ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 30, 2021, 9:04 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-Jammu Kashmir Encounter: ସେନା ଗୁଳିରେ ଟଳିଲେ ୬ ଆତଙ୍କୀ

ଲଗାତାର ଭାବରେ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଜମ୍ମକାଶ୍ମୀରର କୁଲଗାମ ଓ ଅନନ୍ତନାଗ ଦୁଇଟି ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ (Encounter) ହୋଇଥିଲା । ଏଥିରେ ୬ଜଣ ଆତଙ୍କୀ ନିପାତ ହୋଇଛନ୍ତି ।

2-Pre-Budget meeting: ଆଜି ରାଜ୍ୟ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ

ଆସନ୍ତା ବର୍ଷ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବ ବଜେଟ । ଏନେଇ ଆଜି ରାଜ୍ୟର ଅର୍ଥମନ୍ତ୍ରୀଙ୍କ ସହ ପ୍ରି ବଜେଟ ବୈଠକ (Pre-Budget meeting)କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ।

3-PM Modi Visit Uttarakhand: ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ ହେବ ଏକାଧିକ ପ୍ରକଳ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଗୁରୁବାର) ଉତ୍ତରାଖଣ୍ଡର ହଲଦୱାନୀ ଗସ୍ତରେ( PM Modi to visit Uttarakhand) ଯିବେ । ମୋଦି ଉତ୍ତରାଖଣ୍ଡ ପାଇଁ ୭ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ ।

4-ନୂଆବର୍ଷରୁ ବଢିବ LPG ସିଲିଣ୍ଡର ଦର !

ନୂଆବର୍ଷ ଆରମ୍ଭରୁ ଖାଉଟିଙ୍କୁ ଲାଗିପାରେ ଝଟକା । ହାଣ୍ଡିଶାଳରେ ପଡିପାରେ ମହଙ୍ଗା ମାଡ ।

5-RJD ବିଧାୟକ ତେଜ ପ୍ରତାପ ଯାଦବଙ୍କ ବିରୁଦ୍ଧରେ FIR ରୁଜୁ

ରାଷ୍ଟ୍ରୀୟ ଜନତା ଦଳ(RJD) ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତଥା ବିଧାୟକ ତେଜ ପ୍ରତାପ ଯାଦବଙ୍କ ନାଁରେ FIR ରୁଜୁ ।

6-ପ୍ରବଳ ବରଫପାତରେ ଫସିଲେ ୩୦୦ ପର୍ଯ୍ୟଟକ, ଦେବଦୂତ ସାଜି ଉଦ୍ଧାର କଲେ ଭାରତୀୟ ସେନା

ସିକିମିର ଲାଚୁଙ୍ଗରେ ପ୍ରବଳ ବରଫପାତ ଯୋଗୁଁ ଫସିଲେ ପର୍ଯ୍ଯଟକ । ପ୍ରାୟ ୩୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଭାରତୀୟ ସେନା ।

7-ନୂଆବର୍ଷରେ ମିଳିବ PM-KISAN 10ମ କିସ୍ତି

ଜାନୁଆରୀ ପହିଲାରୁ ମିଳିବ ପିଏମ-କିଷାନର ୧୦ମ କିସ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

8-ହାତୀ ଆକ୍ରମଣରେ ମହିଳା ମୃତ

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ହାତୀ । ବୁଧବାର ରାତିରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

9-OCS Officers Orientation Programme: ନୂଆ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଓଡିଶା ପ୍ରଶାସନିକ ସେବାରେ ଯୋଗ ଦେଇଛନ୍ତି 153 ନବ ନିଯୁକ୍ତ ଅଧିକାରୀ । ନୂତନ ଅଧିକାରୀଙ୍କ ଆଭିମୁଖ୍ୟ ପାଇଁ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିଯୁକ୍ତ ଅଧିକାରୀଙ୍କୁ ସ୍ଵାଗତ କରିଥିଲେ ।

10-ବଦଳିଲେ ମାଲକାନଗିରି SP, ଭୁବନେଶ୍ବର ଟ୍ରାଫିକ DCP ହେଲେ IPS ସୁଶ୍ରୀ

ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଦୀର୍ଘ ମାସ ଧରି ଖାଲି ଥିବା ଭୁବନେଶ୍ବର ଟ୍ରାଫିକ ଡିସିପି ହେଲେ ଆଇପିଏସ ଏସ ସୁଶ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.