ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 3, 2022, 9:16 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-COVID-19 Vaccination: ଆଜିଠୁ ଟିକା ନେବେ 15-18 ବର୍ଷ ବୟସର କିଶୋର-କିଶୋରୀ

ଆଜିଠୁ ଦେଶରେ ଟିକା ନେବେ15-18 ବର୍ଷ ବୟସର କିଶୋର-କିଶୋରୀ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପଞ୍ଜିକରଣ କରିଥିବା ପିଲାଙ୍କୁ ଆଜି ଟିକା ଦିଆଯିବ ।

2-ଆଜିଠୁ ସୁପ୍ରିମକୋର୍ଟରେ ଆଭାସି ଶୁଣାଣି, ୨ ସପ୍ତାହ ଯାଏଁ ଅନଲାଇନରେ ବିଚାର

ଗୋଟିଏ ପଟେ କୋରୋନା ଓ ଅନ୍ୟପଟେ ନୂଆ ଭାରିଏଣ୍ଟ ଓମିକ୍ରନ ନିଦ ଉଡାଇଲାଣି । ଦକ୍ଷିଣ ଆଫ୍ରିକୀୟ ଭାରିଏଣ୍ଟ ଓମିକ୍ରନ ଦ୍ବାରା ୨୩ ରାଜ୍ୟରେ ଦେଢ ହଜାର ଟପିଲାଣି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ଆଜିଠୁ(ସୋମବାର) ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବ (Supreme Court To Switch To Virtual Hearings from today) ।

3-ସ୍ଥିତି ନିୟନ୍ତ୍ରଣ ରହିଛି, ସତର୍କତା ରଖିବାକୁ ପଡିବ: ICMR ନିର୍ଦ୍ଦେଶିକା

କୋରୋନାର ତୃତୀୟ ଲହର ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ଏହାର ସ୍ଥିତି ନିୟନ୍ତ୍ରଣ ରହିଛି । ତେବେ ସତର୍କତା ରଖିବାକୁ ପଡିବ ବୋଲି ବ୍ରହ୍ମପୁର ଗସ୍ତରେ ଆସିଥିବା ରାଜ୍ୟ ICMR ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି ।

4-ହୀରାକୁଦ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ହୀରାକୁଦ ଷ୍ଟେସନ ନିକଟରେ ଯାଉଥିବା ଏକ ସାମଗ୍ରୀ ବାହକ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି ।

5-ପୁଅକୁ ଘରପାଖରେ ଛାଡି ଚାଲିଗଲେ ଅପହରଣକାରୀ, 10 ଲକ୍ଷ ଦାବି କରି ଉଠାଇ ନେଇଥିଲେ

ଅପହରଣର(kidnapped ) କିଛି ଘଣ୍ଟା ପରେ ମିଳିଲା ଶିଶୁପୁତ୍ର । ବରଗଡ଼ ଏସିସି ସିମେଣ୍ଟ କାରଖାନାର(ACC Cement Factory) ବରିଷ୍ଠ ଅଧିକାରୀ ଜମିଲ ଖାନଙ୍କ 9 ବର୍ଷର ପୁଅକୁ ରବିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅପହରଣ କରି ନେଇଯାଇଥିବା ବେଳେ ବିଳମ୍ବିତ ରାତିରେ ତାକୁ ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଛାଡ଼ି ଦେଇଥିବା ଜଣାପଡିଛି ।

6-ବନବିଭାଗର ଦୋମୁହାଁ ନୀତି, ବଡ଼ବଡ଼ିଆଙ୍କ ପାଇଁ ଖୋଲା ଭିତରକନିକା

ରାଜନଗର ବନବିଭାଗ ଦୋମୁହାଁ ନୀତି ଆପଣାଉଥିବା ଅଭିଯୋଗ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବା ସମୟରେ ବୁଲିଲେ ପର୍ଯ୍ୟଟକ ।

7-ବିଧାନସଭା ନିର୍ବାଚନ ଲଢିବେ ଯୋଗୀ ଆଦିତ୍ୟନାଥ !

ନିର୍ବାଚନ ଲଢିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ( UP CM Yogi Adityanath) । ନୂଆବର୍ଷ ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ବେଳେ କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

8-6 ପଡୋଶୀ ଭାଷାରେ ପ୍ରସାରଣ ଅବଧିକୁ ଦ୍ବିଗୁଣା କରିବ AIR

6 ପଡୋଶୀ ଭାଷାର ପ୍ରସାରଣ ସମୟ ଅବଧିକୁ ବୃଦ୍ଧି କରିବାକୁ ଯାଉଛି ଆକାଶବାଣୀ (AIR) । ପୂର୍ବାପେକ୍ଷା ଦ୍ବିଗୁଣା ସମୟ ହେବ ପ୍ରସାରଣ । ଆସନ୍ତାକାଲି (ସୋମବାର) ଠାରୁ ହେବ ଆରମ୍ଭ ।

9-COVID-19: ପଶ୍ଚିମବଙ୍ଗରେ ଆଜିଠୁ ସ୍କୁଲ ବନ୍ଦ, ୫୦ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ

କୋଭିଡ ସଂକ୍ରମଣ ବୃଦ୍ଧି ପରେ ପଶ୍ଚିମବଙ୍ଗରେ କଟକଣା ବଢାଇଲେ ମମତା ସରକାର । ଆଜିଠାରୁ ରାଜ୍ୟରେ ସ୍କୁଲ ସମେତ ଅନ୍ୟ କିଛି ଅନୁଷ୍ଠାନ ବନ୍ଦ । ଅଧା କ୍ଷମତାରେ ଚାଲିବ କାର୍ଯ୍ୟାଳୟ ।

10-ATC କ୍ଲିୟରାନ୍ସ ନ ମାନି ଉଡାଣ ଭରିଲା SpiceJet

ATC କ୍ଲିୟରାନ୍ସ ନମାନି ଉଡାଣ ଭରିଲା SpiceJet । ଘଟଣାର ଅନୁସନ୍ଧାନ କରୁଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.