ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 28, 2022, 9:00 AM IST

1. କେନ୍ଦ୍ରାପଡା ବାଣ ବିସ୍ପୋରଣ ଘଟଣା, ଆଉ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ । ମୃତକ ହେଲେ ପିଣ୍ଟୁ ଖାନ ।

2. ବିତ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର, ଅନ୍ଧାରରେ 90 ହଜାରରୁ ଊର୍ଦ୍ଧ୍ବ ଘର

ଭାରସାମ୍ୟ ହରାଇ ବିଦ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର(Plane Crashes into Power Lines Montgomery County )। ଫଳରେ ମେରିଲାଣ୍ଡର ମଣ୍ଟଗୋମେରୀର ଏକ ଚତୁର୍ଥାଶଂ ବିଚ୍ଛିନ୍ନ ହୋଇଛି ବିଦ୍ୟୁତ ସରବରାହ।

3. 300 ମିଟର ତଳକୁ ଖସିଲା ଜିପ, 6 ମୃତ ଓ 8 ଆହତ

ପିଓକେରେ 300 ମିଟର ତଳକୁ ଖସିଲା ଜିପ । 6 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 8 ଜଣ ଆହତ ।

4. ସରିଲା କ୍ବାରେଣ୍ଟାଇନ, ବଡ ଏନକ୍ଲୋଜରକୁ 2 ମାଈ ଚିତାଙ୍କୁ ଛାଡିଲା ବନବିଭାଗ

କ୍ବାରେଣ୍ଟାଇନରେ ଥିବା ଦୁଇ ନାମ୍ବିଆ ଚିତାଙ୍କୁ ବଡ ଏନକ୍ଲୋଜରକୁ ସ୍ଥାନାନ୍ତରଣ କରଯାଇଛି । ଏବେ ନିଜ ଶିକାର ନିଜେ କରିବେ ଚିତା ।

5. ଗୁଜୁରାଟ ପୋରବନ୍ଦରରେ ଯବାନଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ EC

ଗୁଜୁରାଟ ପୋରବନ୍ଦରରେ ଯବାନଙ୍କ ମୃତ୍ୟୁ ଘଟଣା । 15 ଲକ୍ଷ ସହାୟତା ରାଶି ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(Election Commission of India)।

6. କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା, ହିତାଧିକାରୀଙ୍କ ଖାତାକୁ ଗଲା ୪୩ କୋଟି

ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳି । ହିତାଧିକାରୀଙ୍କ ଖାତାକୁ ଯାଇଛି ୪୩ କୋଟି ।

7. Padmapur By poll: କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନକୁ କଟାକ୍ଷ କଲେ ପ୍ରସନ୍ନ ଆଚାର୍ଯ୍ୟ

ପଦ୍ମପୁର ଉପନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପର ରାଜନୀତି । କେନ୍ଦ୍ର କୃଷିମନ୍ତ୍ରୀ ସାଧାରଣ ସଭାରେ ରଖିଥିବା ମନ୍ତବ୍ୟକୁ ସାମ୍ବାଦିକ ସମ୍ବିଳନୀରେ ଭିତ୍ତିହୀନ ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ।

8. ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କଲେ କାଉନ୍‌ସିଲର

ଭଦ୍ରକ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଗର୍ଜିଲେ ସ୍ବାଧୀନ ଏବଂ କଂଗ୍ରେସ କାଉନ୍‌ସିଲର । ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ଦାବି ।

9. ପଞ୍ଜାବରେ ଟ୍ରେନ ଧକ୍କାରେ 3 ଶିଶୁ ମୃତ, ଜଣେ ଗୁରୁତର

ଟ୍ରେନ ଧକ୍କାରେ 3 ଶିଶୁଙ୍କ ମୃତ୍ୟୁ (Three children dead in a train accident in punjab)। ଅନ୍ୟ ଜଣେ ଗୁରୁତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.