ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 9, 2022, 9:03 AM IST

1.Bahuda Yatra 2022: ଆଜି ବାହୁଡିବେ ମହାପ୍ରଭୁ, ଇସ୍କନ ମନ୍ଦିରରେ ପ୍ରସ୍ତୁତି ଜୋରଦାର

ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମ ବେଦୀରରୁ ରତ୍ନ ବେଦିକୁ ବାହୁଡିବେ ମହାବାହୁ । ଏନେଇ ଚଳଚଞ୍ଚଳ ଭୁବନେଶ୍ବର ଇସ୍କନ ମନ୍ଦିର।

2.Presidential Election: କାଲି ଦିଲ୍ଲୀରେ NDA ନେତାଙ୍କ ବୈଠକ

ରାଷ୍ଟ୍ରପତି ନିର୍ବାଚନ ନେଇ 10ରେ ବସିବ NDA ନେତାଙ୍କ ବୈଠକ ।

3.Parliament Monsoon Session: ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ ଅଧିବେଶନ

ସମ୍ପୂର୍ଣ୍ଣ କୋଭିଡ ପ୍ରୋଟୋକଲ ମଧ୍ୟରେ ହେବ ସଂସଦ ମୌସୁମୀ ଅଧିବେଶନ । ସଦସ୍ୟଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ସାମାଜିକ ଦୂରତାକୁ ପ୍ରାଧାନ୍ୟ ।

4.ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ୱ ଘୋଷଣା କଲେ ଋଷି ସୁନକ

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାବି ଉପସ୍ଥାପନା କଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ ।

5.Mamita Meher Murder: ଜେଲରୁ ବାହାରିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ଜେଲରୁ ବାହାରିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ।

6.ଜଗନଙ୍କ ପରିବାରରେ ଫାଟ ! ଝିଅ ପାଇଁ ପୁଅକୁ ଛାଡିଲେ ବିଜୟାମ୍ମା

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ରେଡ୍ଡୀ (Andhra Pradesh CM Jagan Reddy)ଙ୍କ ମା ବିଜୟାମ୍ମା ତଥା ୱାଇଏସ ବିଜୟାଲକ୍ଷ୍ମୀ(YS Vijayamma) ଆଜି ଏକ ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।

7.LAC ରେ ପୁଣି ଚୀନର ଷଡଯନ୍ତ୍ର, ଉଡାଇଲା ଲଢୁଆ ବିମାନ

ଭାରତୀୟ ସୀମାର ଅତି ନିକଟରେ ଉଡିଲା ଚୀନର ଲଢୁଆ ବିମାନ । ଗତ ଜୁନ ମାସ ଶେଷ ସପ୍ତାହରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(LAC) ନିକଟରେ ଏହି ଲଢୁଆ ବିମାନ ଉଡିଥିବା ସୂଚନା ମିଳିଛି ।

8. Amarnath cloudburst: ଅମରନାଥ ବନ୍ୟାରେ ୧୩ ମୃତ, ୪୦ ନିଖୋଜ

ଅମରନାଥରେ ବାଦଲ ଫଟା ବର୍ଷା ପରେ ଅଚାନକ ବନ୍ୟା ଆସିଛି । ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ ନିଖୋଜ ଅଛନ୍ତି ।

9.୧୮ ମାସ ପରେ ସ୍ମିଥଙ୍କ ୨୮ତମ ଶତକ

ଅଷ୍ଟ୍ରେଲିଆ ବ୍ୟାଟର ଷ୍ଟିଭ ସ୍ମିଥ ଦୀର୍ଘ ୧୮ ମାସ ପରେ ଶତକ ହାସଲ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜରେ ଗାଲେ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଷ୍ଟିଭ ସ୍ମିଥ ନିଜର ୨୮ ତମ ଶତକ ହାସଲ କରିଛନ୍ତି ।

10.ଆରପାରିରେ ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ, ଶୋକରେ ବୁଡିଲା ଟଲିଉଡ୍‌ ଇଣ୍ଡଷ୍ଟ୍ରି

ଟଲିଉଡ୍‌ ଇଣ୍ଡଷ୍ଟ୍ରିରୁ ପୁଣି ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଟଲିଉଡର ନିର୍ମାତା ଗୋରନ୍ତଲା ରାଜେନ୍ଦ୍ର ପ୍ରସାଦ (Gorantla Rajendra Prasad) ଙ୍କ ଦେହାନ୍ତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.