ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର... - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 24, 2020, 9:02 AM IST

1.ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଦେଶର କେତେକ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି । ପରିସ୍ଥିତି ଅନିୟନ୍ତ୍ରଣ ହେବା ପୂର୍ବରୁ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।...

2.ହିମାଚଳପ୍ରଦେଶର 4 ଜିଲ୍ଲାରେ ରାତ୍ରୀକାଳୀନ କର୍ଫୁ, 31 ଯାଏଁ ସ୍କୁଲ ବନ୍ଦ

ସଂକ୍ରମଣ ବଢିବାରୁ ହିମାଚଳପ୍ରଦେଶର 4 ଜିଲ୍ଲାରେ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଆଜି ଠାରୁ ଆସନ୍ତା ଡିସେମ୍ବର 15 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯିବ ।

3.ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ରଦ୍ଦ ମାମଲା: ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀରେ ହୋଇଥିବା 2019 ଲୋକସଭା ନିର୍ବାଚନକୁ ରଦ୍ଦ କରିବା ନେଇ ଦାଖଲ ଯାଚିକା ଉପରେ ମଙ୍ଗଳବାର ରାୟ ଶୁଣାଇବେ ସୁପ୍ରିମକୋର୍ଟ ।

4.ପୁରୀ ହାଜତ ମୃତ୍ୟୁ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି

ପୁରୀ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣା । ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଘଟଣାରେ ସିବିଆଇ ତଦନ୍ତ ଦାବି କରାଯାଇଛି ।

5.ବସରେ ଚାଲାଣ ହେଉଥିଲା ୫୨୦ ପକ୍ଷୀ ଓ ୫୮ ଟି ଠେକୁଆ, ଜବତ କଲା ପୋଲିସ

ପଶ୍ଚିମବଙ୍ଗରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ବସରେ ବେଆଇନ ପଶୁପକ୍ଷୀ ଚାଲାଣ ବେଳେ ଜବତ କଲା କଟକ ବାଦାମବାଡ଼ି ପୋଲିସ । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି।

6.ଓଡିଶାକୁ ଦୁଇଟି ଜାତୀୟ ସମ୍ମାନ

ମତ୍ସ୍ୟ ଚାଷ କ୍ଷେତ୍ରରେ ଓଡିଶାକୁ ମିଳିଛି ଦୁଇଟି ଜାତୀୟ ସମ୍ମାନ ।

7.ପତ୍ନୀଙ୍କ ଦେହାନ୍ତ ଦିନ କୁଳପତି ଚୟନ ଦାୟିତ୍ବ ତୁଲାଇ ଚର୍ଚ୍ଚାରେ ରାଜ୍ୟପାଳ ଗଣେଶୀ ଲାଲ

ଭାବପ୍ରବଣତାକୁ ପଛରେ ପକାଇ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ।

8.ଫାଲକନ 9 କ୍ୟାରିଅର ରକେଟ ଲଞ୍ଚିଂ ସ୍ତଗିତ କଲା SpaceX

ଖରାପ ପାଗ ଯୋଗୁଁ ଫାଲକନ 9 କ୍ୟାରିଅର ରକେଟ ଲଞ୍ଚିଂ କାର୍ଯ୍ୟକ୍ରମକୁ ସ୍ତଗିତ କରିଦେଇଛି ସ୍ପେସ ଏକ୍ସ(SpaceX) ।

9.ଆଇଏସଏଲ-7: ଓଡିଶା ଏଫସିକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କଲା ହାଇଦ୍ରାବାଦ ଏଫସି

ଆଇଏସଏଲର 7ର ଓଡିଶା ଏଫସିର ପ୍ରଥମ ମ୍ୟାଚରେ ପରାଜୟ । ପେନାଲଟିରେ ଗୋଲ କରି ବିଜୟରୁ ଅଭିଯାନ ଆରମ୍ଭ କଲା ହାଇଦ୍ରାବାଦ ଏଫସି ।

10.ତାହିରାଙ୍କ ଏକ୍ସପ୍ରେସନରେ ଫିଦା ଆୟୁଷ୍ମାନ

ଭାଇରାଲ ହେଲା ତାହିରାଙ୍କ ନୂଆ ପୋଷ୍ଟ । ତାଙ୍କ ମୁହଁର ଏକ୍ସପ୍ରେସନ ଦେଖି ଦିୱାନା ହେଲେ ଆୟୁଷ୍ମାନ । ଦେଲେ ଏମିତି କମେଣ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.