ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 12, 2022, 9:05 PM IST

୧. Assembly Budget Session: ଆସନ୍ତାକାଲିଠୁ ଦ୍ୱିତୀୟ ପର୍ଯ୍ୟାୟ

ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ ।

୨. ଶ୍ରୀନଗରରେ ଆତଙ୍କୀଙ୍କ ଗୁଳିମାଡ: ଜଣେ ପୋଲିସ କର୍ମୀ ଶହୀଦ

ଶ୍ରୀନଗର ଜିଲ୍ଲାର ଲାଲ୍ ବଜାରରେ ପୋଲିସ କର୍ମୀଙ୍କ ଉପରେ ଆତଙ୍କୀଙ୍କ ଗୁଳିମାଡ । ଆକ୍ରମଣରେ ଏଥିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଛନ୍ତି ।

୩. SpiceJet ମୁଖ୍ୟଙ୍କ ନାମରେ ଚଞ୍ଚକତା ଅଭିଯୋଗ

ବିମାନ କମ୍ପାନୀ ସ୍ପାଇସଜେଟ୍ ମୁଖ୍ୟଙ୍କ ନାମରେ ବ୍ୟବସାୟିକ ଚଞ୍ଚକତା ଅଭିଯୋଗ । ମାମଲା ରୁଜୁ କଲା ଗୁରୁଗ୍ରାମ ପୋଲିସ । ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ଦର୍ଶାଇଲା କମ୍ପାନୀ ।

୪. ମୁଖ୍ୟମନ୍ତ୍ରୀ ଥଣ୍ଡା ଚା’ ପିଇବାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍, କଟାକ୍ଷ କଲା କଂଗ୍ରେସ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା' ପିଇବାକୁ ଦେବାରୁ ଯୋଗାଣ ଅଧିକାରୀଙ୍କୁ ମିଳିଲା କାରଣ ଦର୍ଶାଅ ନୋଟିସ୍ ।

୫. ୨୪ ଦିନରେ ନବମ ତ୍ରୁଟି, ବିଳମ୍ବ ହେଲା ଦୁବାଇ-ମଦୁରାଇ ସ୍ପାଇସଜେଟ ବିମାନ ଉଡାଣ

ଗତ ୨୪ ଦିନରେ ସ୍ପାଇସଜେଟ ବିମାନରେ ନବମ ଯାନ୍ତ୍ରିକ ସମସ୍ୟା । ନୋଜ ହ୍ବିଲରେ(nose wheel) ତ୍ରୁଟି ଦେଖାଦେବାରୁ ବିଳମ୍ୱ ହେଲା ଦୁବାଇ-ମଦୁରାଇ ବିମାନ ଉଡାଣ ।

୬. Odisha Assembly Budget Session: ବିଜେପିର ରଣନୀତି ପ୍ରସ୍ତୁତ

ଆସନ୍ତାକାଲିଠାରୁ ଆରମ୍ଭ ହେବ ଓଡିଶା ବିଧାନସଭା ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ । ଆସନ୍ତାକାଲି ବିଭିନ୍ନ ଷ୍ଟାଣ୍ଡିଙ୍ଗ କମିଟିର ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ ।

୭. ସରକାରୀ କର୍ମଚାରୀ ପାଇଁ ବଢିଲା ଗୃହ ନିର୍ମାଣ ଋଣ ସହାୟତା

ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ।

୮. Weather Update: ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ, ଦୁଇ ଦିନ ପ୍ରବଳ ବର୍ଷିବ

ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡିଶା ଉପକୂଳ ରେ ସକ୍ରିୟ ରହିଛି।

୯. Ind-Eng ODI: ବୁମରାଙ୍କ ବିସ୍ଫୋରକ ବୋଲିଂରେ ଧରାଶାୟୀ ଇଂଲଣ୍ଡ, ଟାର୍ଗେଟ 111

ବୁମରାଙ୍କ ବିସ୍ଫୋରକ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ । ଆଜି ଖେଳାଯାଇଥିବା ଦିନିକିଆ ମ୍ୟାଚରେ ଇଂଲଣ୍ଡ 25.2 ଓଭରରେ 110 ରନ କରି ଅଲଆଉଟ ହୋଇଛି ।

୧୦. ଇଣ୍ଟରନେଟ୍‌ରେ ଧମାଲ ମଚାଇଲା ଆୟୁଷ୍ମାନଙ୍କ ପୋଷ୍ଟ, ଭୁଲ୍‌ ଜବାବ୍‌ ଦେଇ ଫ୍ୟାନ୍ସଙ୍କ ମୁହଁ ବନ୍ଦ କଲେ କାର୍ତ୍ତିକ !

ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନାଙ୍କ ପୋଷ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.