ETV Bharat / bharat

TOP NEWS @9AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 11, 2022, 9:02 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ ଖବର
ବର୍ତ୍ତମାନର ବଡ ଖବର

1-ଶ୍ରୀମନ୍ଦିରରୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆସିବ 785 ଖଣ୍ଡ ରଥକାଠ

ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଲା ଆଜ୍ଞାମାଳ । ଆଜି ମା ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କରାଯିବ ।

2-ବୁଧବାର ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆସନ୍ତାକାଲି (ବୁଧବାର) ପୁଡୁଚେରୀରେ 25ତମ ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ (୨୫th National Youth Festival)। ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀଙ୍କୁ ଜାତୀୟ ଯୁବ ଉତ୍ସବ ଭାବରେ ପାଳନ କରାଯାଏ ।

3-ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶାକୁ ସଫଳତା, ମିଳିଲା ୧୦ ସ୍ୱର୍ଣ୍ଣ ଓ ୧୮ ରୌପ୍ୟ

ଦକ୍ଷତା ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ନୂଆଦିଲ୍ଲୀ ତାଲକଟୋରା ଇଣ୍ଡୋର ଷ୍ଟାଡ଼ିୟମରେ ଆୟୋଜିତ ଇଣ୍ଡିଆ ସ୍କିଲ୍ସ ୨୦୨୧ ପ୍ରତିଯୋଗିତାରେ ଓଡ଼ିଶା ଅନ୍ୟୁନ ପରିଚୟ ସୃଷ୍ଟି କରିଛି। ସ୍କିଲ-ଇନ୍-ଓଡ଼ିଶା ପ୍ରତିଯୋଗୀ ମାନେ ରାଜ୍ୟ ପାଇଁ ଅନେକ ପଦକ ହାସଲ କରିଛନ୍ତି ।

4-Crocodile Census: ବ୍ରହ୍ମପୁର ବନଖଣ୍ଡରେ ଅଛନ୍ତି ୭୬ କୁମ୍ଭୀର

ବ୍ରହ୍ମପୁର ବନଖଣ୍ଡରେ ରହିଛି ମୋଟ ୭୬ଟି କୁମ୍ଭୀର । କୁମ୍ଭୀର ଗଣନା ପରେ ସୂଚନା ଦେଲା ବନ ବିଭାଗ ।

5-ଆଜୀବନ କାରାଦଣ୍ଡ ଭୋଗିବ ଦାରା ସିଂ, ହାଇକୋର୍ଟରେ ରାୟ କାଏମ

ବହୁ ଚର୍ଚ୍ଚିତ ବାରିପଦା ପଡ଼ିଆବେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ସାବ୍ୟସ୍ତ ଦାରା ସିଂର ଆବେଦନ ଓଡିଶା ହାଇକୋର୍ଟ ଖାରଜ କରିଛନ୍ତି । ଜିଲ୍ଲା ଦୌରାଜଜ୍ ଦେଇଥିବା ଆଜୀବନ କାରାଦଣ୍ଡକୁ ନିଶ୍ଚିତ କରିଛନ୍ତି ହାଇକୋର୍ଟ ।

6-ଆଜିଠୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ମା' ସମଲେଶ୍ବରୀଙ୍କ ମନ୍ଦିର

ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ମା' ସମଲେଶ୍ବରୀଙ୍କ ମନ୍ଦିର ।

7-sumit-tapaswini marital discord: ମାସିକ ଖର୍ଚ୍ଚ ଦେଲେନାହିଁ ସୁମିତ୍

ତପସ୍ବିନୀଙ୍କ ଚଳିବା ପାଇଁ ମାସିକ ଖର୍ଚ୍ଚ ଦେଲେ ନାହିଁ ସୁମିତ୍ । ସୂଚନା ଦେଲେ ତପସ୍ବିନୀଙ୍କ ଆଇନଜୀବୀ ।

8-COVID SCARE: 5 ରୁ 10 ପ୍ରତିଶତ କୋରୋନା ସଂକ୍ରମିତ ମେଡିକାଲ ଚିକିତ୍ସା ଆବଶ୍ୟକ କରୁଛନ୍ତି

ବର୍ତ୍ତମାନ ସମୟରେ ୫ ରୁ ୧୦ ପ୍ରତିଶତ କୋରୋନା ସଂକ୍ରମିତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି । ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।

9-୨୨୩୪.୨୯ କୋଟି ଶିଳ୍ପ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ମିଳିବ ଏକାଧିକ ନିଯୁକ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨ ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିବା ସହ ୧୦ଟି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ୨୨୩୪.୨୯ କୋଟି ହେବ ଖର୍ଚ୍ଚ ।

10-Booster Shot: ଦିନକରେ ୯ ଲକ୍ଷରୁ ଅଧିକ ନେଲେ ବୁଷ୍ଟର ଡୋଜ

ସୋମବାର ଠୁ ଦେଶର ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । ଦିନକରେ ୯ ଲକ୍ଷରୁ ଅଧିକ ନେଲେ ବୁଷ୍ଟର ସଟ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.