ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 30, 2022, 9:00 AM IST

1. ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣ ଉଦଘାଟନୀ ଅଧିବେଶନ, ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଜୁଲାଇ ୩୦ ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ପ୍ରଥମ ସର୍ବଭାରତୀୟ ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

2. ବର୍ଷାଙ୍କୁ ଗିରଫ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ ଆବେଦନ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବଦେନ କଲେ ବର୍ଷା ।

3. Baramulla Encounter: ୱାନିଗାମ ବାଲାରେ ଏନକାଉଣ୍ଟର ଜାରି

ବାରମୁଲ୍ଲା ଜିଲ୍ଲାର ୱାନିଗାମ ବାଲା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଛି ।

4. ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ସୁପ୍ରିମକୋର୍ଟରେ ବିଧାୟକ ମୋକିମଙ୍କ ଆବେଦନ ଖାରଜ

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା ରଦ୍ଦ ପାଇଁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ ।

5. ଗାନ୍ଧୀନଗର ଗିଫ୍ଟ ସିଟିରେ IFSCA ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି(ଶୁକ୍ରବାର) ଗାନ୍ଧିନଗର ସ୍ଥିତ ଗିଫ୍ଟ ସିଟି (GIFT City)ରେ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସ ସେଣ୍ଟର ଅଥରିଟି (International Financial Services Centres Authority) ସଦର କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

6. ରାଜ୍ୟରେ ବଢୁଛନ୍ତି ନିଶାଡୀ: ବର୍ଷକରେ ୨୫ ହଜାର ନେଲେଣି ନିଶା ନିବାରଣ ପରାମର୍ଶ

ରାଜ୍ୟରେ ବଢୁଛି ନିଶାଡୀଙ୍କ ସଂଖ୍ୟା । ଗୋଟିଏ ବର୍ଷରେ ୨୫ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ନିଶା ନିବାରଣ ଚିକିତ୍ସା ଓ ପରାମର୍ଶ ଦିଆଯାଇଛି ।

7. ୨୦୨୫ ସୁଦ୍ଧା ବାୟୁସେନାରୁ ହଟିବ ମିଗ୍-21

୨୦୨୫ ସୁଦ୍ଧା ଭାରତୀୟ ବାୟୁସେନାରୁ ହଟିବ ସମସ୍ତ ମିଗ୍-୨୧ ଯୁଦ୍ଧବିମାନ । ରାଜସ୍ଥାନ ବାଡମେର ଦୁର୍ଘଟଣା ପରେ ଏପରି ନିଷ୍ପତ୍ତି ନେଇଛି ବାୟୁସେନା ।

8. ତିନି ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଦଳୀୟ କାର୍ଯ୍ୟରେ ସାମିଲ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ୩ ଦିନିଆ ଜିଲ୍ଲା ଗସ୍ତ କରି ଦଳୀୟ କାର୍ଯ୍ୟରେ ଯୋଗଦେଇଛନ୍ତି ।

9. ପ୍ରସାଦ ବଦଳରେ ୨.୯୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଦେଇଦେଲେ ମନ୍ଦିର କର୍ମଚାରୀ

ଶ୍ରଦ୍ଧାଳୁଙ୍କୁ ପ୍ରସାଦ ସହ ଟଙ୍କା ବ୍ୟାଗ୍‌ ଦେଇ ଦେଲେ ଜଣେ ମନ୍ଦିର କର୍ମଚାରୀ । ନିଜ ପକେଟରୁ ଭରିବେ ୨.୯୧ ଲକ୍ଷ ଟଙ୍କା କ୍ଷତି ପୂରଣ ।

10. India VS West Indies 1st T20: ୱେଷ୍ଟଇଣ୍ଡିଜକୁ ୬୮ ରନରେ ପରାସ୍ତ କଲା ଭାରତ

ଭାରତ-ୱେଷ୍ଟଇଣ୍ଡିଜ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ୬୮ ରନରେ ବିଜୟୀ ହେଲା ଭାରତ । ଭାରତୀୟ ବୋଲରଙ୍କ ସାମ୍ନାରେ ଫେଲ ମାରିଲେ ୱେଷ୍ଟଇଣ୍ଡିଜ ବ୍ୟାଟର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.