ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 9, 2022, 9:00 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-ଆଜିଠୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ଗଣନା ପ୍ରକ୍ରିୟାରେ ମୋଟ ୧୮ ଟିମ୍‌ ନିୟୋଜିତ ।

2-ସଂସଦ ଭବନରେ କୋରୋନା ବିସ୍ଫୋରଣ, ୪୦୦ କର୍ମଚାରୀ ପଜିଟିଭ

ରାଜଧାନୀ ଦିଲ୍ଲୀରେ କୋରୋନା ମହାମାରୀ କହର ସୃଷ୍ଟି କରିଛି । ବର୍ତ୍ତମାନ ସଂସଦ ଭବନରେ କୋରୋନା ପ୍ରବେଶ କରିଛି । ଭବନରେ ୪୦୦ କର୍ମଚାରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି (parliament employee covid positive) ।

3-ସୁପ୍ରିମକୋର୍ଟର ୪ ବିଚାରପତି କୋରୋନା ପଜିଟିଭ

ସୁପ୍ରିମକୋର୍ଟରେ ପଶିଲା ଭୂତାଣୁ । ଉଚ୍ଚତମ ନ୍ୟାୟଳୟର ୪ ବିଚାରପତି କୋରୋନା ପଜିଟିଭ ଚିହ୍ନଟ ।

4-ନକ୍ସଲଙ୍କ ଉନ୍ମତକାଣ୍ଡ, ୨୭ଟି ଗାଡିରେ ନିଆଁ ଲଗାଇ ଖେଳାଇଲେ ଆତଙ୍କ

୨୭ଟି ଗାଡିରେ ନିଆଁ ଲଗାଇ ପୁଣି ନିଜର ଦବଦବା ଜାହିର କଲେ ନକ୍ସଲ ଗୋଷ୍ଠୀ । ଝାଡଖଣ୍ଡର ଗୁଲାମ ଜିଲ୍ଲାରେ ନକ୍ସଲ ମାନେ ଏହି ଉନ୍ମତକାଣ୍ଡ ଘଟାଇଥିବା ଜଣାପଡିଛି ।

5-Children Vaccination: ୨ କୋଟିରୁ ଅଧିକ ପିଲା ନେଲେ ପ୍ରଥମ ଡୋଜ୍

ସପ୍ତାହକ ମଧ୍ୟରେ ଦେଶରେ ୨ କୋଟି ଟପିଲା କିଶୋର-କିଶୋରୀଙ୍କ ଟୀକାକରଣ(over 2 crore teens jabbed first dose) । ଟ୍ବିଟ୍ କରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ।

6-ପଞ୍ଜାବ ପୋଲିସର ମୁଖ୍ୟ ହେଲେ ଭିକେ ଭାୱରା

ପଞ୍ଜାବର ନୂଆ ପୋଲିସ ଡିଜି ହେଲେ ଭିକେ ଭାୱରା । ପୋଲିସ ମହାନିର୍ଦ୍ଦେଶକ ସିଦ୍ଧାର୍ଥ ଚଟ୍ଟୋପଧ୍ୟାୟଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଛି ।

7-ଥାନା ଅଧିକାରୀଙ୍କୁ ମାରଣାନ୍ତକ ଆକ୍ରମଣ

ଜୟପାଟଣା ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ଘଟଣାର ତଦନ୍ତ କରିବାକୁ ଯାଇ ଥାନା ଅଧିକାରୀ ଆକ୍ରମଣର ଶିକାର ହୋଇଥିଲେ ।

8-ଦଳୀୟ କନ୍ଦଳକୁ ନେଇ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ, ଅନେକ କର୍ମୀ ଆହତ

କଂଗ୍ରେସ ଭବନରେ ଯୁବ କଂଗ୍ରେସ ଏବଂ ଛାତ୍ର କଂଗ୍ରେସ ମୁହାଁମୁହିଁ । ଦଳୀୟ କନ୍ଦଳକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ(Two groups clash of congress worker) ହୋଇଥିବା ସୂଚନା ।

9-ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ମିଳିବ ଆର୍ଥିକ ପ୍ୟାକେଜ

ପଞ୍ଚାୟତରେ ସେବା ଯୋଗାଉଥିବା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

10-Snowstorm In Pakistan: ପ୍ରବଳ ତୁଷାରପାତରେ ଫସି ରହି ୨୧ ପର୍ଯ୍ୟଟକ ମୃତ

ପାକିସ୍ତାନରେ ପ୍ରବଳ ତୁଷାରପାତ । ଯାତାୟତ ପ୍ରଭାବିତ ହେବାରୁ ଗାଡିରେ ଫସି ରହି ୨୧ ପର୍ଯ୍ୟଟକ ମୃତ । ଜାରି ରହିଛି ଉଦ୍ଧାର କାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.