର ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ୧୮-୪୪ ବର୍ଷ ବ୍ୟକ୍ତିଙ୍କ ଟୀକାକରଣ ଆରମ୍ଭ ହୋଇପାରିଲାନାହିଁ

10. ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ: ଭାରତୀୟ ଦଳ ଘୋଷଣା, ଫେରିଲେ ଜାଡେଜା-ବିହାରୀ

ଆଇସିସି ଟେଷ୍ଟ ଚମ୍ପିଆନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କଲା ବସିସିଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.