ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 18, 2022, 9:00 PM IST

୧. President Election: ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ, କାଲି ଦିଲ୍ଲୀ ଯିବ ବାଲାଟ ବକ୍ସ

ଶେଷ ହେଲା ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ । ଯାଉମୁଦ ଦେଇ ସିଲ ହେଲା ଭୋଟିଂ ବାକ୍ସ ।

୨. Odisha Assembly: ବିଧାନସଭାରେ ସରକାର ଦେଖାଇଲେ କୋଟିଆର ଗୋଲାପୀ ଚିତ୍ର

ବିଭିନ୍ନ ବାଦବିବାଦ ପରେ ଆଜି ବିଧାନସଭା ସଭାରେ କୋଟିଆ ବିକାଶର ଗୋଲାପୀ ଚିତ୍ର ଦେଖାଇଛନ୍ତି ରାଜ୍ୟ ସରକାର ।

୩. ଯୁକ୍ତ ଦୁଇ ଆଡ଼ମିଶନ ଟେନ୍‌ସନ୍‌, କଟ ଅଫ୍ ମାର୍କକୁ ନେଇ ଚିନ୍ତାରେ ମେଧାବୀ

ମ୍ୟାଟ୍ରିକ୍‌ ପାସ୍‌ କରିବା ପରେ ନିଜ ପସନ୍ଦର କଲେଜରେ ପାଠ ପଢ଼ିବା ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ ।

୪. ରାଜ୍ୟରେ ସରିଆସିଲାଣି କୋଭିସିଲ୍ଡ ଟିକା, ଟୀକାକରଣରେ ହୋଇପାରେ ବ୍ୟାଘାତ

ରାଜ୍ୟରେ କୋଭିସିଲଡ ଟିକା ସରିଆସୁଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

୫. ମୁହଁ ଖୋଲିଲେ ବିଜୟ: ମୋ ବିରୋଧରେ ଷଡଯନ୍ତ୍ର ଚାଲିଛି ଏବଂ ଅଭିଯୋଗ ଭିତ୍ତିହୀନ

ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ସେ କହିଛନ୍ତି, ମୋ ନାଁରେ ଯେଉଁ ଅଭିଯୋଗ ଆସିଛି, ତାହା ଭିତ୍ତିହୀନ ।

୬. ସାଇବର ଠକଙ୍କ ଟାର୍ଗେଟରେ‌ ବ୍ୟବସାୟୀ: ବିଜନେସ ଡିଲ ଆଳରେ ଠକି ନେଲେ ଠକ

ବ୍ୟବସାୟୀଙ୍କ ଉପରେ ସାଇବର ଠକଙ୍କ ନଜର । ସେୟାର‌ ଇନଭେଷ୍ଟମେଣ୍ଟ ଆଳରେ ଜଣେ ଯୁବ ବ୍ୟବସାୟୀଙ୍କ ଠୁ ସାଇବର ଠକ ଠକି ନେଇଛନ୍ତି ୨ ଲକ୍ଷ ଟଙ୍କା ।

୭. OdishaAssembly: ହାତ ଟେକିଦେଲା ରାଜ୍ୟ, ମନ୍ତ୍ରୀଙ୍କ ଜବାବ GSTକୁ ନେଇ କିଛି କରିହେବ ନାହିଁ

ବିଧାନସଭାରେ ଉଠିଲା ଚୁଡା, ମୁଢ଼ି, ଖଈ, ଉଖୁଡା, ଘୋଳ ଦହି ଇତ୍ୟାଦିରେ ଲାଗିଥିବା GST ପ୍ରସଙ୍ଗ ।

୮. Prophet row: ଗିରଫଦାରୀରୁ ବର୍ତ୍ତିବାକୁ ସୁପ୍ରିମକୋର୍ଟର ଦ୍ବାରସ୍ଥ ନୁପୂର ଶର୍ମା

ଗିରଫରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମା ।

୯. ICC ODI Rankings: ତୃତୀୟ ସ୍ଥାନ ବଜାୟ ରଖିଲା ଭାରତ

ଇଂଲଣ୍ଡ ବିପକ୍ଷ ସିରିଜ ଜିତିବା ପରେ ଭାରତୀୟ ଟିମ ICC ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନରେ ନିଜ ସ୍ଥାନ ମଝବୁତ କରିଛି ।

୧୦. ଦୁର୍ଗା ପୂଜାରେ ଆସୁଛି ଚଳଚ୍ଚିତ୍ର ଦମନ, ଲିଙ୍ଗରାଜଙ୍କ ଠାରେ ପାଣି ଢାଳି ଆଶୀର୍ବାଦ କାମନା କଲେ ବାବୁସାନ

ବାବୁସାନଙ୍କ ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ଦମନର ରିଲିଜ ତାରିଖକୁ ଏକ ନିଆରା ଢଙ୍ଗରେ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.