ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 4, 2022, 9:00 AM IST

1. ଆଜିଠୁ ଜାଡ଼ରେ ଥରିବ ଓଡ଼ିଶା, ତାପମାତ୍ରା 2ରୁ 4 ଡିଗ୍ରି ତଳକୁ ଖସିବ

ଆଜିଠୁ ରାଜ୍ୟରେ ଥଣ୍ଡା ପଡ଼ିବ । ରାତ୍ରି ତାପମାତ୍ରା 2ରୁ 4 ଡିଗ୍ରି ତଳକୁ ଖସିବ । ଆସନ୍ତା 7 ତାରିଖ ଯାଏ ଶୀତ ବଢ଼ିବ ।

2. Delhi MCD Polls: ଆରମ୍ଭ ହେଲା ମତଦାନ

ଆଜି ଦିଲ୍ଲୀ ମହାନଗର ନିଗମ ନିର୍ବାଚନ (Delhi MCD Polls) । ୧,୩୪୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

3. ପୁଣି ଚେତାଇଲା WHO, କୋଭିଡ ସଂକ୍ରମଣ ହ୍ରାସ ପାଇଥିଲେ ବି କମିନି ଓମିକ୍ରନ ବିପଦ

ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । WHO କହିଛି ଯେ, ଯଦିଓ କୋଭିଡ୍-19 ମହାମାରୀର ସମସ୍ତ କଟକଣା ହଟିବାକୁ ଯାଉଛି, ତଥାପି ଓମିକ୍ରନ୍ ବର୍ତ୍ତମାନ ମଧ୍ୟ ଆମ ଭିତରେ ରହିଛି ଏବଂ ଏହା ଦ୍ରୁତଗତିରେ ସଂକ୍ରମଣ କରିବା ସହ ଜୀବନ ମଧ୍ୟ ନେଉଛି(Covid emergency phase closer to end but Omicron transmission remains) ।

4. ସରିଲା ଶିଳ୍ପ ମହାକୁମ୍ଭ: ମିଳିଲା ୧୦.୪୯ ଲକ୍ଷ କୋଟିର ନିବେଶ ପ୍ରସ୍ତାବ

ସରିଲା ମେକ୍ ଇନ ଓଡିଶା କନକ୍ଲେଭ । ରାଜ୍ୟକୁ ମିଳିଲା ୧୦ଲକ୍ଷ ୪୮ହଜାର ୮୦୭ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ।

5. IT ଶିଳ୍ପରେ ବୃହତ ନିବେଶ ପାଇଁ MOU ସ୍ଵାକ୍ଷରିତ: ନିବେଶ ହେବ ୮୨୦୦ କୋଟି, ୪୦୦୦୦ ନିଯୁକ୍ତି ସୃଷ୍ଟି

ମେକ ଇନ ଓଡିଶା କନକ୍ଲେଭ-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ । ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡ଼ୋବେ, ଓରାକେଲ, ଗ୍ଲୋବାଲ ଫାଉଣ୍ଡରିଜ, ଏପିକ ଫାଉନଡେଶନ କମ୍ପାନୀମାନଙ୍କ ସହିତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି ।

6. ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗ, ପ୍ରଦୀପ ପୁରୋହିତଙ୍କ ନାଁରେ ଏତଲା

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଅଭିଯୋଗରେ ପ୍ରଦୀପ ପୁରୋହିତଙ୍କ ନାଁରେ ଥାନାରେ ଏତଲା ।

7. ଆୟୁଷ୍ମାନ ଯୋଜନା ତ୍ୱରାନ୍ୱିତ କରନ୍ତୁ ରାଜ୍ୟ ସରକାର: କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ଆୟୁଷ୍ମାନ ଯୋଜନା ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ।

8. ଝାରସୁଗୁଡାରେ ପ୍ରତିଷ୍ଠା ହେବ କ୍ୟାନସର ଓ ହୃଦରୋଗ ହସ୍ପିଟାଲ: ସ୍ୱାସ୍ଥ୍ୟ ସଚିବ

ଝାରସୁଗୁଡାରେ ପ୍ରତିଷ୍ଠା ହେବ କ୍ୟାନସର ଓ ହୃଦରୋଗ ହସ୍ପିଟାଲ । ସରକାରୀ ଓ ବେସରକାରୀ ସହଭାଗିତାରେ ହସ୍ପିଟାଲ ନିର୍ମାଣ ହେବ ।

9. Shraddha murder case: ଜେଲରେ ନୋବେଲ ପଢିବାକୁ ମନ ବଳାଇଲା ଜହ୍ଲାଦ ପ୍ରେମିକ

ତିହାର ଜେଲରେ ଦି ଗ୍ରେଟ ରେଳୱେ ବଜାର ନୋବେଲ ପଢିବା ପାଇଁ ମନ ବଳାଇଲେ ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଜହ୍ଲାହ ପ୍ରେମିକ ଅଫତାବ ପୁନୱାଲା । ତାଙ୍କ ନିବେଦନରେ ସମ୍ମତି ପ୍ରକାଶ କରିବା ସହ ଅଫତାବକୁ ନୋବେଲ ଯୋଗାଇ ଦେଇଛନ୍ତି ଜେଲ କର୍ତ୍ତୃପକ୍ଷ ।

10. Rare surgery: କେରଳରେ ବିରଳ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ପାକିସ୍ତାନୀ ଶିଶୁ

କେରଳରେ ବିରଳ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ପାକିସ୍ତାନୀ ଶିଶୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.