ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ at 9pm

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 27, 2022, 9:26 PM IST

୧. CHSE Plus 2 Result: ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରକାଶ ପାଇଛି ଯୁକ୍ତଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ । ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨. LokSabha: ପଶ୍ଚିମ ଓଡିଶାରେ ଏକ କର୍କଟ ଚିକିତ୍ସାଳୟ ସ୍ଥାପନ ପାଇଁ ବରଗଡ ସାଂସଦଙ୍କ ଦାବୀ

ସଂସଦରେ ଓଡିଶାର ସ୍ବର । କିଡିନୀ ରୋଗ ଓ ଏହାର ନିରାକରଣ ପାଇଁ ଉଠିଲା ଦାବୀ ।

୩. ବିଦ୍ୟତୁ ତାର ସଂସ୍ପର୍ଶରେ ଆସିଲେ ପ୍ରଧାନଶିକ୍ଷକ ଓ ଦୁଇ ଛାତ୍ର, ଗୁରୁତର ଅବସ୍ଥାରେ ଉଦ୍ଧାର

ସୋର ଅଞ୍ଚଳରେ ଏକ ବିଦ୍ୟାଳୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରଧାନ ଶିକ୍ଷକ ଓ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି ।

୪. ପୁରୀରେ ହେବ ଅର୍ନ୍ତଜାତୀୟ ବିମାନ ବନ୍ଦର, ଚିହ୍ନଟ ହେଲା ଜମି

ପୁରୀରେ ହେବ ଅର୍ନ୍ତଜାତୀୟ ବିମାନ ବନ୍ଦର । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ପ୍ରତିନିଧି ଦଳ ପୁରୀ ଆସି ସ୍ଥାନ ଦେଖିବା ପରେ ଜିଲ୍ଲାପାଳଙ୍କ ସହ କଲେ ବୈଠକ ।

୫. ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତା ବାବୁସାନ ମହାନ୍ତି

ହାଇକୋର୍ଟରେ ଅଭିନେତା ବାବୁସାନ ମହାନ୍ତି । ସାମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ଆଗୁଆ ଜାମିନ ଆବେଦନ କଲେ ବାବୁସାନ ।

୬. 50 ପ୍ରତିଶତ ବିମାନ ଉଡାଇପାରିବ Spice Jet, କଟକଣା ଜାରି କଲା DGCA

ଏକାଧିକ ଉଡାଣ ବେଳେ ଯାନ୍ତ୍ରିକ ତ୍ରୁଟି ପରେ ବିମାନ କମ୍ପାନୀ ସ୍ପାଇସଜେଟକୁ DGCAର ଛାଟ ।

୭. କର୍ଣ୍ଣାଟକରେ ବିଜେପି ଯୁବନେତାଙ୍କ ହତ୍ୟାକୁ ନେଇ ରାଜ୍ୟବ୍ୟାପୀ ଉତ୍ତେଜନା !

କର୍ଣ୍ଣାଟକରେ ଦକ୍ଷିଣ କାନ୍ନଡ ଜିଲ୍ଲାରେ ବିଜେପି ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ପ୍ରବୀଣ ନେତାରୁଙ୍କ ହତ୍ୟା ପରେ ସାରା ରାଜ୍ୟରେ ଉତ୍ତେଜନା ।

୮. କଳିଙ୍ଗ ଷ୍ଟାଡିୟମରେ ଓଡିଶା ବିଧାନସଭାର ସମସ୍ତ ବିଧାୟକ

କଳିଙ୍ଗ ଷ୍ଟାଡିୟମରେ ଓଡିଶା ବିଧାନସଭାର ସମସ୍ତ ବିଧାୟକ । ଦଳ ମତ ନିର୍ବିଶେଷରେ ସମସ୍ତେ ବିଧାୟକ ଏକା ସାଙ୍ଗରେ ମୋ ବସରେ ବସି କଳିଙ୍ଗ ଷ୍ଟାଡିୟମକୁ ଯାଇଥିଲେ ।

୯. CWG 2022: ଉଦଘାଟନୀ ସମାରୋହରେ ଭାରତର ଧ୍ୱଜା ବାହକ ହେବେ ଅଲମ୍ପିଆନ ପିଭି ସିନ୍ଧୁ

ବର୍ମିଂହାମରେ ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି କମନ ୱେଲଥ ଗେମ୍ସ ।

୧୦. SAFF Championship: ଭାରତକୁ 2-1 ଗୋଲରେ ମାତ ଦେଲା ବାଂଲାଦେଶ

ଘରୋଇ ଭାରତକୁ 2-1 ଗୋଲରେ ମାତ ଦେଲା ଅତିଥି ଦଳ ବାଂଲାଦେଶ । ଭାରତ ଓ ବାଂଲାଦେଶ ମଧ୍ୟରେ କଡା ମୁକାବିଲା କଳିଙ୍ଗ ଷ୍ଟାଡିୟମରେ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.