ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 13, 2022, 9:03 PM IST

Updated : May 13, 2022, 9:52 PM IST

ନଜର ପକାନ୍ତୁ NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. 10 ଲକ୍ଷ ଲାଞ୍ଚ ନେଇ ଧରାପଡିଲେ ଭିଜିଲାନ୍ସ ଇନ୍ସପେକ୍ଟର

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଇନସ୍ପେକ୍ଟର । 10 ଲକ୍ଷ ଲାଞ୍ଚ ନେବା ଅଭିଯୋଗରେ ଧରାପଡିଲେ ସମ୍ବଲପୁର ଭିଜିଲାନ୍ସ ଅଫିସରେ କାର୍ଯ୍ୟରତ ଇନସ୍ପେକ୍ଟର ମାନସୀ ଜେନା ।

2. Twitter ନେଇ ନୂଆ ଟ୍ୱିଷ୍ଟ: ଫେକ୍ ୟୁଜର୍ସ ଡାଟା ମାଗିଲେ ମସ୍କ, ସ୍ଥଗିତ ରଖିଲେ ଡିଲ୍

ପୁଣି ଟ୍ବିଟରକୁ ନେଇ ନୂଆ ଟ୍ବିଷ୍ଟ ଆଣିଲେ ଏଲନ ମସ୍କ । ଟ୍ବିଟର କିଣିବା ଚୁକ୍ତିକୁ ସାମୂହିକ ଭାବେ କିଛି ଦିନ ଲାଗି ସ୍ଥଗିତ ରଖିଲେ ଏଲନ ମସ୍କ ।

3. Bandipora Encounter: କାଶ୍ମୀର ପଣ୍ଡିତ ରାହୁଲଙ୍କ ହତ୍ୟାକାରୀ ନିପାତ ! ଏନକାଉଣ୍ଟରରେ ୩ ଆତଙ୍କୀ ସଫା

ସୁରକ୍ଷାବାହିନୀ ଗୁଳିରେ 3 ଆତଙ୍କୀ ସଫା । ଜମ୍ମୁ ଏବଂ କାଶ୍ମୀରର ବାନ୍ଦିପୋରା ଅଞ୍ଚଳରେ ଥିବା ଆରଗାମରେ ସେନା ଗୁଳିରେ 3 ଆତଙ୍କୀ ନିପାତ ହୋଇଛନ୍ତି ।

4. Ratha Yatra: ଫୋକସରେ ସୁରକ୍ଷା ବ୍ୟବସ୍ଥା, ପୁରୀରେ ଲାଗିବ 500 CCTV

ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀ ସହରର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

5. Russia Ukraine War: ପୁଣି କିଭ୍‌ରୁ ଚାଲିବ ଭାରତୀୟ ଦୂତାବାସ

ପୁଣି ୟୁକ୍ରେନର ରାଜଧାନୀ କିଭ୍‌ରୁ ଚାଲିବ ଭାରତୀୟ ଦୂତାବାସ । ଆସନ୍ତା ୧୭ ମଇ ତାରିଖରୁ କିଭ୍‌ରୁ ଭାରତୀୟ ଦୂତାବାସ କାର୍ଯ୍ୟ ଆରମ୍ଭ କରିବ ।

6. ସୁବାସ ସିଂଙ୍କ ଇସ୍ତଫା ପରେ ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଆସନ୍ତା 13 ଜୁନରେ ହେବ ରାଜ୍ୟସଭା ଉପ-ନିର୍ବାଚନ । ସାଂସଦ ସୁବାସ ସିଂ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ଥିଲା । ଫଳରେ ଏଠି ଉପ-ନିର୍ବାଚନ ନିଶ୍ଚିତ ଥିଲା । ଆଜି ଭାରତୀୟ ନିର୍ବାଚନ ଆୟୋଗ ଖାଲି ଥିବା ସୁବାସ ସିଂଙ୍କ ସ୍ଥାନରେ ଉପ-ନିର୍ବାଚନ ପାଇଁ ଘୋଷଣା କରିଛନ୍ତି ।

7. ବସରେ ନିଆଁ ଲାଗି ୨ ମୃତ, ୨୨ ଆହତ

ବସରେ ନିଆଁ ଲାଗି ୨ ମୃତ ଓ ୨୨ ଆହତ । ଜମ୍ମୁ ଏବଂ କାଶ୍ମୀରର ଖାରମାଲ ବସରେ ନିଆଁ ଲାଗି ଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୨୨ ଜଣ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

8. ତାଳଚେର ମେଡିକାଲ କଲେଜ ଚଳାଇବେ ରାଜ୍ୟ ସରକାର, ସୁଧୁରିବ ସ୍ୱାସ୍ଥ୍ୟସେବା

ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (MMSR) କାର୍ଯ୍ୟକ୍ଷମ ହେବା ନେଇ ବାଟ ଫିଟିଛି । ରାଜ୍ୟ ସରକାର ଏହି ମେଡିକାଲ କଲେଜର ପରିଚାଳନା ଦାୟିତ୍ବ ବହନ କରିବେ ବୋଲି ଘୋଷଣା କରିଛନ୍ତି ।

9. ଡେଭିଡ ଜନ ହେଲେ ଓଡିଶା ହକି ଟିମ୍ ନିର୍ଦ୍ଦେଶକ

ଓଡିଶା ହଟି ଟିମ୍ ନିର୍ଦ୍ଦେଶକ ଭାବେ ଅଷ୍ଟ୍ରେଲୀୟ ହକି କ୍ରୀଡାବିତ ଡେଭିଡ ଜନଙ୍କୁ ମିଳିଲା ନିଯୁକ୍ତି ।

10. IPL 2022: ପଞ୍ଜାବ-RCB ବିଗ୍ ଫାଇଟ୍, ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି

IPL2022 60ତମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଏବଂ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି ।

Last Updated : May 13, 2022, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.