ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - top news at 9am

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 29, 2021, 9:06 AM IST

1.Parliament Winter Session: ଆଜିଠୁ ସଂସଦ ଶୀତ ଅଧିବେଶନ, ଫୋକସରେ କୃଷି ଆଇନ ପ୍ରତ୍ୟାହାର

ଆଜିଠୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ (Winter session of Parliament) । ଅଧିବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ (Farm law repeal) ପ୍ରତ୍ୟାହାରକୁ ଲୋକସଭାରେ ଆଗତ କରିବାକୁ ତାଲିକାଭୁକ୍ତ କରିଛନ୍ତି ।

2.Padmashri Nanda Sir: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ଜମିବାଡ଼ି ବିବାଦ (Land Dispute)କୁ କେନ୍ଦ୍ର କରି କନ୍ତିରା ଗାଁରେ ନନ୍ଦ ସାରଙ୍କ ବଡ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ମରଣାନ୍ତକ ଆକ୍ରମଣ । ଏଥିସହ ନନ୍ଦ ସାରଙ୍କୁ ମଧ୍ୟ ଆକ୍ରମଣ ଧମକ ଦେଲେ ଆକ୍ରମଣକାରୀ ।

3.New Covid-19 variant: ମାତ୍ରାଧିକ ଚିନ୍ତିତ ନହେବା ପାଇଁ ICMRର ପରାମର୍ଶ

new Covid-19 variant କୁ ନେଇ ମାତ୍ରାଧିକ ଚିନ୍ତିତ ହେବାର ଆବଶ୍ୟକ ନଥିବା କହିଲା ICMR । କୋଭିଡ ପ୍ରୋଟୋକଲ ପାଳନ ଓ ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ମଧ୍ୟ କହିଲେ ବିଶେଷଜ୍ଞ ।

4.ପହିଲାରୁ Assembly Winter Session, ଶାସକ ଦଳକୁ ଘେରିବାକୁ ସଜବାଜ ହେଲେଣି ବିରୋଧୀ

ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ (Assembly Winter Session)। ଶାସକ ଦଳକୁ ଜୋରଦାର ବିରୋଧ କରିବେ ବିରୋଧୀ।

5.Cyclone Expected in Odisha: ଆସୁଛି ଆଉ ଏକ ବାତ୍ୟା, ଦକ୍ଷିଣ ଉପକୂଳରେ ପ୍ରବଳ ଛେଚିବ

ନଭେମ୍ବର ୩୦ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାର ପ୍ରଭାବରେ ଡିସେମ୍ବର ୨ ତାରିଖରୁ ଦକ୍ଷିଣ ଉପକୂଳରେ ବର୍ଷା ହେବା ସମ୍ଭାବନା ରହିଛି ।

6.Earthquake: ଭେଲୋରରେ ଭୂମିକମ୍ପ ଝଟକା

ଆଜି(ସୋମବାର) ସକାଳ ପ୍ରାୟ 4ଟା 17 ସମୟରେ ଭେଲୋରରେ 3.6 ତୀବ୍ରତାର ଭୂମିକମ୍ପ(earthquake) ଅନୁଭୂତ ହୋଇଛି ।

7.jio ଗ୍ରାହକଙ୍କୁ ଝଟକା, ମହଙ୍ଗା ହେଲା ରିଚାର୍ଜ ପ୍ଲାନ

ରିଲାଏନ୍ସ ଜିଓ ପକ୍ଷରୁ ତାର ସମସ୍ତ ପ୍ଲାନ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଡିସେମ୍ବର ପହିଲାରୁ ଏହି ନୂଆ ଦର ଲାଗୁ ହେବ ।

8.ତାଳଚେରରେ MCLର ଦାଦାଗିରି, ବିନା ନୋଟିସ ଓ କ୍ଷତିପୂରଣରେ ଭାଙ୍ଗିଲା ଲୋକଙ୍କ ଘର

କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ MCL କୋଇଲା ଖଣି କର୍ତ୍ତୃପକ୍ଷ ବୁଲ୍‌ଡୋଜର ଲଗାଇ ଲୋକଙ୍କ ଘର ଭାଙ୍ଗିଛନ୍ତି ।

9.Omicron Threat: ଟେଷ୍ଟିଂ ଓ ସର୍ଭିଲାନ୍ସ ବଢାଇବାକୁ ରାଜ୍ୟକୁ କେନ୍ଦ୍ରର ଚିଠି

Omicron variant ସତର୍କତା । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

10.ବ୍ରହ୍ମପୁର ପରେ ଶେରଗଡ, ନ୍ୟାୟ ପାଇଁ ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା

ଦୀର୍ଘ ୯ ବର୍ଷ ପ୍ରେମ (Love Affair) ସମ୍ପର୍କ ରଖିବା ପରେ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହା କଲା ପ୍ରେମିକ । ନ୍ୟାୟ ଦାବି କରି ପ୍ରେମିକର ଘର ସମ୍ମୁଖରେ ପ୍ରେମିକାର ଧାରଣା( Girl Friend Protest) ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.