ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 18, 2022, 9:01 AM IST

1.Queen Elizabeth II funeral: ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମହାରାଣୀ ଏଲିଜାବେଥଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

2.ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷ ସମ୍ଭାବନା ।

3.ଲମ୍ପି ସ୍କିନ୍ ମୁକାବିଲା: ଖୋଲିଲା କଣ୍ଟ୍ରୋଲ ରୁମ୍, ଜାରି ହେଲା ନମ୍ବର

ଚର୍ମବିଣ୍ଡି ରୋଗର ମୁକାବିଲା ପାଇଁ ରାଜ୍ୟରେ ଖୋଲିଲା କଣ୍ଟ୍ରୋଲ ରୁମ୍ । ସୂଚନା ଦେଲେ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ।

4.ବିଶ୍ଵକର୍ମା ପୂଜାରେ ଅଘଟଣ, ଟେଣ୍ଟ ଭୁଶୁଡ଼ି ୮ ଶ୍ରମିକ ଆହତ

ଅନୁଗୋଳ ନାଲକୋ ବିଶ୍ଵକର୍ମା ପୂଜାରେ ଟେଣ୍ଟ ନିର୍ମାଣ ବେଳେ ମାଡି ବସିବାରୁ ୮ ଜଣ ଟେଣ୍ଟ କର୍ମଚାରୀ ଗୁରୁତର ।

5.Confusion In NEET Result: ପୁନଃ ମୂଲ୍ୟାୟନ ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ଛାତ୍ରୀ

NEET ଫଳାଫଳରେ ଆସିଲା ନାହିଁ ପ୍ରସ୍ତୁତି ମୁତାବକ ଫଳାଫଳ । କୋର୍ଟରେ ଦ୍ବାରସ୍ଥ ହୋଇ ପୁନଃ ମୂଲ୍ୟାୟନ ପାଇଁ ଛାତ୍ରୀ କଲେ ମାମଲା ।

6.କୋଟିଆ ସୀମାନ୍ତରେ ମହାବଳ ବାଘ ଆତଙ୍କ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

କୋଟିଆ ପଞ୍ଚାୟତରେ ମହାବଳ ବାଘ ଆତଙ୍କ । ଦୁଇଟି ଗାଈର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ବାଛୁରୀ ଆହତ ହୋଇଥିବା ସୂଚନା ।

7.Ladakh Bypoll: ବିଜେପିକୁ ହରାଇଲା କଂଗ୍ରେସ

ଲଦାଖ ହିଲ ଡେଭଲପମେଣ୍ଟ କାଉସିଲ ଉପ-ନିର୍ବାଚନରେ 273 ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କଲେ ​​କଂଗ୍ରେସ ପ୍ରାର୍ଥୀ ।

8.ମହମ୍ମଦ ସାମି କୋରୋନା ସଂକ୍ରମିତ

ଭାରତୀୟ ପେସ ବୋଲର ମହମ୍ମଦ ସାମି କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ବଦଳରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ ।

9.ବିଜୟ ସହ ଝୁଲଣଙ୍କୁ ବିଦାୟ ଦେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ଦିନିକିଆ ହେବ ଝୁଲଣ ଗୋସ୍ବାମୀଙ୍କ ଶେଷ ଅନ୍ତର୍ଜାତୀୟ କ୍ରିକେଟ ।

10.ବଗ ବସ୍ 16ରେ ନଜର ଆସିବେ ପ୍ରକୃତି !

ବିଗ ବସ୍ 16 ଅଂଶ ଗ୍ରହଣ କରିପାରନ୍ତି ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.