1.ବାଲେଶ୍ବର ଉପନିର୍ବାଚନ: 89 ହଜାରରୁ ଉର୍ଦ୍ଧ୍ବ ଭୋଟରେ ସ୍ବରୂପ ଦାସ ବିଜୟୀ
ବାଲେଶ୍ବର ସଦର ଆସନରେ ବିଜୟୀ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ । ପ୍ରାୟ 89,564 ହାତେଇଛନ୍ତି ସ୍ବରୂପ ଦାସ ।
2.ତିର୍ତ୍ତୋଲ ଉପନିର୍ବାଚନ; ଆଗରେ ବିଜେଡି
3.ନାବାଳିକା ଗଣଦୁଷ୍କର୍ମ ମାମଲା, ଗଣମାଧ୍ୟମ ସଂସ୍ଥାର ଏମଡିଙ୍କୁ ହାଜର ହେବାକୁ ନୋଟିସ
4.ଖୋଲୁଛି ଜିଏସଟି ଠକେଇ ଗୁମର
5.ଜନସଚେତନତା ଅଭିଯାନ ଜରିଆରେ ଲୋକଙ୍କୁ କୋଭିଡ ସଚେତନ ବାର୍ତ୍ତା ଦେଉଛି ବିଜେଡି
6.ୱେବ ସିରିଜ ‘ସେକ୍ସନ 377’ ର ଶୁଭ ମହୁରତ
7.ତେଲେଙ୍ଗାନା ଉପନିର୍ବାଚନ: ଦୁବକରୁ ବିଜେପି ପ୍ରାର୍ଥୀ ରଘୁନନ୍ଦନଙ୍କ ବିଜୟ
8.ମାର୍ଚ୍ଚ ଶେଷ ସୁଦ୍ଧା ସବୁ ବ୍ୟାଙ୍କ ଆକାଉଣ୍ଟ ଆଧାର ଲିଙ୍କ ବାଧ୍ୟ
9. ଆଇପିଏଲ ଫାଇନାଲ: ଟସ ଜିତି ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି
10.ଆଇପିଏଲ ଫାଇନାଲ ଲଢେଇ: ଦିଲ୍ଲୀର 5 ଧୁରନ୍ଧରଙ୍କ ଉପରେ ଫ୍ୟାନ୍ସଙ୍କ ନଜର