1-ଶ୍ରୀମନ୍ଦିରରୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆସିବ 785 ଖଣ୍ଡ ରଥକାଠ
2-ବୁଧବାର ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
3-ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା, ମିଳିଲା ୧୦ ସ୍ୱର୍ଣ୍ଣ ଓ ୧୮ ରୌପ୍ୟ
4-Crocodile Census: ବ୍ରହ୍ମପୁର ବନଖଣ୍ଡରେ ଅଛନ୍ତି ୭୬ କୁମ୍ଭୀର
ବ୍ରହ୍ମପୁର ବନଖଣ୍ଡରେ ରହିଛି ମୋଟ ୭୬ଟି କୁମ୍ଭୀର । କୁମ୍ଭୀର ଗଣନା ପରେ ସୂଚନା ଦେଲା ବନ ବିଭାଗ ।
5-ଆଜୀବନ କାରାଦଣ୍ଡ ଭୋଗିବ ଦାରା ସିଂ, ହାଇକୋର୍ଟରେ ରାୟ କାଏମ
6-ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ମା' ସମଲେଶ୍ବରୀଙ୍କ ମନ୍ଦିର
ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ମା' ସମଲେଶ୍ବରୀଙ୍କ ମନ୍ଦିର ।
7-sumit-tapaswini marital discord: ମାସିକ ଖର୍ଚ୍ଚ ଦେଲେନାହିଁ ସୁମିତ୍
ତପସ୍ବିନୀଙ୍କ ଚଳିବା ପାଇଁ ମାସିକ ଖର୍ଚ୍ଚ ଦେଲେ ନାହିଁ ସୁମିତ୍ । ସୂଚନା ଦେଲେ ତପସ୍ବିନୀଙ୍କ ଆଇନଜୀବୀ ।
8-COVID SCARE: 5 ରୁ 10 ପ୍ରତିଶତ କୋରୋନା ସଂକ୍ରମିତ ମେଡିକାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି
9-୨୨୩୪.୨୯ କୋଟି ଶିଳ୍ପ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ଏକାଧିକ ନିଯୁକ୍ତି
10-Booster Shot: ଦିନକରେ ୯ ଲକ୍ଷରୁ ଅଧିକ ନେଲେ ବୁଷ୍ଟର ଡୋଜ
ସୋମବାର ଠୁ ଦେଶର ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । ଦିନକରେ ୯ ଲକ୍ଷରୁ ଅଧିକ ନେଲେ ବୁଷ୍ଟର ସଟ୍ ।