ETV Bharat / bharat

TOP NEWS AT 9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 24, 2022, 8:59 AM IST

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9AM
TOP NEWS AT 9AM

1.Fire Cracker Mishap: ଭସାଣି ଉତ୍ସବରେ ବାଣ ବିସ୍ଫୋରଣ, 35ରୁ ଊର୍ଦ୍ଧ୍ବ ଆହତ

ସଦର ଥାନା ଅନ୍ତର୍ଗତ ବାଲିଆ ବଜାରରେ କାର୍ତ୍ତିକେଶ୍ବର ଭସାଣି ଉତ୍ସବ ଚାଲିଥିବା ବେଳେ ବାଣ ବିସ୍ଫୋରଣରେ 35ରୁ ଅଧିକ ଆହତ ।

2.ଆପ୍ ସରକାର ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି: ଧର୍ମେନ୍ଦ୍ର ପ୍ରଦାନ

ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ଦିଲ୍ଲୀରେ ପ୍ରଚାର କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ଆମ୍‌ ଆଦମି ପାର୍ଟି ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଥିବା କହିଲେ ଧର୍ମେନ୍ଦ୍ର ।

3.ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲା: ୧୦ଘଣ୍ଟା ଜେରା ପରେ ବାହାରିଲେ ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି

୧୦ ଘଣ୍ଟା ପରେ ବାହାରିଲେ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳି ।

4.କିଭରେ ଋଷର ମିସାଇଲ ମାଡ, 3 ମୃତ 6 ଆହତ

ୟୁକ୍ରେନର ରାଜଧାନୀ କିଭ୍‌ ଉପରେ ଋଷ ସେନାର ମିସାଇଲ ମାଡ଼ । ଏହି ମିସାଇଲ ମାଡରେ 3ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ସୂଚନା ।

5.ଆରମ୍ଭ ହେଲା ଅମ୍ଳାନ, ରାଜ୍ୟରୁ ଦୂରେଇବ ରକ୍ତହୀନତା

ଆରମ୍ଭ ହେଲା ଅମ୍ଲାନ ଯୋଜନା । ବୁଧବାର ମୁଖ୍ୟମନ୍ତ୍ରୀ ଅମ୍ଲାନ ଯୋଜନାର ଶୁଭାରାମ୍ଭ କରିଛନ୍ତି । ରକ୍ତହୀନତାରୁ ମୁକ୍ତ ହେବ ରାଜ୍ୟ ।

6.ଧାମନଗର ବିଧାୟକଙ୍କୁ ଖୋଲା ଚିଠି: ବିଧାନସଭାରେ ଉଠାନ୍ତୁ ଜିଲ୍ଲାର ବିକାଶ ଦାବି

ଶୀତକାଳୀନ ଅଧିବେଶନ ପୂର୍ବରୁ ନବନିର୍ବାଚିତ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ଖୋଲା ଚିଠି । ବିଧାନସଭାରେ ଭଦ୍ରକ ଜିଲ୍ଲାର ବିକାଶ ଦାବି ଉଠାଇବାକୁ ଚିଠିଲେ ଉଲ୍ଲେଖ ।

7.ଓଡିଶା ଉପକୂଳରୁ ଅଗ୍ନି-3ର ସଫଳ ପରୀକ୍ଷଣ

ଓଡିଶା ଉପକୂଳରୁ ମଧ୍ୟମ ଦୂରଗାମୀ ବାଲାଷ୍ଟିକ ମିସାଇଲ ଅଗ୍ନି-3 ର ସଫଳ ପରୀକ୍ଷଣ ।

8. ଏକତରଫା ପ୍ରେମରୁ ନାରକୀୟ କାଣ୍ଡ: ହିନ୍ଦୁ ଯୁବତୀଙ୍କୁ ହତ୍ଯା କଲା ମୁସଲମାନ ଯୁବକ

ଏକତରଫା ପ୍ରେମରେ ବିଫଳ ହେବା ପରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା କଲା ମୁସଲମାନ ଯୁବକ ।

9.FIFA World Cup 2022: ଫେଭରେଟ୍ ଜର୍ମାନୀକୁ ଚକମା, ୨-୧ ଗୋଲ୍‌ରେ ଜିତିଲା ଜାପାନ

ଫିଫା ବିଶ୍ବକପରେ (FIFA World Cup 2022) ପୁଣି ବିପର୍ଯ୍ୟୟ । ଲିଗ୍ ମ୍ୟାଚରେ ଫେଭରେଟ୍ ଜର୍ମାନୀକୁ ଚକମା ଦେଲା ଜାପାନ ।

10.ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ପରଲୋକରେ ବଲିଉଡର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ । ଅଗ୍ନିପଥ, ହମ୍ ଦିଲ୍ ଦେ ଚୁକେ ସନମ୍‌ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.