ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭି ଭାରତ ଟପ୍‌ ନ୍ୟୁଜ

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Feb 20, 2021, 9:01 AM IST

1. କର୍ଲାପାଟ ହାତୀ ମୃତ୍ୟୁ ଘଟଣା; ଆଜି ସ୍ଥିତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ 6 ଜଣ ହାତୀଙ୍କ ମୃତ୍ୟୁ ପରେ ସୁରକ୍ଷା ଚିନ୍ତା ବଢିଯାଇଛି । ଆଜି ହାତୀ ମୃତ୍ୟୁ କାରଣର ଅନୁଧ୍ୟାନ କରିବେ 3 ଜଣିଆ କେନ୍ଦ୍ରୀୟ ଟିମ ।

2. ଆଜି ଭାରତ-ଚୀନ ମଧ୍ୟରେ 10ମ ପର୍ଯ୍ୟାୟ ଆଲୋଚନା, ଫିଟିପାରେ ସମାଧାନର ବାଟ

ଆଜି ଭାରତ ଓ ଚୀନ ମଧ୍ୟରେ 10ମ ପର୍ଯ୍ୟାୟ କଥାବାର୍ତ୍ତା । ପୂର୍ବାହ୍ନ 10 ଟାରେ ହେବ କର୍ପସ କମାଣ୍ଡର ସ୍ତରୀୟ ବୈଠକ । ଚୀନ ପାର୍ଶ୍ବର ମାଲଡୋ ଠାରେ କମାଣ୍ଡରସ୍ତରୀୟ ଆଲୋଚନା ହେବ ।

3. ଆଜି ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦ ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକ ।

4. ବେସରକାରୀ ସ୍କୁଲରେ ପଢିବେ ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀ, ଅପ୍ରେଲ 30 ଯାଏଁ ନାମଲେଖା

ଆଜିଠୁ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ।

5. ଆଜିଠୁ ବିଜୟ ହଜାରେ ଟ୍ରଫି, କେରଳକୁ ଭେଟିବ ଓଡିଶା

ନେଟସରେ ଝାଳ ବୁହାଇଲା ଓଡିଶା । ଆଜି କେରଳକୁ କରିବ ସାମ୍ନା ।

6. ବିଚାରପତିଙ୍କ ନକଲି ସ୍ବାକ୍ଷର କରି ଏଏସଆଇ ଗିରଫ

ବୁଗୁଡା କୋର୍ଟର ବିଚାରପତିଙ୍କ ସ୍ବାକ୍ଷରକୁ ନକଲ କରିବା ଅଭିଯୋଗରେ ପୋଲିସ ଏଏସଆଇ ଗିରଫ ।

7. ମହାରାଷ୍ଟ୍ରରେ ମହାପଞ୍ଚାୟତ ପାଇଁ ରାକେଶ ଟିକାୟତଙ୍କୁ ମିଳିଲାନି ଅନୁମତି

ମହାରାଷ୍ଟ୍ରର ୟବତମାଲରେ ମହାପଞ୍ଚାୟତ ରାଲି ପାଇଁ ରାକେଶ ଟିକାୟତଙ୍କୁ ମିଳିଲାନି ଅନୁମତି ।

8. ଗାଡି ଚଳାଇବା ପଡିଲା ମହଙ୍ଗା, ଦୁଇ ନାବାଳକଙ୍କୁ 52 ହଜାର ଫାଇନ

ଗାଡି ଚଳାଇବା ପଡିଲା ମହଙ୍ଗା । ପାରାଦ୍ବୀପରେ ଦୁଇ ନାବାଳକଙ୍କୁ 52 ହଜାର ଫାଇନ ।

9. କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ଟ୍ରମା ସେଣ୍ଟର; ଖର୍ଚ୍ଚ ହେବ 10କୋଟିରୁ ଊର୍ଦ୍ଧ୍ବ ଟଙ୍କା

କ୍ୟାପିଟାଲ ହସ୍ପିଟାଲରେ ହେବ ଟ୍ରମା ସେଣ୍ଟର । କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଏକ ଟ୍ରମା ସେଣ୍ଟର ଆରମ୍ଭ କରିବାକୁ ଯାଉଛନ୍ତି ।

10. ରାସନ ସାମଗ୍ରୀ ପାଇଁ ଉର୍ସ ପାଲଟିଛି ସାହାରା

ଖାଦ୍ୟ ପଦାର୍ଥ ରଖିବା ପାଇଁ ଆଧୁନିକ ଯୁଗରେ ଫ୍ରିଜ କିମ୍ବା ହାଇଟେକ ଗୋଦାମ ବ୍ୟବହାର ହେଉଛି । ଏମିତି ବି କିଛି ଅଞ୍ଚଳ ରହିଛି ଯେଉଁଠି ପାରମ୍ପାରିକ ଉପାୟରେ ଖାଦ୍ୟ ପଦାର୍ଥ ସାଇତି ରଖାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.