ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 25, 2022, 7:09 PM IST

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲିଭର ସିଟି, ମହଣ ମହଣ ଚାନ୍ଦିରେ ଝଟକିବେ ମା

ଭାଇଚାରାର ସହରରେ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଭକ୍ତଙ୍କ ଅକର୍ଷିତ କରିବା ପାଇଁ ଫିରିଙ୍ଗି ପୂଜା କମିଟି ପକ୍ଷରୁ ପ୍ରାୟ ୩ କ୍ବିଣ୍ଟାଲରୁ ଅଧିକ ଓଜନ ଚାନ୍ଦିରେ ତିଆରି ହେଉଛି ମେଢ

2.ଆସୁଛନ୍ତି ଦୁର୍ଗତିନାଶିନୀ ମା' ଦୁର୍ଗା, ମହାଳୟାରେ ଲାଗିହେଲା ଖଡି ରଙ୍ଗ

ଆସୁଛନ୍ତି ଦୁର୍ଗତିନାଶିନୀ ମାଆ ଦୁର୍ଗା । ପ୍ରତିକୂଳ ପାଗ ସତ୍ତ୍ବେ ମୂର୍ତ୍ତି ନିର୍ମାଣରେ ଲାଗି ନାହିଁ ବ୍ରେକ । ଆଜି ପବିତ୍ର ମହାଳୟା ଅବସରରେ ପରମ୍ପରା ଅନୁଯାୟୀ ମାଆଙ୍କୁ ଲାଗି ହୋଇଛି ଖଡ଼ି ରଙ୍ଗ

3.ଲଣ୍ଡା ହୋଇଗଲାଣି ରକ୍ତ ଚନ୍ଦନ ବଣ, ୧୨ହଜାର ଗଛରୁ ଏବେ ରହିଛି ୧୩୦ଟି ଗଛ

ଗଜପତି ଜିଲ୍ଲାର ରକ୍ତ ଚନ୍ଦନ ବଣ । ଦିନ ଥିଲା ରକ୍ତ ଚନ୍ଦନ ଗଛରେ ପୂରି ଉଠିଥିଲା ଜଙ୍ଗଲ । ରା.ଉଦୟଗିରି ଏବଂ ନୂଆଗଡ ବ୍ଲକର ବିଭିନ୍ନ ପାହାଡରେ ଲକ୍ଷ ଲକ୍ଷ ଚନ୍ଦନ ଗଛ ରହିଥିଲା

4.Encounter in Kupwara: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ

କୁପୱାରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଛନ୍ତି (Encounter in Kupwara)। ଏହାକୁ ନେଇ କାଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି

5.ବାପା ମାଆଙ୍କ ମୃତ୍ୟୁ ପରେ ଅସହାୟ ଦୀପା, ସରକାର ସାହାହେବାକୁ ଗ୍ରାମବାସୀଙ୍କ ଗୁହାରୀ

ମାଲକାନଗିରି ଜିଲ୍ଲାର ଏମପିଭି-୧ ଗ୍ରାମର ଦୀପା ମଣ୍ଡଳଙ୍କର ପିଲାବେଳୁ ମାଆଙ୍କର ମୃତ୍ୟୁ ହୋଇଯାଇଥିବାବେଳେ, ଗତ ୧୦ ଦିନ ହେଲା ବାପାଙ୍କର ମୃତ୍ୟୁ ହୋଇଛି । ପଳରେ ଜଙ୍ଗଲ ଭିତରେ ସେ ଜୀବନ କାଟୁଛନ୍ତି

6.ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ, 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା

ବାୟୁସେନା କ୍ୟାଡେଟଙ୍କ ସନ୍ଦହଜନକ ମୃତ୍ୟୁ । ନିର୍ଯାତନା ଅଭିଯୋଗ ଆଣିଲେ ପରିବାର । 6 ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ।

7.ଭରତ ଯୋଡା ଯାତ୍ରା କଂଗ୍ରେସକୁ ଅମ୍ଳଜାନ ଯୋଗାଇବ: ଜୟରାମ ରମେଶ

'ଭାରତ ଯୋଡ ଯାତ୍ରା' କଂଗ୍ରେସକୁ ଅମ୍ଳଜାନ ଯୋଗାଇବ ବୋଲି କହିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ

8.ପାରଳାର ଲଲାମ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଚିଠି

ପାରଳାର ଲଲାମ ପୁସ୍ତକର ଅନୁଧ୍ୟାନ ପାଇଁ ଇତିହାସ ଗବେଷଣା ପରିଷଦକୁ ଚିଠି ଲେଖିଲା ସଂସ୍କୃତି ମନ୍ତ୍ରଣାଳୟ । ଖୁସି ବ୍ୟକ୍ତ କଲେ ଲେଖକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର

9.Ind vs Aus T20I : ରୋହିତଙ୍କ ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଅଷ୍ଚ୍ରେଲିଆ

ଆଜି ଅଷ୍ଚ୍ରେଲିଆ ବିପକ୍ଷରେ ତୃତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଅଷ୍ଚ୍ରେଲିଆ ।

10.Navratri 2022: ବଲିଉଡ ସୁନ୍ଦରୀଙ୍କ ନବରାତ୍ର ସ୍ପେଶାଲ ଲୁକ, ଦେଖନ୍ତୁ ଫଟୋ

ଆରମ୍ଭ ହୋଇଛି ନବରାତ୍ର ଉତ୍ସବ । ଏହି ଅବସରରେ ବଲିଉଡ ଅଭିନେତ୍ରୀମାନେ ଟ୍ରାଡିସନାଲ ଲୁକର ଫଟୋ ସେୟାର କରିଛନ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.