ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 8, 2022, 9:00 AM IST

1.ଆଜି କର୍ତ୍ତବ୍ୟପଥର ଉଦଘାଟନ କରିବେ ମୋଦି

ଆଜି ସନ୍ଧ୍ୟାରେ କର୍ତ୍ତବ୍ୟପଥର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2.ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷା ଫଳ, ସୋମଦତ୍ତ ଓଡିଶା ଟପ୍ପର

ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି ।

3.International Literacy Day 2022: ଜାଣନ୍ତୁ କ’ଣ ରହିଛି ଏହାର ଇତିହାସ ଓ ଉଦ୍ଦେଶ୍ୟ

ଆଜି ବିଶ୍ବ ପାଳିବ ଅନ୍ତର୍ଜାତୀୟ ସାକ୍ଷରତା ଦିବସ (International Literacy Day 2022 )। କ’ଣ ରହିଛି ଏହାର ଉଦ୍ଦେଶ୍ୟ ଓ ଏହି ଦିବସ ପାଳନର ଇତିହାସ ।

4.ବିଚାରପତି ଆତ୍ମହତ୍ୟା ଘଟଣା, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ ପୋଲିସ !

ପୋକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା ଘଟଣା । ବିଚାରପତିଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିପାରେ ପୋଲିସ ।

5.ସେପ୍ଟେମ୍ବର 17ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏହି ପ୍ରକଳ୍ପର କରିବେ ଉଦଘାଟନ

ଆସନ୍ତା ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତ କରିବେ । ସେଠାରେ ସେ ଦେଶୀୟ ଚିତା ଟ୍ରାନ୍ସଲୋକେସନ ପ୍ରକଳ୍ପର ଉଦଘାଟନ କରିବେ ।

6.ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ନିମ୍ନ ଅଦାଲତଙ୍କ ଶୁଣାଣି ଉପରେ ରୋକ ଲଗାଇଲେ ହାଇକୋର୍ଟ

ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ବସ୍ତି । ଏସିଏଫ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାକୁ ନେଇ ନିମ୍ନ ଆଦାଲତଙ୍କ ଶୁଣାଣି ଉପରେ ରୋକ୍ ଲଗାଇଲେ ହାଇକୋର୍ଟ ।

7.Ultimate kho kho, ଚମ୍ପିଆନ ଓଡିଶା ଜଗର୍ନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଅଲଟିମେଟ୍ ଖୋ ଖୋ ଲିଗରେ ଟ୍ରଫି ହାତେଇଥିବା ଦଳ ଓଡିଶା ଜଗର୍ନଟ୍ସକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

8.ଅନଲାଇନ କ୍ଲାସ ପ୍ରଭାବ: କମିଛି ପିଲାଙ୍କ ଲେଖିବା ଦକ୍ଷତା

ଛାତ୍ରଛାତ୍ରୀଙ୍କ ଲେଖିବା ଦକ୍ଷତା କମାଇଛି ଅନଲାଇନ କ୍ଲାସ । କୋରୋନା ପରେ ପିଲାଙ୍କ ଲେଖାର ଶୖଳୀରେ ଆସିଛି ଅହେତୁକ ପରିବର୍ତ୍ତନ ।

9.Asia Cup 2022: ୧ ୱିକେଟରେ ଜିତିଲା ପାକିସ୍ତାନ, ଭାରତର ଫାଇନାଲ ଯିବା ଆଶା ଧୂଳିସାତ୍‌

ଆଫଗାନିସ୍ତାନକୁ ୧ ୱିକେଟରେ ପରାସ୍ତ କରିଛି ପାକିସ୍ତାନ । ଫଳର ଚଳିତ ଏସିଆ କପ୍‌ରେ ଭାରତ ଫାଇନାଲ ଯିବା ଆଶା ଆଶାରେ ରହିଗଲା ।

10.ବେଲ ପରେ ବି ଜେଲ୍‌ରେ ରହିବେ KRK, ଜାଣନ୍ତୁ ପୂରା ମାମଲା

ଜାମିନ୍‌ ପାଇବା ପରେ ବି ଜେଲରେ ରହିବେ କେଆର୍‌କେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.