ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jul 14, 2022, 9:00 AM IST

1.ବଢୁଛି ତିର୍ତ୍ତୋଲ ବିଧାୟକଙ୍କ ଅଡୁଆ, ପ୍ରେମ ବିବାଦ ମାମଲା ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପାଇଁ ବଢିଲା ଅଡୁଆ । ବିଜୟ ଶଙ୍କର ଓ ପ୍ରେମିକା ସୋମାଲିକା ଦାଶ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଜଗତସିଂହପୁର ଏସପି ।

2.National Herald Case: EDରେ ହାଜର ହେବେ ସୋନିଆ, ଦେଶବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଆସନ୍ତା 21 ତାରିଖରେ ଇଡିରେ ହାଜର ହେବେ ସୋନିଆ । ଦେଶବ୍ୟାପୀ ଆନ୍ଦୋଳନ କରିବ ଦଳ । କୋଭିଡ ସଂକ୍ରମଣ କାରଣରୁ ହୋଇ ପାରିନଥିଲେ ହାଜର ।

3.Udaipur Murder Case: NIA, SIT ସ୍କାନରରେ 40 ସନ୍ଦିଗ୍ଧ ଆତଙ୍କୀ

ଉଦୟପୁର ହତ୍ୟାକାଣ୍ଡରେ NIA, SIT ତଦନ୍ତ ଜାରି । ଆତଙ୍କୀ ସଙ୍ଗଠନ ଦାଓ୍ବତ-ଇ- ଇସଲାମି ଆଉଟଫିଟର 40 ସନ୍ଦିଗ୍ଧଙ୍କୁ ଖୋଜୁଛି ଏନଆଇଏ ।

4.Sri Lanka crisis: ଜାତିସଂଘ ମୁଖ୍ୟଙ୍କ ଉଦବେଗ, ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ

ଶ୍ରୀଲଙ୍କା ସଙ୍କଟ ନେଇ ଜାତିସଂଘ ମୁଖ୍ୟଙ୍କ ଉଦବେଗ । ଶାନ୍ତି ବଜାୟ ରଖିବା ସହ ସମାଧାନ ଖୋଜିବା ପାଇଁ ଶ୍ରୀଲଙ୍କାର ସମସ୍ତ ଦଳଙ୍କୁ କଲେ ନିବେଦନ ।

5.ଦେଶରେ ବର୍ଷା ବିତ୍ପାତ: ଗୋଟିଏ ଦିନରେ ଗଲା ୧୭ ଜୀବନ

ଦେଶରେ ମୌସୁମୀ ଜନିତ ବର୍ଷା ଜଳପ୍ରଳୟ ଆଣିଛି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବୁଧବାର ଗୋଟିଏ ଦିନରେ ଦେଶବ୍ୟାପୀ ୧୭ ଜଣଙ୍କ ଜୀବନ ଯାଇଛି ।

6.ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍: ପ୍ରଥମ ରାଉଣ୍ଡରେ ବିଜୟ ହାସଲ କଲେ ଋଷି ସୁନକ

ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନେତା ଋଷି ସୁନକଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଥ ଏକ ପ୍ରକାର ସଫା ହୋଇଛି ! କଞ୍ଜରଭେଟିବ୍‌ ପାର୍ଟିରେ ପ୍ରଥମ ରାଉଣ୍ଡ ଭୋଟିଂରେ ସେ ବିଜୟ ହାସଲ କରିଛନ୍ତି ।

7.ଚୀନ୍‌କୁ ଭାରତର କଡ଼ା ସନ୍ଦେଶ, ସୀମା ନିକଟରେ ମୁତୟନ ହେଲା ଶକ୍ତିଶାଳୀ ରାଫେଲ

ଭାରତ-ଚୀନ ସୀମା LACରେ ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ରାଫେଲ ମୁତୟନ ହୋଇଛି ।

8.ଶିକ୍ଷା ବ୍ୟବସ୍ଥାର ଉଜୁଡା ଚିତ୍ର, ଗଛ ମୂଳେ ପଢୁଛନ୍ତି ପିଲା

ନାହିଁନାହିଁରେ ଚାଲିଛି ବିଦ୍ୟାଳୟ । ଅନେକ ସମସ୍ୟା ଭିତର ଦେଇ ଗତି କରୁଛି ଜଟଣୀ ବ୍ଲକ୍ ଅଙ୍ଗାରପଡ଼ା ପଞ୍ଚାୟତ ମାନପୁର ପ୍ରାଥମିକ ବିଦ୍ୟାଳୟ ।

9.ICC Ranking: 3 ଫର୍ମାଟର ଶୀର୍ଷ 3 ସ୍ଥାନରେ ଭାରତ

ଭାରତୀୟ କ୍ରିକେଟରଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ମ୍ୟାନ ଇନ ବ୍ଲୁ ତଥା ଭାରତୀୟ କ୍ରିକେଟ ଟିମ ଆଇସିସି ମାନ୍ୟତାରେ ତିନି ଶୀର୍ଷ ସ୍ଥାନରେ ନିଜର ସ୍ଥାନ ପକ୍କା କରିଛନ୍ତି ।

10.Athiya Shetty Wedding: ବିବାହ ଗୁଜବ ଉପରୁ ପରଦା ହଟାଇଲେ ଆଥିଆ

କ୍ରିକେଟର୍‌ କେଏଲ୍‌ ରାହୁଲଙ୍କ ହାତ ଧରିବେ ଅଭିନେତ୍ରୀ ଆଥିଆ ଶେଟ୍ଟୀ । ବିବାହ ପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.