1.Brajarajnagar By poll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ଲିଷ୍ଟ
ପ୍ରଦେଶ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ତାଲିକାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ତାରା ପ୍ରସାଦ, ସନ୍ତୋଷ ସିଂ ସାଲୁଜା, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ଅଛନ୍ତି ।
2.ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ରାଜ୍ୟ ନେଲା ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ
ମେଡିକାଲ କଲେଜ ପାଇଁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ହୋଇଥିଲେ ବି ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା । ଏମସିଏଲ କର୍ତ୍ତୃପକ୍ଷ ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବାରେ ବୈମାତୃକ ମନୋଭାବ ପୋଷଣ କରୁଥିବା ନେଇ ଅଭିଯୋଗ ଆସୁଥିଲା ।
3.ତୁଟିଲା ତାଳଚେର ମେଡିକାଲ କେଲେଜ ବିବାଦ, ରାଜ୍ୟ ସରକାର ଚଳାଇବେ ମେଡିକାଲ
ତାଳଚେରରେ ଏମସିଏଲ(MCL) ଦ୍ବାରା ନିର୍ମାଣ ହୋଇଥିବା ମେଡ଼ିକାଲ କଲେଜକୁ ଚଲାଇବେ ରାଜ୍ୟ ସରକାର । ଆଜି (ଗୁରୁବାର) ଏନେଇ ସ୍ପଷ୍ଟ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ।
4.ଗୁଜୁରାଟରେ ହାଇଦ୍ରାବାଦ ଘଟଣାର ପୁନରାବୃତ୍ତି, ପ୍ରେମ ପାଇଁ ଯୁବକଙ୍କୁ ବୀଭତ୍ସ ହତ୍ୟା
ଗୁଜୁରାଟରେ ହାଇଦ୍ରାବାଦ ହତ୍ୟା ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଘଟଣା ସାମନାକୁ ଆସିଛି ।
5.ଫେରିଲାନି ଚାକିରି, ଅଫେରା ରାଇଜକୁ ଫେରିଗଲେ କିଡନୀ ରୋଗରେ ଆକ୍ରାନ୍ତ ଅଜୟ ମହାନ୍ତି !
ଦାୟିତ୍ବରେ ଅବହେଳା ଦର୍ଶାଇ ବାଲେଶ୍ବର ଏସପି ନିଲମ୍ବନ କରିଥିବା ସୋରଥାନା ହୋମଗାର୍ଡ ଅଜୟ ମହାନ୍ତିଙ୍କ ମୃତ୍ୟୁ । ଦୀର୍ଘଦିନ ରୋଗଶଯ୍ୟାରେ ପଡି ପଡି ଶେଷରେ ଆଖି ବୁଜିଛନ୍ତି ଅଜୟ ।
6.Brahmos Test Fired From Sukhoi: ସୁଖୋଇରୁ ବ୍ରହ୍ମୋସ ଦୂରଗାମୀ ଭର୍ସନର ସଫଳ ପରୀକ୍ଷଣ
ସୁଖୋଇରୁ ବ୍ରହ୍ମୋସ ଅପଗ୍ରେଡେଡ ଭର୍ସନରର ସଫଳ ପରୀକ୍ଷଣ । ବାୟୁସେନା ଦେଲା ସୂଚନା ।
7.ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ: ବସଉଠ ହେଲେ, ନିଜେ ନିଜେ ଚାପୁଡା ଖାଇଲେ
ରାଜରାସ୍ତାରେ ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ । ରାଜଧାନୀ ଭୁବନେଶ୍ବର ଲୋୟର ପିଏମଜିରେ ୫ ଦଫା ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଆଶାୟୀ ମାଧ୍ୟମିକ ଶିକ୍ଷକ ସଂଘ ।
8.ପୁଣି କାଶ୍ମୀର ପଣ୍ଡିତଙ୍କ ଗଡିଲା ମୁଣ୍ଡ ! ତହସିଲଦାର PSOଙ୍କୁ ଗୁଳି କରି ହତ୍ୟାକଲେ ଆତଙ୍କବାଦୀ
ତହସିଲଦାରଙ୍କ PSOକୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ମୃତ ଘୋଷଣା କଲେ ଡାକ୍ତର ।
9.RRR OTT Release Date: ମଇ 20 ତାରିଖରେ ରିଲିଜ ହେବ ଆର୍ଆର୍ଆର୍
RRR ଡିଜିଟାଲ୍ ରୂପରେ Zee 5 ରେ ରିଲିଜ୍ ହେବାକୁ ପୁରାପୁରି ପ୍ରସ୍ତୁତ ଅଛି । ଏହି ଫିଲ୍ମଟି ମେ 20 ତାରିଖରେ OTT ଡେବ୍ୟୁ କରିବ ।
10.ଇଂଲଣ୍ଡ ଟେଷ୍ଟ ଟିମ ମୁଖ୍ୟ କୋଚ ହେଲେ Brendon McCullum
ଇଂଲଣ୍ଡ ପୁରୁଷ ଟେଷ୍ଟ କ୍ରିକେଟ ଟିମ୍ ମୁଖ୍ୟ କୋଚ୍ ଭାବେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମଙ୍କୁ ନିଯୁକ୍ତି ।