ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Dec 28, 2021, 9:23 AM IST

1-ଆଜି ଉଦଘାଟନ ହେବ କାନପୁର Metro Rail Project

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ମଙ୍ଗଳବାର) ଅପରାହ୍ନ 1.30ରେ କାନପୁର ମେଟ୍ରୋ ରେଲ ପ୍ରକଳ୍ପ (PM Narendra Modi visit Kanpur on 28 December) ର ଉଦଘାଟନ କରିବେ ।

2-ଓଡିଶା ଗସ୍ତରେ NGT ଅଧ୍ୟକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଫଳତାକୁ ପ୍ରଶଂସା

ଓଡିଶା ଗସ୍ତରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍(NGT) ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ । ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ NGT ଅଧ୍ୟକ୍ଷ ଓ ରାଜ୍ୟ ସରରକାରଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ହୋଇଛି ।

3-ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କୁ ଗାଳି, କାଳୀଚରଣଙ୍କ ବିରୋଧରେ ମାମଲା

ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନତ ମନ୍ତବ୍ୟ ଦେବା ଓ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ଛତିଶଗଡ ପୋଲିସ କାଳୀଚରଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ।

4-୨୦୨୧ରେ ରେକର୍ଡ ଭାଙ୍ଗିଛି IPO, ୧.୧୯ ଲକ୍ଷ କୋଟି ସଂଗ୍ରହ କରିଛନ୍ତି କମ୍ପାନୀ

କୋଭିଡ ଭୟାବହତା ମଧ୍ୟରେ ଆଇପିଓ(IPO) ପାଇଁ ବେଶ୍ ଶୁଭଙ୍କର ରହିଥିଲା ୨୦୨୧ । ଆଇଫିଓ ଜାରି କରି ପ୍ରାୟ ୧.୧୯ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି ୬୩ କମ୍ପାନୀ । ଯାହା ଯେକୌଣସି ବର୍ଷ ତୁଳନାରେ ସର୍ବାଧିକ ।

5-ଗଡଫ୍ରେ ଫିଲିପ୍ସ ଇଣ୍ଡିଆର CEO ହେଲେ ଶରଦ ଅଗ୍ରୱାଲ

ସିଗାରେଟ୍ କମ୍ପାନୀ ଗଡଫ୍ରେ ଫିଲିପ୍ସ ଇଣ୍ଡିଆର ସିଇଓ ଭାବେ ନିଯୁକ୍ତ ହେଲେ ଶରଦ ଅଗ୍ରୱାଲ ।

6-କିନ୍ନରଙ୍କୁ ମିଳିଲା ରୋଜଗାର, ବାଲେଶ୍ବରରେ ଖୋଲିଲା ମିଶନ ଶକ୍ତି କାଫେ

ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କିନ୍ନର ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ ଖୋଲିଛି ମିଶନ ଶକ୍ତି କାଫେ ।

7-ଆସନ୍ତା ସପ୍ତାହ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ମିଳିବ BSKY ସ୍ମାର୍ଟ ହେଲ୍‌ଥ କାର୍ଡ

ଆସନ୍ତା ଏକ ସପ୍ତାହ ମଧ୍ୟରେ ସବୁ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(BSKY) ରେ ସ୍ମାର୍ଟ ହେଲ୍‌ଥ କାର୍ଡ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

8-ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଦେଲେ ନିର୍ଦ୍ଦେଶ

ରାଜ୍ୟରେ କୋଭିଡ ତଥା ନୂଆ ଭାରିଆଣ୍ଟ ଓମିକ୍ରନ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଦେଲେ ନିର୍ଦ୍ଦେଶ

9-ଦେଶରେ ୧୪୨ କୋଟି ଅତିକ୍ରମ କଲା ଟୀକାକରଣ

ଦେଶରେ ଟୀକାକରଣ ୧୪୨.୩୮ କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

10-Ashes: ଆସେସ କବଜା କଲା ଅଷ୍ଟ୍ରେଲିଆ

ଆସେସ ଟେଷ୍ଟରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଘରୋଇ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ବସ୍କି୍‌ ଡେ(ତୃତୀୟ) ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ (Australia thrash England)।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.