ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନରTOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର ବଡ଼ ଖବର
author img

By

Published : Nov 12, 2021, 9:02 AM IST

1.ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ 144 ଧାରା ଲାଗୁ, ରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ

ଆଜି ପବିତ୍ର ଅଁଳା ନବମୀ । ବର୍ଷକୁ ଥରେ ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାଆନ୍ତି ରାଧାରାଣୀ ।

2. ଆଜି RBIର ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବେ ମୋଦି

ଆଜି (ଶୁକ୍ରବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିବ ।

3. 15ରୁ B.Ed ଓ BHEDର ନାମଲେଖା, 17ରୁ ପାଠପଢ଼ା

2021-23 ଶିକ୍ଷାବର୍ଷରେ ବିଏଡ୍ ଓ ବିଏଚଇଡି ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟ ନାମଲେଖା ୧୫ ରୁ ୧୬ ତାରିଖରେ ମଧ୍ୟରେ ଅନୁଷ୍ଠିତ ହେବ ।

4. ବିଧାନସଭା ଚଳାଇବେ ପିଲା: ଗୃହରେ ପଚାରିବେ ପ୍ରଶ୍ନ, ରଖିବେ ଉତ୍ତର

ଶିଶୁ ଦିବସରେ ରାଜସ୍ଥାନ ବିଧାନସଭା ପରିଚାଳନା କରିବେ ୨୦୦ ସ୍କୁଲ ପିଲା ।

5 ହୁତୁ ହୁତୁ ହୋଇ ଜଳିଗଲା କବାଡିଖାନା

ମୁମ୍ବାଇର ଏକ କବାଡିଖାନାରେ ଭୀଷଣ ଅଗ୍ନିକାଣ୍ଡ । ମୃତାହତ ନେଇ ନାହିଁ କୌଣସି ସୂଚନା ।

6. ୟୁପିରେ ଜିକା ଆତଙ୍କ, କାନପୁର ପରେ ଲକ୍ଷ୍ନୌରେ 2 ସଂକ୍ରମିତ ଚିହ୍ନଟ

କାନପୁର ପରେ ରାଜଧାନୀ ଲକ୍ଷ୍ନୌରେ ଖେଳିଲା ଜିକା ଭାଇରସ ଆତଙ୍କ । ଦୁଇ ସଂକ୍ରମିତ ଚିହ୍ନଟ ।

7. ରାହାଣେଙ୍କୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ନେତୃତ୍ବ

ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚର ଅଧିନାୟକତ୍ବ କରିବେ ଅଜିଙ୍କ୍ୟ ରାହାଣେ । ଓହରି ଗଲେ ରୋହିତ ଶର୍ମା ।

8. ଖୋଲିବ ରକ୍ତଚରିତ୍ର ଗ୍ୟାଙ୍ଗର ଗୁମର, ରିମାଣ୍ଡରେ ଆସିବେ ୪ ଅଭିଯୁକ୍ତ

ରକ୍ତଚରିତ୍ର ଗ୍ୟାଙ୍ଗର ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଖୋଲିବ ଅନେକ ଗୁମର ।

9. ପଞ୍ଜାବର ପୂର୍ବତନ ବିଧାୟକ ସୁଖପାଲ ସିଂହ ଖଇରା ଗିରଫ

ଗିରଫ ହେଲେ ପଞ୍ଜାବର ପୂର୍ବତନ ବିଧାୟକ ସୁଖପାଲ ସିଂହ ଖଇରା । ମନି ଲଣ୍ଡରିଂ କେସରେ ଗିରଫ କଲା ଇଡି ।

10. T20 WC; ଭାଙ୍ଗିଲା ପାକିସ୍ତାନ ବିଜୟ ଧାରା, ଫାଇନାଲରେ ଅଷ୍ଟ୍ରେଲିଆ

ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ମୁକାବିଲା ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.