ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଟପ୍‌ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 31, 2022, 9:06 PM IST

୧. ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭୁବନେଶ୍ବର ମାର୍କେଟ ବିଲ୍ଡିଂ ବନ୍ଦ

ରାଜଧାନୀ ଭୁବନେଶ୍ବର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ସ୍ଥାୟୀ ଓ ଅସ୍ଥାୟୀ ଉଠା ଦୋକାନୀଙ୍କ ମଧ୍ୟରେ ଗଣ୍ଡଗୋଳକୁ ପରେ ନିଷ୍ପତି ।

୨. MSP issue: ପଞ୍ଜାବରେ ରେଳରୋକ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା

MSP ବୃଦ୍ଧି ଦାବିରେ ପଞ୍ଜାବରେ ରେଳରୋକ କଲା ସଂଯୁକ୍ତ କିଷାନ ମୋର୍ଚ୍ଚା ।

୩. 10 ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡର 3 ବିଧାୟକ

10 ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡ କଂଗ୍ରେସର 3 ବିଧାୟକ ।

୪. ରାଜସ୍ଥାନରେ ଅଭାବନୀୟ ଘଟଣା: ପାଣିରେ ବୁଡି 5 ମୃତ

ରାଜସ୍ଥାନର କ୍ଷେତରେ ଅଭାବନୀୟ ଘଟଣା । ଚାଷ ପାଇଁ ଖୋଳାଯାଇଥିବା ପୋଖରୀରେ ବୁଡି 5 ଶିଶୁ ମୃତ ।

୫. ଆପଣ ଯଦି ଜୀବିତ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାନ: ବିହାର ମନ୍ତ୍ରୀ ରାମସୁରତ

'ଆପଣ ଯଦି ଜୀବିତ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦାନ' । ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଦେଇଥିବା ବିହାର ମନ୍ତ୍ରୀ ରାମସୁରତ ରାୟଙ୍କ ଏହି ବୟାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

୬. ବିବାହ ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟ୍‌ କଲେ ମହିଳା, ପୋଲିସର ଦ୍ବାରସ୍ତ ହେଲେ ଓଡ଼ିଆ ଇଞ୍ଜିନିୟର

ଯୁବକଙ୍କୁ ବିବାହ ପ୍ରତିଶୃତି ଦେଇ ୧୦ଲକ୍ଷ ଟଙ୍କା ଲୁଟି ନେଲେ ମହିଳା । ଏବେ ବିବାହ କରିବାକୁ କହିବାରୁ ମନା କରିବା ସହ ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ ଦେଉଛନ୍ତି ମହିଳା ଜଣକ ।

୭. ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ 94 ବର୍ଷ ବୟସରେ ପରଲୋକ

94 ବର୍ଷ ବୟସରେ ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ଫାଇଡେଲ ରୋମାସଙ୍କ ଦେହାନ୍ତ । କୋଭିଡରେ ଆକ୍ରାନ୍ତ ହୋଇଥିଲେ ଚିକିତ୍ସାଧୀନ ।

୮. ପତ୍ନୀଙ୍କ ପରେ ପତିଙ୍କ ଆତ୍ମହତ୍ୟା, ଫିନାଇଲ ପିଇ ଗୁରୁତର ଥିଲେ ପତି

ପତ୍ନୀଙ୍କ ଆତ୍ମହତ୍ୟାର ୧୫ ଦିନ ପରେ ଗଲା ପତିଙ୍କ ଜୀବନ । ଯାହାକୁ ନେଇ ଭୁବନେଶ୍ବରର ସିଦ୍ଧେଶ୍ଵରି ଆପାର୍ଟମେଣ୍ଟରେ ଶୋକର ଛାୟା ଖେଳି ଯାଇଛି ।

୯. CWG 2022 Day 3: ସାଇକେଲିଂ ଫାଇନାଲରେ ବିଷଭଜିତ, ବଢିଲା ପଦକ ଆଶା

ଚଳିତ କମନୱେଲ୍‌ଥ ଗେମ୍ସରେ (Commonwealth Games 2022 ) ବଢିଲା ଭାରତର ଆଉ ଏକ ପଦକ ଆଶା ।

୧୦. CWG 2022: ସ୍ମୃତି ଓ ଶେଫାଳୀଙ୍କ ଧୁଆଁଧାର ବ୍ୟାଟିଂ, ପାକିସ୍ତାନକୁ ହରାଇଲା ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ବିଜୟ ହାସଲ କରିଛି । ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୮ ୱିକେଟ ମାତ୍‌ ଦେଇ ବିଜୟ ଯାତ୍ରା ଆରମ୍ଭ କରିଛି ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.