ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Nov 26, 2022, 8:58 AM IST

1. ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ: 3 ମୃତ, 11ଆହତ

ବ୍ରାଜିଲର 2ଟି ସ୍କୁଲରେ ଗୁଳିକାଣ୍ଡ ଘଟି 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 11ଜଣ ଆହତ ହୋଇଥିବା ସୂଚନା ।

2. ଆଜି ଦେଶବ୍ୟାପୀ କୃଷକ ସଂଗଠନର ପଦଯାତ୍ରା

ପ୍ରତିଶୃତି ଦେଇ ଭୁଲିଗଲେ କେନ୍ଦ୍ର ସରକାର । ଆଜି ଦେଶବ୍ୟାପୀ ରାଜଭବନକୁ ପଦଯାତ୍ରା କରିବେ କୃଷକ ସଂଗଠନ ।

3. 26/11 Attack: ଦିନ ଯାଇଛି ଚିହ୍ନ ରହିଛି, ଆତଙ୍କୀ ଆକ୍ରମଣକୁ ଭୁଲିବନି ଦେଶ

ଆଜି ମୁମ୍ବାଇ ଆକ୍ରମଣକୁ 14 ବର୍ଷ ପୂରିଛି । ଆଜିର ଦିନରେ ପାକିସ୍ତାନରୁ ଆସିଥିବା 10 ଆତଙ୍କୀ ମୁମ୍ବାଇରେ ଆତଙ୍କ ଲୀଳା ରଚିଥିଲେ ।

4. ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା, ଜଣେ ମୃତ

ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର ଧକ୍କାରେ ବାଇକ ଚାଳକ ମୃତ । ଆଠଗଡ ଥାନା ଅଞ୍ଚଳରେ ଏକ ବାଇକକୁ ଧକ୍କା ଦେଇଥିଲା ରାଣୀଙ୍କ କାର ।

5. ଉଲିବୁରୁ ଖଣି ଦୁର୍ନୀତି ମାମଲା: ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ୍‌ ଖାରଜ, ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ

ଉଲିବୁରୁ ଖଣି ଦୁର୍ନୀତି ମାମଲାର ଅଭିଯୁକ୍ତ ହରିଚରଣ ଗୁପ୍ତାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ ।

6. ସେନାକୁ ସଫଳତା, ପ୍ରେସର କୁକରରୁ ଅଫୁଟା ଆଇଡି ଜବତ

ସୋପିଆନ ସ୍ଥିତ ଇମାମସାହିବରୁ ଅଫୁଟା ଆଇଡି ଜବତ କଲା ପୋଲିସ ଓ ଭାରତୀୟ ସେନାର 44 ରାଷ୍ଟ୍ରୀୟ ରାଇଫଲ୍ସ ।

7. ସମଲିଙ୍ଗୀ ବିବାହକୁ ମିଳିବ କି ଅନୁମତି, ସୁପ୍ରିମକୋର୍ଟ କରିବେ ଶୁଣାଣି

ସ୍ୱତନ୍ତ୍ର ବିବାହ ଆଇନ ଆଧାରରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ଏକାଧିକ ପିଟିସନ ଦାୟର ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ରାଜି ହୋଇଛନ୍ତି । ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ନୋଟିସ କରିଛନ୍ତି।

8. Archana Nag Case: ଅର୍ଚ୍ଚନା ସମ୍ପର୍କରେ ସବୁ କହିଲେ ଡ୍ରାଇଭର, ଶ୍ରଦ୍ଧାଞ୍ଜଳିଙ୍କୁ ୧୨ଘଣ୍ଟା ଜେରା

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ମୁହାଁମୁହିଁ ଜେରା ପରେ ରାତି ୯ଟା ୩୦ରେ ବାହାରିଲେ ଅର୍ଚ୍ଚନାଙ୍କ ଉଭୟ ସହଯୋଗୀ ଶ୍ରଦ୍ଧାଞ୍ଜଳି ଓ ଡ୍ରାଇଭର ଚନ୍ଦନ(ED Grill in Archana Nag Case) ।

9. ଦଲାଲ ମାଲାମାଲ, ଚାଷୀ ବେହାଲ: ସାଂସଦ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର ଲୋୟର ପିଏମଜିରେ ଚାଲିଥିବା ବିଜେପି ସତ୍ୟାଗ୍ରହର ଅଷ୍ଟମ ଦିନରେ ସାମିଲ ହେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ । କହିଲେ ଓଡ଼ିଶାରେ ଦଲାଲ ମାଲାମାଲ, ଚାଷୀ ବେହାଲ ।

10. କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣ ଘଟଣା: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜୟ ମହାପାତ୍ର

କେନ୍ଦ୍ରାପଡ଼ା ବାଣ ବିସ୍ଫୋରଣରେ ଆହତମାନଙ୍କୁ ଭେଟିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଏହି ଘଟଣାରେ ପୋଲିସ ପ୍ରଶାସନକୁ ଦାୟୀ କରିବା ସହ ୭୨ ଘଣ୍ଟା ମଧ୍ୟରେ ଏଥିରେ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.