ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 2, 2022, 9:05 AM IST

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM

1.ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

ପରଲୋକରେ ବର୍ଷିଆନ ଅଭିନେତ୍ରୀ ଝରଣା ଦାସ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

2.Padampur Bypoll: ବର୍ଷାଙ୍କ ଜାତିକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ

ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ ଲାଗି ରହିଛି ବୟାନବାଜି । ବିଜେଡି ପ୍ରାର୍ଥୀ ବର୍ଷାଙ୍କ ଜାତି ଓ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ କଲେ ଜୁଏଲ ଓରାମ ।

3.India's G20 Presidency: ବାଲୁକା କଳାରେ ଝଲସୁଛି G20 ଲୋଗୋ

ଡିସେମ୍ବର 1ତାରିଖରୁ ଭାରତ ଜି-20 ଦେଶ ସମୂହର ଅଧ୍ୟକ୍ଷତା ଏକ ବର୍ଷ ପାଇଁ କରିବ । ବିଶ୍ଵ ଆର୍ଥିକ ମହାଶକ୍ତିଙ୍କ ନେତୃତ୍ଵ ନେବ ଭାରତ ।

4.ମୂଷାକୁ ଡ୍ରେନରେ ବୁଡାଇ ମାରିବା ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଉତ୍ତର ପ୍ରଦେଶରେ ମୂଷାକୁ ଡ୍ରେନରେ ବୁଡାଇ ମାରିବା ଘଟଣାରେ ନୂଆ ଟ୍ବିଷ୍ଟ । ସାମ୍ନାକୁ ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ପାଣିରେ ବୁଡି ହୋଇନାହିଁ ମୂଷାର ମୃତ୍ୟୁ ।

5.Assembly News: ୧୦ ବର୍ଷରେ ରାଜ୍ୟରେ ୩ ନଦୀବନ୍ଧ ଯୋଜନା

୧୦ ବର୍ଷ ମଧ୍ୟରେ ରାଜ୍ୟରେ ତିନୋଟି ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ ହୋଇଛି । ବିଧାନସଭାରେ ଉତ୍ତର ରଖିଲେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।

6.National Pollution Control Day: ନିୟନ୍ତ୍ରଣ ହେଲେ ପ୍ରଦୂଷଣ, ଦୂରେଇ ଯିବ ରୋଗ

ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପରିବେଶ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 2ରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ(National Pollution Control Day) ପାଳନ କରାଯାଏ ।

7.Assembly News: ଇ-ଯାନ କିଣିବାକୁ ବଢୁଛି ଆଗ୍ରହ

ରାଜ୍ୟରେ ଇ-ଯାନ କିଣିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ।

8.ମାଳି ପର୍ବତ ବକ୍ସାଇଟ ଖନନ ମାମଲା, ସାନି ଜନଶୁଣାଣି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମାଳିପର୍ବତ ବକ୍ସାଇଟ ଖନନ (Mali Hills bauxite mining)ର ସାନି ଜନ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

9.PAKvsENG: ଭାଙ୍ଗିଲା 112ବର୍ଷର ରେକର୍ଡ, ପ୍ରଥମେ ଦିନରେ ଇଂଲଣ୍ଡ ସ୍କୋର 506/4

ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା 4 ଓ୍ବିକେଟ ବିନିମୟରେ ଇଂଲିସ ଟିମ୍ ସ୍କୋର କଲା 506 ରନ୍ ।

10.ହାତକୁ ଦୁଇ ହାତ ହେଲେ ଅଭିନେତ୍ରୀ ରିୟା ଦେ, ସୁନିଲ ଦଲାଇଙ୍କୁ କଲେ ଜୀବନସାଥୀ

ବିବାହ ବନ୍ଧନରେ ବାନ୍ଧି ହେଲେ ରିୟା ଦେ । ଓଲିଉଡ ନାୟିକା ରିୟା ଦେ ସୁନିଲ କୁମାର ଦଲାଇଙ୍କୁ ବିବାହ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.