ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - NEWS@9PM

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 20, 2021, 9:09 PM IST

1. କୋରୋନା ଦ୍ବିତୀୟ ଲହରୀରେ ଗଲାଣି ୩୨୯ ଡାକ୍ତରଙ୍କ ଜୀବନ, ଓଡିଶାରୁ 14

ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିରେ ଦ୍ବିତୀୟ ଲହରୀରେ ଦେଶରେ ଏଯାବତ୍ ମୋଟ ୩୨୯ ଜଣ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

2.ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କଲେ ରାଜ୍ୟ ସରକାର । ଏନେଇ ଆଜି(ଗୁରୁବାର) ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ସରକାର ।

3. ପ୍ରଧାନମନ୍ତ୍ରୀଙ୍କୁ ସୋନିଆଙ୍କ ଚିଠି, ବେସାହାରା ପିଲାଙ୍କୁ ଦିଆଯାଉ ମାଗଣା ଶିକ୍ଷା

ମହାମାରୀ କୋରୋନା କାରଣରୁ ବାପା ମା'ଙ୍କୁ ହରାଇଥିବା ପିଲାଙ୍କୁ ନବୋଦୟ ବିଦ୍ୟାଳୟଗୁଡିକରେ ମାଗଣା ଶିକ୍ଷା ଦାନ ବିଷୟରେ ବିଚାର କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ସୋନିଆ ଗାନ୍ଧୀ ।

4.MKCGରେ ତରଳ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ ଲୋକାର୍ପଣ

ଏବେ ଗଞ୍ଜାମରେ ଦେଖାଦେବନି ଅକ୍ସିଜେନ ସଙ୍କଟ । MKCGରେ ତରଳ ମେଡିକାଲ ଅମ୍ଳଜାନ ପ୍ଲାଣ୍ଟ ହେଲା ଲୋକାର୍ପଣ ।

5.ମେ ମାସରେ ସାଙ୍ଘାତିକ କୋରୋନା ସଂକ୍ରମଣ, 20 ଦିନରେ 350 ପାର ମୃତ୍ୟୁସଂଖ୍ୟା଼

ରାଜ୍ୟରେ କୋରୋନା ସଂକ୍ରମଣ ଦୈନିକ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଏହାସହ ମେ ମାସରେ ସର୍ବାଧିକ ରେକର୍ଡ କରିଛି ଉଭୟ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ।

6-ପିଏମଙ୍କ ସହ ବୈଠକ ପରେ ଖପ୍ପା ମମତା, କହିବାକୁ ମିଳିଲାନି ସୁଯୋଗ

10 ରାଜ୍ୟର ମୁଖ୍ୟମନ୍ତ୍ରୀ ଓ 54 ଜିଲ୍ଲାପାଳଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

7-ଆସୁଛି ବାତ୍ୟା ୟସ, ବାତ୍ୟା ଆଶ୍ରୟସ୍ଥଳ ସ୍ଥିତି ତଦାରଖ ଆରମ୍ଭ

ଆସୁଛି ବାତ୍ୟା 'ୟସ' । ଯାହାକୁ ନେଇ ବଢୁଛି ଚିନ୍ତା । ବାତ୍ୟା ଲୋକମାନଙ୍କ ଚିନ୍ତାକୁ ଆହୁରି ଦ୍ବିଗୁଣିତ କଲାଣି ।

8-ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କୋରୋନା ସଂକ୍ରମଣ ମଧ୍ୟରେ ନିର୍ମାଣ କାର୍ଯ୍ୟ କିପରି ସୁରୁଖୁରରେ ହେବ, ସେନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ ଅନୁଷ୍ଠିତ ହୋଇଯାଇଛି

9. ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ ହେବେ ଟିମ ଇଣ୍ଡିଆର ମୁଖ୍ୟ କୋଚ

ପୂର୍ବତନ ଭାରତୀୟ କ୍ୟାପଟେନ ତଥା ବର୍ତ୍ତମାନର ଜାତୀୟ କ୍ରିକେଟ ଏକାଡେମୀ(NCA) ମୁଖ୍ୟ ରାହୁଲ ଦ୍ରାବିଡ ହେବେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ।

10. କ୍ରିକେଟର ଭୁବନେଶ୍ବର କୁମାରଙ୍କ ପିତାଙ୍କ ପରଲୋକ

ଭାରତୀୟ କ୍ରିକେଟର ତଥା ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ପିତାଙ୍କ ଦେହାନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.