ETV Bharat / bharat

TOP NEWS 9 AM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS AT 9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Sep 1, 2022, 8:59 AM IST

1.ଆଜି ନୂଆଁଖାଇ, ଉତ୍ସବ ମୁଖର ପଶ୍ଚିମ ଓଡିଶା

ଦୁଇବର୍ଷ କୋରୋନା ଯୋଗୁଁ ଫିକା ପଡିଥିବା ନୂଆଁଖାଇ ପର୍ବକୁ ଆଜି ଧୁମଧାମରେ ପାଳିବେ ପଶ୍ଚିମ ଓଡିଶାବାସୀ ।

2.ନବୀନଙ୍କୁ ମିଳିବ ଆୱାର୍ଡ, ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଆସନ୍ତା ୬ ତାରିଖରେ ଓଡିଶା ଫେରିବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ଆଳରେ ରାଜଧାନୀ ଦିଲ୍ଲୀ ଓ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି ।

3.ଦୁର୍ଘଟଣାର ଶିକାର ହେଲେ କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ

କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ଦୁର୍ଘଟଣାର ଶିକାର ହୋଇଛନ୍ତି ।

4.ପିଲା ଚୋରି ସନ୍ଦେହରେ ଯୁବକଙ୍କୁ ପିଟିଲେ ଗାଁ ଲୋକ, ଚାଲିଗଲା ଜୀବନ

ପିଲା ଚୋରି ସନ୍ଦେହରେ ଯୁବକଙ୍କୁ କାବୁ କରି ପିିଟିଲେ ଗାଁ ଲୋକ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଯୁବକଙ୍କ ମୃତ୍ୟୁ ।

5.ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ

ଘରୋଇ ସହାୟିକାଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ବିଜେପି ନେତ୍ରୀ ସୀମା ପାତ୍ର ଗିରଫ । ୧୪ ଦିନିଆ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ ।

6.ନାବାଳିକା ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତକୁ ୧୫ ବର୍ଷ ଜେଲ

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୫ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ।

7.ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ତୃତୀୟ ଓଡ଼ିଶା କନକ୍ଲେଭ ପୂର୍ବରୁ ନୂଆଦିଲ୍ଲୀରେ ନିବେଶକଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତରୀ ନବୀନ ପଟ୍ଟନାୟକ।

8.୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ

ଯୁବ ଓ ଛାତ୍ର ସଂଗଠନର ପରେ ଆଜି ମହିଳା ସଂଗଠନର ପୁର୍ନଗଠନ କରିଛି ବିଜେଡି ।

9.Asia Cup 2022: ଭାରତର ଲଗାତାର ଦ୍ବିତୀୟ ବିଜୟ, 40 ରନରେ ହାରିଲା ହଂକଂ

ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଛି । 40 ରନରେ ହଂକଂକୁ ହରାଇ ସୁପର ଫୋରରେ ପ୍ରବେଶ କରିଛି ଭାରତ ।

10.Asia Cup 2022: ପାକସ୍ତାନ ବିପକ୍ଷରେ ଜିତିଲା ଭାରତ, ଦଣ୍ଡିତ ହେଲେ ରୋହିତ

ଭାରତ ବନାମ ପାକିସ୍ତାନ ମ୍ୟାଚ ପାଇଁ ଉଭୟ ଦଳକୁ ଧିମା ବୋଲିଂ ରେଟ ପାଇଁ ଦଣ୍ଡିତ ହେବାକୁ ହେବାକୁ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.