୧.ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା:ନିଜ ଆଡୁ ମାମଲା ରୁଜୁ କଲେ OHRC
୨.25973 ଜଣ ନିଖୋଜ ମହିଳାଙ୍କ ଭିତରୁ 9920 ଜଣ ଉଦ୍ଧାର ହୋଇଛନ୍ତି: ଗୃହରାଷ୍ଟ୍ର ମନ୍ତ୍ରୀ
୩.ନୂଆପଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ଶିଶୁ ସମେତ ୪ ମୃତ
୪.ଦୁର୍ଘଟଣା ଘଟାଇ ଖସି ପଳାଉଥିଲା ମଦ୍ୟପ ଡ୍ରାଇଭର, ନିସ୍ତୁକ ପିଟିଲେ ଲୋକେ
୫.Odisha Assembly: ମମିତା ମେହେର ହତ୍ୟାକାଣ୍ଡ, ଗିରଫ ଦୁଇ ଅଭିଯୁକ୍ତ ହିଁ ସମ୍ପୃକ୍ତ କହିଲେ ଗୃହରାଷ୍ଟ୍ର ମନ୍ତ୍ରୀ
୬.ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି ! ହେଲିକପ୍ଟର ଆଗକୁ ଛାଡିଦେଲେ କଳା ବେଲୁନ
୭.4 ମାସର ଶିଶୁକୁ ବୁଲା କୁକୁରର ଆକ୍ରମଣ, କଣା କରିଦେଲା ମୁଣ୍ଡ
ଘରେ ଶୋଇଥିବା ଚାରି ମାସର ଶିଶୁ କନ୍ୟାକୁ ଆକ୍ରମଣ କରିଲା ବୁଲା କୁକୁର । ମୁଣ୍ଡ ଚିରି ରକ୍ତ ଚାଟିଲା କୁକୁର ।
୮.PM Modi in Andhra Pradesh: ଅଲ୍ଲୁରୀ ସୀତାରାମ ରାଜୁ ଆମ ପାଇଁ ପ୍ରେରଣା: ମୋଦି
୯.Sushant Drug Case: 403 ଦିନ ପରେ ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଜାମିନ
୧୦.India-England Test: ଭାରତ 245 ରନରେ ଅଲଆଉଟ୍, ଇଂଲଣ୍ଡ ଆଗରେ ଟାର୍ଗେଟ 378