ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 19, 2022, 8:58 PM IST

୧. OdishaAssembly: ଦରଦାମ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ

ବିଧାନସଭାରେ ଆଜି କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି ।

୨. କାଶୀପୁରରେ କଲେରା ଆତଙ୍କ : ପୁଣି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ, ୮ରେ ପହଞ୍ଚିଲା ମୃତକ ସଂଖ୍ୟା

ଦିନକୁ ଦିନ ଗମ୍ଭୀର ହେଉଛି କାଶୀପୁର ସ୍ଥିତି । ମାଡ଼ି ଚାଲିଛି କଲେରା ଆତଙ୍କ ।

୩. ATG ବ୍ୟବସ୍ଥା ଲାଗୁ କରିବେ ରାଜ୍ୟ ସରକାର, 24 ଘଣ୍ଟିଆ ମିଳିବ ରାସନ

ରାଜ୍ୟ ସରକାର ନେବାକୁ ଯାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାସନ ଯୋଗାଣରେ ATG ବ୍ୟବସ୍ଥା କରିବେ ରାଜ୍ୟ ସରକାର ।

୪. ଦୂଷିତ ପାଣିରୁ ହଇଜା କରାଉଥିବା ଭିବ୍ରିଓ ଜୀବାଣୁ ଠାବ

କାଶୀପୁରରେ ପାଣି ଓ ରୋଗୀଙ୍କ ସ୍ୱାବ୍‌ରୁ ହଇଜା କରାଉଥିବା ଭିବ୍ରିଓ କଲେରା ଜୀବାଣୁ ମିଳିଛି ।

୫. ସ୍ପେଶାଲ ପାରୋଲରେ ୬୦୮ କଏଦୀ, ଫେରିବାକୁ ନେଇ ବଢିଲା ଚିନ୍ତା

ସରି ଆସୁଛି କଏଦୀଙ୍କ ସ୍ପେଶାଲ ପାରୋଲ । ଆଉ ହାତରେ ୩୦ ଦିନ ରହିଥିବା ବେଳେ କଏଦୀ ଫେରିବେ ନା ନାହିଁ ସେ ନେଇ ବଢିଛି ଚିନ୍ତା ।

୬. Agnipath Recruitment Controversy: ଜାତିଗତ ପ୍ରମାଣ ମଗାଯାଉଥିବା ଅଭିଯୋଗକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଖଣ୍ଡନ

ଅଗ୍ନିପଥ ଯୋଜନାର ଭର୍ତ୍ତି ପ୍ରକ୍ରିୟାରେ ଜାତିଗତ ପ୍ରମାଣପତ୍ର ମଗାଯିବା ଅଭିଯୋଗକୁ ଖଣ୍ଡନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ।

୭. ଡମ୍ପର ଚଢାଇ DSPଙ୍କୁ ହତ୍ୟା: ପରିବାରକୁ ଏକ କୋଟିର ଅନୁକମ୍ପା ରାଶି ଦେବେ ହରିୟାଣା ସରକାର

ବେଆଇନ ଖାଦାନ ଉପରେ ଚଢାଉ ବେଳେ ହତ୍ୟାର ଶିକାର DSPଙ୍କ ପରିବାରକୁ ଏକ କୋଟି ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

୮. ବାଲିପାଟଣା ଆଶିଷ ହତ୍ୟାକାଣ୍ଡ ଘଟଣା : ତିନି ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବୋଧଖଣ୍ଡି ଗାଁ ଆଶିଷ ହତ୍ୟାକାଣ୍ଡ ଘଟଣାରେ ଜେଲ୍‌ରେ ଥିବା ତିନି ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ବାଲିପାଟଣା ପୋଲିସ ।

୯. ନିଃସ୍ବାର୍ଥ ସେବାର ଉଦାହରଣ, ଖରସ୍ରୋତା ସେତୁ ସଫା କରି ଚର୍ଚ୍ଚାରେ ଯୁବକ

ପଚାରିଲେ ଭଲକି ନିଜ ନାଁ କି ଗାଁ ନାଁ କହି ପାରୁନାହାନ୍ତି ।

୧୦. ଲାଞ୍ଚ ନେଉଥିଲେ ଡାକ୍ତରବାବୁ, କାବୁ କଲା ଭିଜିଲାନ୍ସ

ଭିଜିଲାନ୍ସ କବଜାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ କାବୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.