ETV Bharat / bharat

TOP NEWS @ 9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 12, 2022, 9:04 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1-ଆଜି ମିହିରଙ୍କ ଶେଷକୃତ୍ୟ, ଦିଆଯିବ ଗାର୍ଡ ଅଫ୍‌ ଅନର

ଆଜି ସକାଳ ୮.୩୦ରେ ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗାର୍ଡ ଅଫ ଅନର ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯିବ ।

2-ଅଫେରା ରାଇଜରେ ମିହିର, ପ୍ରଧାନମନ୍ତ୍ରୀଙ୍କ ଶୋକ

ଓଲିଉଡର ବରିଷ୍ଠ କଳାକାର ମିହିର ଦାସ ଆଉ ନାହାନ୍ତି । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି (pm modi expresses condolences to mihir das) ।

3-ଆଜି ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି (ବୁଧବାର) ପୁଡୁଚେରୀରେ 25ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ (୨୫th National Youth Festival)। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀଙ୍କୁ ଜାତୀୟ ଯୁବ ଉତ୍ସବ ଭାବରେ ପାଳନ କରାଯାଏ ।

4-ପୁଣି କୋରୋନା ଫାଶରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପୁଣିଥରେ କୋରୋନା ସଂକ୍ରମିତ ।

5-Bhitarkanika National Park Reopens: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ଗଣନା ପାଇଁ ୧୦ ଦିନ ଧରି ବନ୍ଦ ରହିଥିଲା ଏହି ଜାତୀୟ ଉଦ୍ୟାନ ।

6-PM Security Breach: ଆଜି ତଦନ୍ତ କମିଟି ନେତୃତ୍ବଙ୍କ ନାଁ ଘୋଷଣା କରିବେ ସୁପ୍ରିମକୋର୍ଟ

ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାଜନିତ ତ୍ରୁଟି ପ୍ରସଙ୍ଗ(PM Security Breach) । ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବାଧୀନ କମିଟି କରିବ ଯାଞ୍ଚ । ଆଜି ସମ୍ପୃକ୍ତ ଅବସରପ୍ରାପ୍ତ ଜଜ୍‌ଙ୍କ ନାଁ ଘୋଷଣା କରିବେ ସୁପ୍ରିମକୋର୍ଟ ।

7-ସ୍ବାସ୍ଥ୍ୟକ୍ଷେତ୍ରକୁ ପ୍ରଧାନମନ୍ତ୍ରୀଙ୍କ ଫୋକସ, ତାମିଲନାଡୁରେ ମେଡିକାଲ କଲେଜ ଉଦଘାଟନ କରିବେ ମୋଦି

ଆଜି (ବୁଧବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡ଼ୁରେ ୧୧ଟି ନୂଆ ଚିକିତ୍ସା ମହାବିଦ୍ୟାଳୟ (PM Modi inaugurate medical colleges in Tamil Nadu) ଓ ଚେନ୍ନାଇରେ ଥିବା କେନ୍ଦ୍ରୀୟ ଶାସ୍ତ୍ରୀୟ ତାମିଲ ସଂସ୍ଥାନର ଉଦଘାଟନ କରିବେ। ଅପରାହ୍ନ ୪ଟାରେ ଆଭାସି ଜରିଆରେ କାର୍ଯ୍ୟକ୍ରମେ ହେବ ।

8-ୟେମାନ ଉପକୂଳରୁ UAE ଜାହାଜ ଅପହରଣ, ୭ ଭାରତୀୟଙ୍କ ମୁକ୍ତି ପାଇଁ ଉଦ୍ୟମ ଆରମ୍ଭ କଲା ଭାରତ

ୟେମାନ ଉପକୂଳରୁ UAE ଜାହାଜ ଅପହରଣ ଘଟଣା । କ୍ର୍ୟୁ ସଦସ୍ୟଙ୍କ ମଧ୍ୟରେ ୭ ଭାରତୀୟ ଥିବା ସୂଚନା । ସମସ୍ତଙ୍କ ମୁକ୍ତି ପାଇଁ ପ୍ରୟାସ ଆରମ୍ଭ କଲେ ସରକାର । ସମସ୍ତ ଅପହୃତ ଭାରତୀୟ ସୁରକ୍ଷିତ ଥିବା ବୈଦେଶିକ ମନ୍ତ୍ରଣାଳୟର ସୂଚନା ।

9-Income Tax Return: ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ବଢିଲା ପୈଠର ଶେଷ ତାରିଖ

ମାର୍ଚ୍ଚ ୧୫କୁ ବଢିଲା ଆୟକର ରିଟର୍ଣ୍ଣ ଶେଷ ତାରିଖ । ସୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ । ପୂର୍ବରୁ ଡିସେମ୍ବର ୩୧ ଯାଏ ଥିଲା ଶେଷ ତାରିଖ ।

10-ଆନ୍ଧ୍ରରେ ଘୁଞ୍ଚିଲା ରାତ୍ରିକାଳୀନ କର୍ଫ୍ୟୁ, ୧୮ରୁ ହେବ ଲାଗୁ

ଆନ୍ଧ୍ରରେ ଘୁଞ୍ଚିଲା ରାତ୍ରିକାଳୀନ କର୍ଫ୍ୟୁ । ସଂକ୍ରାନ୍ତି ପାଇଁ ଲୋକେ ଘରକୁ ଫେରୁଥିବାରୁ ସ୍ଥଗିତ ରଖିଲେ ରାଜ୍ୟ ସରକାର । ୧୮ରୁ କର୍ଫ୍ୟୁ କାର୍ଯ୍ୟକାରୀ ହେବା ନେଇ ଆନ୍ଧ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.