ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 2, 2022, 9:01 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-Modi Visit Meerut: ଆଜି ମେଜର ଧ୍ୟାନଚାନ୍ଦ କ୍ରୀଡା ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ ମୋଦି

ଆଜି(ରବିବାର) ୟୁପି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Modi to visit Meerut on Sunday) ।

2-ଆଜି ନାଗପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ନିତିନ ଗଡକରୀ

ଆଜି ନାଗପୁରବାସୀଙ୍କୁ ମିଳିବ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି । କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନାଗପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

3-ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

୨୦୨୨ ଜାନୁଆରୀର ୩୧ଦିନରୁ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ (banks to be closed for 16 days in january)। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ବ୍ୟାଙ୍କିଙ୍ଗ୍ ସେବା ଦିବସ କାର୍ଯ୍ୟସୂଚୀରେ ପ୍ରକାଶ କରାଯାଇଛି ।

4-ଜମ୍ମୁ-କାଶ୍ମୀରର ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୃହବନ୍ଦୀ

ଜମ୍ମୁ-କାଶ୍ମୀର ବିଧାନସଭା ସୀମା ନିର୍ଦ୍ଧାରଣ ପ୍ରସଙ୍ଗ । ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ବିରୋଧ ନେଇ ଗୃହବନ୍ଦୀ ହେଲେ ତିନି ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ।

5-୧୦୦ ଦିବସୀୟ ପଠନ ଅଭିଯାନ ପଢେ ଭାରତ ଆରମ୍ଭ

୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’(Padhe Bharat Program) ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Union Education Minister Dharmendra Pradhan) ।

6-ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ପୋଡିଆ ବ୍ଲକ ମୋତମଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଧାରଣା ତିନି ଦିନରେ ପହଞ୍ଚିଛି । ଆଜି(ଶନିବାର) ଉପ ଜିଲ୍ଲାପାଳଙ୍କ ପକ୍ଷରୁ ଲିଖିତି ପ୍ରତିଶୃତି ମିଳିବା ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ ।

7-Market Building Attack: ୭ ଦିନ ପରେ ବି ଧରାପଡୁନି ଆକ୍ରମଣକାରୀ

ଦାଦାବଟିକୁ କେନ୍ଦ୍ରକରି ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଅଭିଯୁକ୍ତର ଟେର୍ ପାଉନି ପୋଲିସ । ଭୟରେ ବ୍ୟବସାୟୀ ।

8-FCRA Registration: ଶେଷ ହେଲା 12 ହଜାର NGOଙ୍କ ପଞ୍ଜିକରଣ ଅବଧି

ବୈଦେଶିକ ଅଂଶଦାନ (ବିନିୟମନ) ପଞ୍ଜିକରଣ ନିୟମାବଳୀ ଅଧିନିୟମ ଅନୁଯାୟୀ 12,580 ଏନଜିଓର ପଞ୍ଜିକରଣ ଅବଧି ଆଜି ଶେଷ ହୋଇଛି । ସୂଚନା ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

9-ତିରୁପତି ଓ ଶ୍ରୀଶୈଳମ ମନ୍ଦିର ପୁରୋହିତଙ୍କୁ ଭେଟି ଆଶୀର୍ବାଦ ନେଲେ ପିଏମ ମୋଦି

ନୂଆବର୍ଷରେ ପ୍ରଥମ ଦିନରେ ପ୍ରସିଦ୍ଧ ତିରୁପତି ବାଲାଜୀ ଓ ଶ୍ରୀଶୈଳମ ମନ୍ଦିରର ପୁରୋହିତଙ୍କୁ ଭେଟି ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ମୋଦି।

10-ଜମ୍ମୁ କାଶ୍ମୀରରେ ୫.୧ ତୀବ୍ରତାର ଭୂକମ୍ପ

ଜମ୍ମୁ କାଶ୍ମୀରରେ ଗତକାଲି ଭୂକମ୍ପ (Earthquake hits Jammu and Kashmir)ଝଟକା ଅନୂଭୁତ ହୋଇଥିବା ବେଳେ ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.