ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 23, 2021, 9:20 PM IST

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

1.ଭାରତ-ଭୁଟାନ ସୀମାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଭାରତ-ଭୁଟାନ ସୀମାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କଲା ଆସାମ ପୋଲିସ ।

2.ଆସୁଛି ବାତ୍ୟା ୟାସ, 25 ଟ୍ରେନ ବାତିଲ

ବାତ୍ୟାକୁ ନେଇ ସୁରକ୍ଷା ଦୃଷ୍ଟିରୁ ଅନେକ ଟ୍ରେନ ବାତିଲ କରିଛି ଭାରତୀୟ ରେଳ ବିଭାଗ । 25 ଟ୍ରେନକୁ ବାତିଲ କରାଯାଇଛି । 24ରୁ 29 ମେ ପର୍ଯ୍ୟନ୍ତ ଏହି ସବୁ ଟ୍ରେନ ଚଳାଚଳ ବନ୍ଦ ରହିବ ।

3.ପୋଲିସ ଡିଜିଙ୍କ ବାତ୍ୟା ବୈଠକ, ଜିରୋ କାଜୁଆଲିଟିକୁ ଗୁରୁତ୍ବ

ସମ୍ଭାବ୍ୟ ବାତ୍ୟା 'ୟାସ' ମୁକାବିଲାକୁ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ବୈଠକ। ବାତ୍ୟା ' ୟାସ' ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକର ଏସପି ମାନଙ୍କ ସହ ଭର୍ଚ୍ଚୁଆଲି ବୈଠକ କରିଛନ୍ତି ଡିଜିପି ।

4.କୋଭିଡ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଫେରାର ଆମ୍ବୁଲାନ୍ସ

ରାଜଧାନୀରେ ଅଭାବନୀୟ ଘଟଣା । କୋଭିଡ ଆକ୍ରାନ୍ତ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଆମ୍ବୁଲାନ୍ସ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

5.ବିନା ଅନୁମତିରେ ଗୋଆ ପ୍ରବାସୀଙ୍କୁ ସୁନ୍ଦରଗଡ ମନା

ଗୋଆରୁ ପ୍ରବାସୀଙ୍କୁ ନେଇ ଫେରୁଥିବା କୌଣସି ଗାଡି ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସୁନ୍ଦରଗଡ ପ୍ରବେଶ କରିପାରିବେ ନାହିଁ କହିଲେ ଉପଜିଲ୍ଲାପାଳ ।

6.ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା

ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମୀକ୍ଷା ବୈଠକ ।

7.PMAY ଆବାସ ଯୋଜନାରେ ୮.୧୭ ଲକ୍ଷ ଓଡିଆ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର: ଧର୍ମେନ୍ଦ୍ର

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ଓଡ଼ିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର ।

8.ଶିଶୁଙ୍କ ଜୀବନ ସହ ଖେଳୁଥିଲେ ଯୁକ୍ତ ଦୁଇ ଫେଲ ନକଲି ଡାକ୍ତର, ଗିରଫ କଲା ଝାରସୁଗୁଡା ପୋଲିସ

ଝାରସୁଗୁଡ଼ା ଜିଲ୍ଲା ବେଲପାହଡ ସହରରେ ରହିଥିବା ଏକ ଔଷଧ ଦୋକାନରେ ଦୀର୍ଘଦିନରୁ ନିଜକୁ ଶିଶୁରୋଗ ବିଶେଷଜ୍ଞ ବୋଲାଉଥିବା ନକଲି ଡାକ୍ତର ଆର.କେ.ସାହୁ ଶେଷରେ ପୋଲିସ ହାବୁଡରେ ପଡିଛି ।

9.ଦ୍ରୁତ ବୋଲରଙ୍କୁ ପିଚ ସୁହାଇଲେ ସଂଘର୍ଷ କରିବ ଭାରତ: ପନିସର

ୟୁକେରେ ବର୍ତ୍ତମାନ ପାଗ ବର୍ଷା ଓ ଶୀତ ପାଗ ରହିଛି । ଜୁନ 18ରୁ ଆରମ୍ଭ ହେବାକୁ ଥିବା WTC ଫାଇନାଲ ପର୍ଯ୍ୟନ୍ତ ଯଦି ଏହିପରି ପାଗ ଲାଗି ରୁହେ ତେବେ ଏହା ନ୍ୟୁଜିଲାଣ୍ଡକୁ ଅଧିକ ସୁହାଇବ କହିଛନ୍ତି ପନିସର ।

10.ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚର କିଛି ଘଣ୍ଟା ପୂର୍ବରୁ ଶ୍ରୀଲଙ୍କା ଖେଳାଳି କୋରୋନା ସଂକ୍ରମିତ

ମ୍ୟାଚ ଆରମ୍ଭର ମାତ୍ର କିଛି ଘଣ୍ଟା ପୂର୍ବରୁ ତିନି ଜଣ ଶ୍ରୀଲଙ୍କା ଖେଳାଳିଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.