ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 4, 2022, 9:03 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋରୋନା (Arvind Kejriwal tests covid positive) । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେଜ୍ରିୱାଲ ।

2-Bulli Bai app case : ବେଙ୍ଗାଲୁରୁର ଛାତ୍ର ଅଟକ

ଆଗକୁ ବଢୁଛି ବିବାଦୀୟ ଫୋନ ଆପ୍ ବୁଲ୍ଲୀ ବାଈ ତଦନ୍ତ କାର୍ଯ୍ୟ । ମୁମ୍ବାଇ ପୋଲିସ ବୁଲ୍ଲୀ ବାଈ ଆପ୍ ମାମଲାରେ ବେଙ୍ଗାଲୁରୁରୁ ଜଣେ ଛାତ୍ରଙ୍କୁ ଅଟକ ରଖିଛି (Mumbai Police detain Bengaluru student) ।

3-NCBରେ ସରିଲା ସମୀର ୱାଙ୍ଖଡେଙ୍କ ଯାତ୍ରା

ଏନସିବି(NCB)ରେ ସରିଲା ସମୀର ୱାଙ୍ଖଡେଙ୍କ ଯାତ୍ରା । କାର୍ଯ୍ୟକାଳ ଶେଷ ହେବା ପରେ ୱାଙ୍ଖଡେ ଇଣ୍ଟେଲିଜେନ୍ସ ବିଭାଗକୁ ଫେରିଛନ୍ତି ।

4-Vice Admiral ଏସଏଚ୍ ଶର୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ନବୀନ-ଧର୍ମେନ୍ଦ୍ର

ଆଉ ନାହାନ୍ତି ପୂର୍ବତନ ଭାଇସ ଆଡମିରାଲ ଏସଏଚ୍ ଶର୍ମା ପିଭିଏସଏମ (Vice Admiral S H Sarma passes away) । ୧୦୦ ବର୍ଷ ବୟସରେ ସୋମବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି ।

5-Modi Visit Northeast: ଆଜି ତ୍ରିପୁରା ଓ ମଣିପୁର ଯିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ମଣିପୁର ଓ ତ୍ରିପୁରା ଗସ୍ତରେ ଯିବେ (Prime Minister Narendra Modi visit to Manipur and Tripura) । ସକାଳ ୧୧ଟା ରେ ଇମ୍ଫାଲରେ ୪ ହଜାର ୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୨ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

6-ଭାରତରେ ବଢିଲା ବେରୋଜଗାରି

ଭାରତରେ ବଢିଲା ବେରୋଜଗାରି । ୨୦୨୧ ଡିସେମ୍ବରରେ ଦେଶରେ ବେକାରୀ ହାର ୭.୯୧କୁ ପ୍ରତିଶତ ବୃଦ୍ଧି ।

7-କିଶୋରମାନଙ୍କୁ ଓମିକ୍ରନ ବିପଦ, ଟିକା ନେବାକୁ ବିଶେଷଜ୍ଞଙ୍କ ପରାମର୍ଶ

SCB ମେଡିକାଲ କଲେଜ ସହିତ କଟକର ୪ଟି ଟୀକାକରଣ କେନ୍ଦ୍ରରେ ଗତକାଲିଠାରୁ(ସୋମବାର) ୧୫ରୁ ୧୮ଵର୍ଷ ଵୟସ୍କ ପିଲାଙ୍କ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ଏବେ କିଶୋରମାନଙ୍କୁ କୋଭାକ୍ସିନ ଟିକା ଦିଖଯାଉଛି। ପିଲାମାନଙ୍କ ପାଠପଢାକୁ ଦୃଷ୍ଟିରେ ରଖି ଏହି ଵୟସ ଵର୍ଗର ପିଲାଙ୍କୁ ଟୀକାକରଣ ଅତି ଆଵଶ୍ୟକ ଥିଲା ଵୋଲି ଅଭିଭାବକମାନେ କହିଛନ୍ତି।

8-15-18 Year Old Vaccination Drive: ପ୍ରଥମ ଦିନରେ ବେଶ ଉତ୍ସାହ, ଟିକା ନେଲେ ୪୦ ଲକ୍ଷ

15-18 year olds vaccination drive ରେ ପ୍ରଥମ ଦିନରେ ରେକର୍ଡ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟିକାକୁ ନେଇ ଉତ୍ସାହ । ଦେଶବ୍ୟାପୀ ଟିକା ନେଲେ ୪୦ ଲକ୍ଷ ଛାତ୍ରଛତ୍ରୀ । ୟଙ୍ଗ ଇଣ୍ଡିଆକୁ ପ୍ରଶଂସା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ।

9-ISIS link: ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂ ଗିରଫ

ଆତଙ୍କୀ ସଂଗଠନ ISIS ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେ ପୂର୍ବତନ ବିଧାୟକଙ୍କ ନାତୁଣୀ ବୋହୂ । ଘରେ ରେଡ ପରେ ଗିରଫ କରିଛି NIA ।

10-ISL 2021-22: ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ହରାଇଲା ଓଡିଶା

ଇଣ୍ଡିଆନ ସୁପର ଲିଗ୍‌(ISL) 2021-22ରେ ସୋମବାର ଖେଳାଯାଇଥିବା ମୁକାବିଲାରେ ଓଡିଶା ଏଫସିର ଦମଦାର ବିଜୟ । ଟେବୁଲ ଟପର ମୁମ୍ବାଇ ସିଟି ଏଫସିକୁ ୪-୨ରେ ହରାଇଲା ଓଡିଶା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.