ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 9 ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 24, 2021, 9:01 PM IST

1. କାହିଁକି ବଢିଲା ଟିକା ଦାମ, ସ୍ପଷ୍ଟୀକରଣ ଦେଲା ସେରମ

ଟିକା ଦର ବୃଦ୍ଧିକୁ ନେଇ ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଦିଆଯାଇଛି ସ୍ପଷ୍ଟୀକରଣ । ପ୍ରଥମେ କୋଭିସିଲ୍ଡ ଦର ଖୁବ କମ ରହିଥିଲା ।

2. ବାହୁଡିଲେ ଲିଙ୍ଗରାଜ

ବିନା ଭକ୍ତର ଶେଷ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ରଥରେ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିରକୁ ବାହୁଡିଲେ ମହାପ୍ରଭୁ ଲିଙ୍ଗରାଜ ।

3. କୋଭିଡ ଟିକା ଓ ଅକ୍ସିଜେନ ଉପରୁ ହଟିଲା ସୀମା ଶୁଳ୍କ

ଅକ୍ସିଜେନ ସମ୍ବନ୍ଧିତ ଉପକରଣ ଓ ସାମଗ୍ରୀ ଉପରେ ଉପରୁ ଛାଡ ହେଲା ସୀମା ଶୁଳ୍କ । ଏଥିସହ କୋଭିଡ ଭ୍ୟାକ୍ସିନ ଉପରୁ ବି ସୀମା ଶୁଳ୍କ ହଟିଛି ।

4.ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିଓ୍ବାଲଙ୍କ ଅପିଲ୍, ଦିଲ୍ଲୀକୁ ପଠାଅ ଅକ୍ସିଜେନ୍

ରାଜଧାନୀର ସମସ୍ତ କୋଭିଡ୍ ହସ୍ପିଟାଲ କେବଳ ଅଧିକରୁ ଅଧିକ ଆକ୍ସିଜେନ୍ ଯୋଗାଣ ପାଇଁ ଅପିଲ କରୁଛନ୍ତି । ଏଭଳି ସ୍ଥିତିରେ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

5. ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନୀ ବନ୍ଦ କଲା ଆମେରିକା, ଉତ୍ପାଦନ ପ୍ରଭାବିତ ଆଶଙ୍କା

ଭାରତକୁ ଟିକା ସମ୍ପର୍କିତ କଞ୍ଚାମାଲ ରପ୍ତାନୀ ବନ୍ଦ କଲା ବାଇଡେନ ପ୍ରଶାସନ ।

6.ରାଞ୍ଚି ଲଳନା ସୀମା କୁମାରୀ: ଦାହୁ ଗାଁରୁ ହାୱାର୍ଡ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା, ପ୍ରିୟଙ୍କା ଜଣାଇଲେ ଶୁଭେଚ୍ଛା

ନିପଟ ମଫସଲରେ ସୀମା କୁମାରୀଙ୍କ ଘର । ଫୁଟବଲ ଖେଳ ସହ ପାଠପଢିବାକୁ ବହୁ ଆଗ୍ରହ । ଦାରିଦ୍ର୍ୟତା ଯୋଗୁଁ ପାଠ ପଢିବା ଅଧାରେ ରହିଯାଇଥିଲା । ଏହାସତ୍ତ୍ବେ ମଧ୍ୟ ସେ କେବେ ବି ନିଜକୁ ଅସହାୟ ମନେ କରି ନ ଥିଲେ । ନିଜ ମନରେ ସାହାସ ବାନ୍ଧିବା ସହ ବାପା ମାଙ୍କୁ ମଧ୍ୟ ଚାଷବାସରେ ସାହାଯ୍ୟ କରୁଥିଲେ ।

7.. ଗୀତଗାଇ କୋରୋନା ସଚେତନତା ସୃଷ୍ଟି କରୁଛନ୍ତି ମାଛ ବିକାଳି ବାପପୁଅ

କୋରୋନା ସମୟରେ ଲୋକଙ୍କୁ ଗୀତଗାଇ ସଚେତନ କରୁଛନ୍ତି ମାଛ ବିକାଳି ବାପ-ପୁଅ ।

8.ଭାରତକୁ ସମବେଦନାର ସୁଅ, ସହଯୋଗ ପାଇଁ ଅଣ୍ଟା ଭିଡିଲେ ପାକିସ୍ତାନ-ଫ୍ରାନ୍ସ-ଅଷ୍ଟ୍ରେଲିଆ

ଭାରତରେ କୋରୋନା ମହାମାରୀର ତାଣ୍ଡବ ଚାଲିଥିବାବେଳେ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଲେ ବିଭିନ୍ନ ରାଷ୍ଟ୍ର ।

9. ଅନ୍ତର୍ଜାତୀୟ ହକି ଅମ୍ପାୟର ସୁରେଶ କୁମାର ଠାକୁରଙ୍କ ପରଲୋକ

କୋରୋନାରେ ଆକ୍ରାନ୍ତ ହେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଅମ୍ପାୟର ସୁରେଶ କୁମାର ଠାକୁରଙ୍କ ପରଲୋକ ।

10.ବିଶ୍ବ ନୃତ୍ୟ ଦିବସରେ ରିଲିଜ ହେବ ‘ନାଚବାଲି’, 20ଟି ଭାଷାରେ ଉପଲବ୍ଧ

ଲୋକକଳା ସଖିନାଚର କାହାଣୀ ଦର୍ଶାଇବ ‘ନାଚବାଲି’ । ବିଶ୍ବ ନୃତ୍ୟ ଦିବସରେ ରିଲିଜ ହେବ ‘ନାଚବାଲି’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.