ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ନ୍ୟୁଜ at 7pm

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Sep 7, 2022, 7:06 PM IST

୧. 24 ପାଇଁ ପାଗଭିଡା: ମୋଦିଙ୍କୁ ଟକ୍କର ଦେବେ ନୀତିଶ ! ଆରମ୍ଭ କଲେ ନୂଆ ମିଶନ

୨୦୨୪ ନିର୍ବାଚନ ପାଇଁ ଏବେଠାରୁ ରଣନୀତି ଆରମ୍ଭ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର (Nitish Kumar on 2024 election mission ) ।

୨. ନବୀନ ପଟ୍ଟନାୟକଙ୍କୁ ପୁରସ୍କାର, ବିରୋଧୀ କହିଲେ ନିର୍ବାଚନ ପାଇଁ ପ୍ରୟୋଜିତ ସମ୍ମାନ

ଦିଲ୍ଲୀରେ ଜୀବନବ୍ୟାପି ସାଧନା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

୩. ଦିଲ୍ଲୀରେ ଶରଦ ପାଓ୍ୱାରଙ୍କୁ ଭେଟିଲେ ନୀତିଶ

4 ଦିନିଆ ଦିଲ୍ଲୀ ଗସ୍ତରେ ଥିବା ନୀତିଶ କୁମାର ଆଜି ଶରଦ ପାଓ୍ବରଙ୍କୁ ଭେଟିଲେ (Nitish Kumar meets Sharad Pawar) ।

୪. ନାସା ଯିବେ କଳାହାଣ୍ଡି ପୁଅ, ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କରିବେ ଯୋଗଦାନ

ନାସା ଯିବେ କଳାହାଣ୍ଡି ପୁଅ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର । ହ୍ରିଙ୍କାରଙ୍କ ପ୍ରତିଭାକୁ ଚିହ୍ନିପାରିଛି ନାସା ।

୫. ସାଇତାନ ସନ୍ତାନ, ପୁଅକୁ କହି ମାଆକୁ ୯ ଖଣ୍ଡ କରି କାଟିଦେଲା

ମାଆକୁ ହତ୍ୟା କଲା ପୁଅ । ପୁଅକୁ କହି ମାଆକୁ ହତ୍ୟା କରାଇଲା ।

୬. ପୋକ୍ସୋ କୋର୍ଟ ବିଚାରପତି ମୃତ୍ୟୁ ଘଟଣା, ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ଆସିଲା ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ । ଆତ୍ମହତ୍ୟା କରିଥିଲେ ବିଚାରପତି ।

୭. ଦିଲ୍ଲୀରୁ ୧୨୦୦ କୋଟିର ଡ୍ରଗ୍ସ ଜବତ, ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ

ଦିଲ୍ଲୀରୁ ୧୨୦୦ କୋଟି ମୂଲ୍ୟର ମିଥାମଫେଟାମାଇନ(Methamphetamine) ଡ୍ରଗ୍ସ ଜବତ । ଦୁଇ ଆଫଗାନିସ୍ତାନ ନାଗରିକ ଗିରଫ ।

୮. ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: 8ରେ ଲଘୁଚାପ, ୟେଲୋ ଆଲର୍ଟ ଜାରି

ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

୯. ICC T-20 Rankings: ଶୀର୍ଷରେ ରିଜୱାନ, ଚତୁର୍ଥ ସ୍ଥାନକୁ ଖସିଲେ SKY

ଜାରି ହୋଇଛି ନୂଆ ଆଇସିସି ( International Cricket Council ) ଟି-୨୦ ମାନ୍ୟତା । ନୂତନ ଆଇସିସି ଟି୨୦ ମାନ୍ୟତା ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ମହମ୍ମଦ ରିଜୱାନ ।

୧୦. ମଣି ରତ୍ନମ୍‌ଙ୍କ ଫିଲ୍ମ Ponniyin Selvanର ଧମାକାଦାର ଟ୍ରେଲର ରିଲିଜ

ମଣି ରତ୍ନମ୍‌ଙ୍କ ଐତିହାସିକ ଡ୍ରାମା ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍‌ର ଟ୍ରେଲର ଲଞ୍ଚ (Ponniyin Selvan Trailer Launch) କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.