ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 9, 2022, 7:36 PM IST

1.ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଲୁଛି ଗୁମର, ବ୍ୟକ୍ତିଗତ ଫଟୋ ରଖି କରୁଥିଲା ବ୍ଲାକମେଲ୍‌

ମାୟାବିନୀ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଗିରଫ ଘଟଣାରେ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

2.୨୦୨୪ ପୂର୍ବରୁ ଧାମନଗର ଉପନିର୍ବାଚନ କେବେବି ସେମିଫାଇନାଲ ନୁହେଁ: ପୁରନ୍ଦେଶ୍ବରୀ

ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହେବାକୁ ଯାଉଛି ଧାମନଗର ଉପନିର୍ବାଚନ । ଏହାର ଫଳାଫଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ ।

3.ସିନ୍ଦେ ଓ ଠାକ୍‌ରେ ଗୋଷ୍ଠୀକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ବଦଳିବ ଶିବସେନାର ଚିହ୍ନ !

ମହାରାଷ୍ଟ୍ରର ଦୁଇ ଶିବସେନା ଗୋଷ୍ଠୀକୁ ଦଳୀୟ ଚିହ୍ନ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ(Election commission direction for Shivsena) ।

4.ଆସନ୍ତା 16ରେ କୋଟିଆ ଓ ଦେଓମାଳୀ ଚାଲ ଅଭିଯାନ

ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବାକୁ ବାହାରିବେ ଓଡିଶାର ବିଭିନ୍ନ ସଂଗଠନ ଓ ଶହ ଶହ ଓଡିଆ । ଆନ୍ଧ୍ରର କୁରକୁଟି ପାଓ୍ବାର ପ୍ରୋଜେକ୍ଟକୁ ବିଫଳ କରିବାକୁ ଆସନ୍ତା 16ରେ କୋଟିଆ ଓ ଦେଓମାଳି ଚାଲ ଅଭିଯାନ ଆରମ୍ଭ ହେବ ।

5.ଅର୍ଚ୍ଚନାଙ୍କ ଘରକୁ ଯାଉଥିଲେ ବିଜେଡିର ୨୫ ନେତା !

ଗିରଫ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ପୋଲିସକୁ ବିଜେପିର ଟାର୍ଗେଟ । ରାଜ୍ୟରେ ପୋଲିସ ନିଷ୍କ୍ରିୟ ହୋଇଥିବା କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ।

6.Dhamnagar Bypoll: ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦିବଙ୍ଗତ ବିଜେପି ନେତା ତଥା ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ବିଜେପି ।

7.ଦୁଇ ବର୍ଷ ପରେ ଧୁମଧାମରେ ମହମ୍ମଦଙ୍କ ଜୟନ୍ତୀ ପାଳିଲେ ମୁସଲିମ ସମ୍ପ୍ରଦାୟ

ଶାନ୍ତି, ଧର୍ମ, ନ୍ୟାୟର ପ୍ରତୀକ ମହାପୁରୁଷ ଥିଲେ ପ୍ରଫେଟ ମହମ୍ମଦ । ମହମ୍ମଦଙ୍କ ଜୟନ୍ତୀ ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର।

8.Infosys ବିରୋଧରେ ମାମଲା ରୁଜୁ, ଭାରତୀୟଙ୍କୁ ଚାକିରି ନଦେବାକୁ ଦେଇଥିଲା ନିର୍ଦ୍ଦେଶ

ଆମେରିକାରେ ଇମ୍ଫୋସିସ୍‌ କମ୍ପାନୀ ବିରୋଧରେ ମାମଲା ରୁଜୁ (case filed against Infosys in America)। ଭାରତୀୟ ବଂଶୋଦ୍ଭୋବଙ୍କୁ ଚାକିରି ନଦେବାକୁ ନିର୍ଦ୍ଦେଶ ଦେଇଥିଲା କମ୍ପାନୀ ।

9.PIZZA ଭିତରୁ କାଚ ଖଣ୍ଡ ବାହାରିଥିବା ଅଭିଯୋଗ, ଡୋମିନୋଜର ତଦନ୍ତ ନିର୍ଦ୍ଦେଶ

ପିଜା ଖାଉଥିଲେ ସାବଧାନ ! ପିଜା ଭିତରୁ କାଚ ଖଣ୍ଡ ବାହାରିଥିବା ନେଇ ମୁମ୍ବାଇର ଜଣେ ଗ୍ରାହକ ଡୋମିନୋଜ ପିଜା କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ।

10.IND vs SA 2nd ODI: ଭାରତ ଆଗରେ ୨୭୯ ରନର ବିଜୟ ଲକ୍ଷ୍ୟ

ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୭୮ ରନ୍‌ କରିଛି । ଫଳରେ ଭାରତ ସାମ୍ନାରେ ୨୭୯ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.