ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ହେଡଲାଇନ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 3, 2022, 9:08 PM IST

୧.ଆସାମରେ ଶୁଭିଲା ଜଗାର ଜୟ ଜୟକାର, ବନ୍ୟାପାଣିରେ ମହାପ୍ରଭୁଙ୍କ ରଥ ଟାଣିଲେ ଭକ୍ତ

ବନ୍ୟାଜଳରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥ । ଆଣ୍ଠୁଏ ପାଣିରେ କାଳିଆ ସାଆନ୍ତେଙ୍କ ରଥ ଟାଣିନେଲେ ଶ୍ରଦ୍ଧାଳୁ ।

୨.ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ସହ ହୋଇଥିଲା ରାଗିଂ, ସୋସିଆଲ ମିଡିଆରେ ଜଣାଇଲେ ଅଙ୍ଗେ ନିଭା କାହାଣୀ

ଅଲମ୍ପିଆନ୍ ଦୂତୀ ଚାନ୍ଦଙ୍କ ସହ ହୋଇଥିଲା ରାଗିଂ । ଭୁବନେଶ୍ବର ସ୍ପୋଟସ୍ ହଷ୍ଟେଲ୍‌ରେ ତାଙ୍କ ସହ ରାଗିଂ କରାଯାଇଥିଲା ।

୩.ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ତ୍ରୁଟି, ରାତି ଅଧରେ ଘରେ ପଶିଲେ ଅଜଣା ବ୍ୟକ୍ତି

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ରାତି ଅଧରେ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଅଜ୍ଞାତ ବ୍ୟକ୍ତି ।

୪.ବିଜେବି କଲେଜ ଛାତ୍ରୀଙ୍କ ଆତ୍ମାହତ୍ୟା ଘଟଣା : ମହିଳା କମିଶନଙ୍କ ତଦନ୍ତ ଆରମ୍ଭ

ବିଜେବି କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ । ରାଜ୍ୟ ମହିଳା କମିଶନ ପକ୍ଷରୁ ତଦନ୍ତ ।

୫.ଅମିତ ଶାହଙ୍କ ଦାବି, ଆଗାମୀ ୩୦ରୁ ୪୦ ବର୍ଷ ବିଜେପି ଯୁଗ ରହିବ

ଆଗାମୀ ୩୦ରୁ ୪୦ ବର୍ଷ ଯାଏଁ ଦେଶରେ ବିଜେପି ଯୁଗ ରହିବ । ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଦାବି କଲେ ଅମିତ ଶାହ ।

୬.ପ୍ରଶାନ୍ତ ନନ୍ଦଙ୍କୁ ଆଦି କବି ସାରଳା ଦାସ ସମ୍ମାନ

ସାରଳା ଆର୍ଟ ଏକାଡେମୀ ଟ୍ରଷ୍ଟ ଏବଂ ସାରଳା ପ୍ରଡକ୍ସନ୍‌ ପକ୍ଷରୁ ପ୍ରଶାନ୍ତ ନନ୍ଦଙ୍କୁ ଆଦି କବି ସାରଳା ଦାସ ସମ୍ମାନରେ ସମ୍ମାନିତ କରାଯାଇଛି।

୭.ଅଟୋ ଡ୍ରାଇଭର ମହାସଂଘର ଟୁଙ୍ଗୁରୁ ଭୋଳକୁ ବିରୋଧ :ପୋଲିସ କାର୍ଯ୍ୟନୁଷ୍ଠାନ ନ ନେଲେ କରିବେ ଆନ୍ଦୋଳନ

ଟୁଙ୍ଗୁରୁ ଭୋଳକୁ ବିରୋଧ କଲା ଅଟୋ ଡ୍ରାଇଭର ମହାସଂଘ ।

୮.ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟାକୁ ନେଇ କଂଗ୍ରେସର ପ୍ରତିକ୍ରିୟା, ବିଧାନସଭାରେ ପ୍ରସଙ୍ଗ ଉଠିବ

ରାଗିଂ ଯୋଗୁଁ ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ରାଜନିତୀ ସରଗରମ । ବିଧାନସଭାରେ ସରକାରଙ୍କୁ ଘେରିବାକୁ କଂଗ୍ରେସର ଚେତାବନୀ ।

୯.BJB ଛାତ୍ରୀ ଆତ୍ମହତ୍ୟା ଘଟଣା: ବିଧାନସଭାରେ ସରକାରଙ୍କୁ ଘେରିବ ବିଜେପି

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ ବିଜେପି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ।

୧୦.ଇଣ୍ଡିଆ ଇଂଲଣ୍ଡ ଟେଷ୍ଟ: ପ୍ରଥମ ଇଂନିସ, ୨୮୪ରେ ଇଂଲଣ୍ଡ ଅଲଆଉଟ

ଆଜି ତୃତୀୟ ଦିନ ଖେଳରେ ଇଂଲଣ୍ଡ ୨୮୪ ରନ କରି ଅଲ ଆଉଟ ହୋଇଛି । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଶତକ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.