ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Jan 6, 2022, 9:06 AM IST

1-ସୁରଟରେ ଗ୍ୟାସ୍ ଲିକ୍: 6 ମୃତ, ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଗୁଜୁରାଟ ସୁରଟରେ ଅଘଟଣ । ସୁରଟରେ ଥିବା ଏକ ପ୍ରିଣ୍ଟିଂ ମିଲରେ ଗ୍ୟାସ ଲିକ୍ ଘଟି 6 ଜଣଙ୍କ ମୃତ୍ୟୁ ଓ ୨୦ରୁ ଊର୍ଦ୍ଧ୍ବ ଗୁରୁତର ସୂଚନା ।

2-ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ

ଆଜିଠୁ (ଗୁରୁବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (union railway minister ashwini vaishnav) । ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଧାନୀ ଓ କଟକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ରେଳମନ୍ତ୍ରୀ ।

3-ରାଜ୍ୟରେ ବିକଶିତ ହେବ ଗ୍ରୀନ୍ ଏନର୍ଜି, ଗେଲ ଓ ଇପିକଲ ମଧ୍ୟରେ ଚୁକ୍ତି

ରାଜ୍ୟରେ ବିକଶିତ ହେବ ଗ୍ରୀନ ଏନର୍ଜି(green energy) । ଏନେଇ ଗେଲ୍ ଏବଂ ଇପିକଲ୍(Gail and Ipicol) ମଧ୍ୟରେ ବୁଝାମଣା ପତ୍ର(MoU ) ସ୍ବାକ୍ଷରିତ ହୋଇଛି ।

4-L&T ବିସ୍ଥାପିତ କମିଟିର ୬୦ ସଦସ୍ୟ ଗିରଫ, ବିକ୍ଷୋଭବେଳେ ବାନ୍ଧିଲା ପୋଲିସ

ଆନ୍ଦୋଳନକାରୀଙ୍କୁ ବାନ୍ଧି ନେଲା ପୋଲିସ । କାଂଶବାହାଲ ଏଲଆଣ୍ଡଟି ବିସ୍ଥାପିତ କମିଟିର 60 ଜଣ ସଦସ୍ୟ ଏଲଆଣ୍ଡଟି କାଂଶବାହାଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବୁଧବାର ରାଜଗାଙ୍ଗପୁର ପୋଲିସ ସେମାନଙ୍କୁ ଗିରଫ କରିଛି (Rajgangpur police arrested L&T protester)। ବିଭିନ୍ନ ଦଫାରେ ସେମାନଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ ।

5-ରେଙ୍ଗାଲି ଡ୍ୟାମରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଭାସମାନ ସୋଲାର ପ୍ଲାଣ୍ଟ

ରେଙ୍ଗାଲି ଡ୍ୟାମରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଭାସମାନ ସୋଲାର ପ୍ଲାଣ୍ଟ । ଖର୍ଚ୍ଚ ହେବ ୨ ହଜାର କୋଟି ।

6-ହିମାଚଳ ପ୍ରଦେଶରେ ଲାଗୁ ହେଲା ନାଇଟ କର୍ଫ୍ୟୁ

ଦେଶର ବିଭିନ୍ନ ରାଜ୍ୟ ପରେ ଏବେ ହିମାଚଳପ୍ରଦେଶକୁ ମଧ୍ୟ ଫେରିଲା ନାଇଟ କର୍ଫ୍ୟୁ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ ସହ କଟକଣା କଡାକଡି କଲେ ରାଜ୍ୟ ସରକାର ।

7-ବିଶ୍ୱ ଶାନ୍ତିର ବାର୍ତ୍ତା ନେଇ ସାଇକେଲ ଯାତ୍ରା ଆରମ୍ଭ କଲେ ୫୯ ବର୍ଷୀୟ କ୍ରିଷ୍ଣା ରାଓ

କୋରୋନା କାଳରେ ବିଶ୍ୱଶାନ୍ତିର ବାର୍ତ୍ତା ନେଇ ବ୍ରହ୍ମପୁର ସହରରୁ ସାଇକେଲ ଯୋଗେ ରାମଶ୍ୱେରମ୍-ଅଯୋଧ୍ୟା ଦେଇ ପୁରୀ ଯାତ୍ରା କରିବା ପରେ ଫେରିବେ । ବ୍ରହ୍ମପୁର ସହରରୁ ଏଭଳି ଯାତ୍ରାରେ ବାହାରିଛନ୍ତି ୫୯ ବର୍ଷୀୟ ଏ.କ୍ରିଷ୍ଣା ରାଓ ।

8-ଦ୍ୱିତୀୟ ଗିନିଜ ୱାର୍ଲ୍‌ଡ ରେକର୍ଡ ଲକ୍ଷ୍ୟରେ ସଚିନ ବେହେରା

ଭାରତର ନି' ଷ୍ଟ୍ରାଇକର(knee strike) ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ଗୋଟିଏ ମିନିଟରେ ନି ଷ୍ଟ୍ରାଇକରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡସ୍ କରି ସାରିଛନ୍ତି ସଚିନ ।

9-ପ୍ରକୋପ ହରାଇବ ମହାମାରୀ, କେବଳ ଋତୁକାଳୀନ ଫ୍ଲ୍ୟୁ ହୋଇ ରହିବ: ବିଶେଷଜ୍ଞ

ସାରା ବିଶ୍ବରେ କୋଭିଡ ମହାମାରୀର ଗୋଟିଏ ପରେ ଗୋଟିଏ ପ୍ରଜାତି ଆତଙ୍କ ଖେଳାଇଥିବା ବେଳେ ସ୍ବାସ୍ଥ୍ୟ ବିଶଷଜ୍ଞଙ୍କ ଆଶ୍ବସ୍ତିକର ସୂଚନା ସାମ୍ନାକୁ ଆସିଛି । ଆଉ ମହାମାରୀ ନୁହେଁ କେବଳ ଋତୁଭିତ୍ତିକ ଫ୍ଲ୍ୟୁ ହୋଇ ରହିପାରେ କୋଭିଡ ।

10-କେଉଁ ଭ୍ୟାକ୍ସିନ ବୁଷ୍ଟର ଡୋଜ ଦିଆଯିବ କହିଲେ VK Paul ? OmiSure ସ୍ପଷ୍ଟ କରିବ Omicron

ଯେଉଁ ଭ୍ୟାକ୍ସିନ ନେଇଥିବେ ସେହି ଭ୍ୟାକ୍ସିନର ବୁଷ୍ଟର ଡୋଜ୍ ଦିଆଯିବ କହିଲେ ନୀତି ଆୟୋଗ ଅଧ୍ୟକ୍ଷ । ସେପଟେ ଓମିକ୍ରନ ପରୀକ୍ଷଣ କିଟ୍ OmiSureକୁ ICMR ର ଅନୁମୋଦନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.