ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Oct 6, 2022, 8:59 AM IST

1.ଅଧାରେ ରହିଲା ପିକନିକ୍‌: ସ୍କୁଲ ବସ-KSRTC ବସ ମୁହାଁମୁହିଁ ଧକ୍କା, 9 ମୃତ

କେରଳରେ ସ୍କୁଲ ବସ ଓ ଅନ୍ୟ ଏକ ବସ ମଧ୍ୟରେ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ 9 ମୃତ । ଅନେକ ଗୁରୁତର । ମୃତକଙ୍କ ମଧ୍ୟରେ ରହିଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

2.ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ 8 ମୃତ, ଏକାଧିକ ନିଖୋଜ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପଶ୍ଚିମବଙ୍ଗରେ ନଦୀରେ ଭାସିଯାଇ ୮ ମୃତ । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ସୂଚନା ।

3.ଆଜିଠୁ ରାଧାଦାମୋଦର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହେବ । ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ।

4.ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି, ହସ୍ପିଟାଲରେ ଭେଟିଲେ ଲାଲୁ

ହସ୍ପିଟାଲରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କକୁ ଭେଟିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଦେଲେ ସୂଚନା ।

5.ଭାରତ ବିଶ୍ୱର ସବୁଠୁ ବଡ ଚିନି ଉତ୍ପାଦକ ଓ ଉପଭୋକ୍ତା ଦେଶ

ଆର୍ଥିକ ବର୍ଷ ୨୦୨୧-୨୨ର ଚିନି ଋତୁ (ଅକ୍ଟୋବର – ସେପ୍ଟେମ୍ବର) ମଧ୍ୟରେ ଦେଶରେ ୫୦୦୦ ଲକ୍ଷ ମେଟ୍ରିକ ଟନ (ଏଲଏମଟି)ରୁ ଅଧିକ ଆଖୁ ଉତ୍ପାଦିତ ହୋଇଛି ।

6.ଗାମ୍ବିଆରେ ଶିଶୁ ମୃତ୍ୟୁ: ଭାରତୀୟ କଫ୍‌ ସିରପ୍‌କୁ ନେଇ WHOର ଚେତାବନୀ

ଭାରତୀୟ ଔଷଦ କମ୍ପାନୀ ଦ୍ବାରା ପ୍ରସ୍ତୁତ ୪ଟି କଫ୍‌ ସିରପକୁ ନେଇ ଚେତାବନୀ ଜାରି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

7.ଚକ୍ଷୁରୋଗୀଙ୍କ ପାଇଁ ଖୁସି ଖବର, କ୍ୟାପିଟାଲ ହସ୍ପିଟାଲକୁ ଆସିଲା ରାନିବିଜୁମାବ ଇଞ୍ଜେକ୍ସନ

କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗକୁ ଆସିଲା 'ରାନିବିଜୁମାବ ଇଞ୍ଜେକ୍ସନ' (Ranibizumab Injection) ।

8.ସରିଲା ମା' ଲଙ୍କେଶ୍ବରୀଙ୍କ ଶକ୍ତି ପରୀକ୍ଷା, ଖନ୍ଦାଯାତ୍ରା ଦେଖିବାକୁ ଲାଗିଥିଲା ଶ୍ରଦ୍ଧଳୁଙ୍କ ଭିଡ଼

ନୂଆପଡ଼ାର ଅଧିଷ୍ଠାତ୍ରୀ ଦେବୀ ମା' ଲଙ୍କେଶ୍ବରୀଙ୍କ ବହୁ ପ୍ରସିଦ୍ଧ ଖନ୍ଦାଯାତ୍ରା ଅନୁଷ୍ଠିତ ।

9.TT World Championship: ଭାରତୀୟ ମହିଳା ଦଳର ଅଭିଯାନ ଶେଷ

ବିଶ୍ବ ଟେବୁଲ ଟେନିସ ଚମ୍ପିଆନସିପରେ ବୁଧବାର ଭାରତୀୟ ମହିଳା ଦଳର ଅଭିଯାନ ଶେଷ ହୋଇଛି ।

10.Songs Of Paradise: ସାମ୍ନାକୁ ଆସିଲା ସବା ଆଜାଦଙ୍କ ଆଗାମୀ ଫିଲ୍ମର ଝଲକ

ସବା ତାଙ୍କର ଆଗାମୀ ଚଳଚ୍ଚିତ୍ର ସଙ୍ଗ୍‌ ଅଫ୍ ପାରାଡାଇଜ୍ (Songs Of Paradise) ର ସୁଟିଂ ଶେଷ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.