ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 5, 2021, 9:12 PM IST

1. ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭେଣ୍ଟିଲେଟରରେ ଅଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ । 19 ତାରିଖର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବିରୋଧୀ ଦଳ ନେତା ।

2. ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 20 ଲକ୍ଷ ଟଙ୍କା ପ୍ରଦାନ କଲେ ରାଜ୍ୟପାଳ

ବୁଧବାର ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 20 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

3 . କୋଭିଡ ପରିଚାଳନାରେ ରହିଲା କି ଭୁଲ ? ବୈଦେଶିକ ମନ୍ତ୍ରୀ ଜୟଶଙ୍କର ରଖିଲେ ଉତ୍ତର...

କୋଭିଡ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଉଠୁଛି ପ୍ରଶ୍ନ । ଏନେଇ ଲଣ୍ଡନରେ ଆୟୋଜିତ କାର୍ଯ୍ୟକ୍ରମରେ ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକମନ୍ତ୍ରୀ ଜୟଶଙ୍କର ।

4. ‘ପଜିଟିଭ ହେଲେ ଭୟଭୀତ ହୁଅନ୍ତୁ ନାହିଁ, ଗର୍ଭବତୀଙ୍କୁ ଟିକା ମନା’

ଯଦି ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହେଉଛନ୍ତି ତେବେ ଭୟଭୀତ ନହୋଇ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

5. ଡେରାଡୁନରେ ଅକ୍ସିଜେନ ଅଭାବରୁ 5 ମୃତ, ଲକ୍ଷ୍ନୌରେ ଅକ୍ସିଜେନ ସିଲିଣ୍ଡର ଫାଟି ଆଖିବୁଜିଲେ 2

ସାରାଦେଶ ଏବେ ଅକ୍ସିଜେନ ସଙ୍କଟ ଦେଇ ଗତି କରୁଥିବା ବେଳେ ଉତ୍ତରାଖଣ୍ଡର ରୁର୍କିରେ ଅକ୍ସିଜେନ ନ ମିଳିବାରୁ ଆଜି 5 ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି ।

6. ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର, ବର୍ଷିଲେ ବିରୋଧୀ

ହଠାତ୍ ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କଲା କଂଗ୍ରେସ ଓ ବିଜେଡି, ଉତ୍ତର ରଖିଲା ବିଜେପି ।

7. ଆସିବ କୋରୋନାର ତୃତୀୟ ଲହରୀ !

କୋରୋନାର ନୂଆ ରୂପକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ । ଏହି ମଧ୍ୟରେ ଦେଶରେ ତୃତୀୟ ଲହରୀ ଆସିବା ନେଇ ଦେଖାଦେଇଛି ଆଶଙ୍କା ।

8. କୋଭିଡରେ ମୃତ ବାପାର ଚିତାକୁ ଡେଇଁଲା ଝିଅ

ଦେଶବ୍ୟାପୀ କୋରୋନା ତାର ରୌଦ୍ର ରୂପ ଦେଖାଉଥିବା ବେଳେ ରାଜସ୍ଥାନରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । କୋଭିଡରେ ମୃତ୍ୟୁବରଣ କରିଥିବା ବାପାର ଚିତାକୁ ଡେଇଁ ପଡ଼ିଲା ଝିଅ ।

9. ଆଇପିଏଲ ମ୍ୟାଚରେ ବେଟିଂ, ପିଚ ସିଡିଂରେ ବୁକିଙ୍କୁ ତଥ୍ୟ ଦେଉଥିଲେ ସଫେଇ କର୍ମଚାରୀ

ଆଇପିଏଲ ମ୍ୟାଚ ବେଳେ ବୁକିଙ୍କୁ ସହାୟତା କରୁଥିଲେ ଅରୁଣ ଜେଟଲୀ ଷ୍ଟାଡିୟମର ସଫେଇ କର୍ମଚାରୀ । ଏହାକୁ ନେଇ ବିସିସିଆଇର ଆଣ୍ଟି କରପ୍ସନ ୟୁନିଟର ଅଧିକାରୀ ଅଭିଯୁକ୍ତର ତଥ୍ୟ ଦିଲ୍ଲୀ ପୋଲିସ ଜିମାରେ ଦେଇଛନ୍ତି ।

10. 'ଆଦିପୁରୁଷ'ରେ ନଜର ଆସିବେ କିଚା ସୁଦୀପ !

କନ୍ନଡ ସୁପରଷ୍ଟାର କିଚା ସୁଦୀପ ଆଗାମୀ ମେଗା ବଜେଟ୍ ଚଳଚ୍ଚିତ୍ର ଆଦିପୁରୁଷର ଷ୍ଟାର କାଷ୍ଟରେ ଯୋଗଦେବାକୁ ଯାଉଛନ୍ତି ବୋଲି ଜଣାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.